କଲ୍ୟାଣ ଚାଟାର୍ଜୀ
ଭାରତୀୟ ଅଭିନେତା
କଲ୍ୟାଣ ଚାଟାର୍ଜୀ (ବଙ୍ଗଳା: কল্যাণ চ্যাটার্জী), ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ କାମ କରିଥିଲେ ।[୨] ସେ ୪୦୦ରୁ ଅଧିକ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ସାବିତ୍ରୀ ଚାଟାର୍ଜୀ, ରଣଜିତ ମଲ୍ଲିକ, ଉତ୍କଳ କୁମାର, ସୁମିତ୍ରା ଚାଟାର୍ଜୀ, ସାନ୍ତୁ ମୁଖୋପାଧ୍ୟାୟ ଏବଂ ଦୀପକାନ ଦେଙ୍କ ଭଳି ଜଣାଶୁଣା ବଙ୍ଗାଳୀ ଅଭିନେତାଙ୍କ ସହ କାମ କରଛନ୍ତି ।[୩]
କଲ୍ୟାଣ ଚାଟାର୍ଜୀ | |
---|---|
ଜନ୍ମ | ୧୯୪୨ ବରହମପୁର, ପଶ୍ଚିମ ବଙ୍ଗ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା[୧] |
ସକ୍ରିୟ ବର୍ଷ | ୧୯୬୬–୨୦୨୧ |
ପେଷା
ସମ୍ପାଦନାକଲ୍ୟାଣ ୧୯୬୮ ମସିହାରେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥଚିତ୍ର ଥିଲା ଅପଜନ । ସେ ଅଧିକାଂଶ ସାଧାରଣ ବଙ୍ଗୀୟ ବ୍ୟକ୍ତି ଭାବରେ ବିଭିନ୍ନ ଚରିତ୍ରରେ ପାର୍ଶ୍ୱ ଅଭିନେତା ଭାବରେ ୪୦୦ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି । ସେ ନିର୍ଦ୍ଦେଶକ ଆରବିନ୍ଦ ମୁଖୋପାଧ୍ୟାୟଙ୍କ ପ୍ରିୟ ଅଭିନେତା ଥିଲେ ।[୪]
ବଛା ବଛା କଥାଚିତ୍ରର ତାଲିକା
ସମ୍ପାଦନା- ଅପଜନ (୧୯୬୮)
- ପ୍ରତିଧ୍ୱନି (୧୯୭୦)
- ସଗିନା ମହତୋ (୧୯୭୦) (ହିନ୍ଦୀ)
- ଧନ୍ଯୀ ମେୟେ (୧୯୭୧)
- ଆଜକେର ନାୟକ (୧୯୭୨)
- ପାର୍ (୧୯୭୩)
- ସୋବିଜ ଦ୍ୱିପେର ରଜା(୧୯୭୩)
- ଆଦମି ଔର୍ ଔରତ୍ (୧୯୮୪)
- ସୁରେର ଭୁବନେ (୧୯୯୨)
- ଶୁନ୍ୟୋ ଥେକେ ସୁରୁ (୧୯୯୩)
- ବୋରୋ ଦିନ (୧୯୯୮)
- ବିଧାତାର ଲେଖା (୨୦୦୭)
- ସାଧୁ ବାବାର ଲାଠି (୨୦୦୮)
- ଦ ୱେଟିଣ ସିଟି (୨୦୦୯)
- ଯୁଦାଇ(୨୦୦୯)
- ବ୍ୟୋମକେଶ ବକ୍ସି (୨୦୧୦)
- ଦୁଇ ପୃଥିବୀ (୨୦୧୦)
- ବୈସେ ଶ୍ରବଣ (୨୦୧୧)
- ସୁଗାର ବେବି(୨୦୧୧)
- ଅନ୍ତରେ ବାହାରେ (୨୦୧୨)
- ଚିତ୍ତଗଙ୍ଗ (୨୦୧୨)
- କାହାନୀ (୨୦୧୨) (ହିନ୍ଦୀ)
- କୋନୋ ଏକ୍ ରବିବାର (୨୦୧୪)
- ଆଲୁ ଚାୟା (୨୦୧୪)
- ଦୁର୍ଗା (୨୦୧୫)
- ବିନାଶ (୨୦୧୬)
- ପୋଷ୍ଟମାଷ୍ଟର (୨୦୧୬)
- ବାସ୍ତବ (୨୦୧୬)
- ଏଇ ତ ଜୀବନ (୨୦୧୭)
- ନିର୍ଭୟା(୨୦୧୮)
- ଏନ୍ ଇରେଲିଭେଣ୍ଟ ଡାଇଲଗ୍
- ପ୍ରାଇଭେଟ ପ୍ରାକ୍ଟିସ୍
- କ୍ଷତ୍ରାପ
- ଦ ୱାଲ୍ଜ୍
- ତଦନ୍ତ
- ଫିର୍ ଫିରେ ଚାଇ
- ଅପୋଦ
- ଅଗ୍ନି କନ୍ୟା
- ତିସ୍ତା ପରେର କାଇନ୍ୟା
- ନୂତନ ଦିନେର ଆଲୁ
- ଆଲୁର ଠିକାନା
- ସ୍ପର୍ଶ
ଆଧାର
ସମ୍ପାଦନା- ↑ "KALYAN CHATTERJEE". The Times of India.
- ↑ "Kalyan Chatterjee Complete Filmography". bollywoodmdb.com. Archived from the original on 2023-04-24. Retrieved 2023-05-27.
- ↑ "Kalyan Chatterjee".
- ↑ "Search for movies, music - Hindi and Tamil | Eros Now". Archived from the original on 2023-04-24. Retrieved 2023-05-27.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କଲ୍ୟାଣ ଚାଟାର୍ଜୀ