କର୍ଣାଟକ ଏକ୍ସପ୍ରେସ

କର୍ଣାଟକ ଏକ୍ସପ୍ରେସ ଭାରତୀୟ ରେଳବାଇର ଏକ ସୁପରଫାଷ୍ଟ ଟ୍ରେନ । ଏହା ଦୈନିକ ଭିତ୍ତିରେ କରଣତକର ରାଜଧାନୀ ବାଙ୍ଗାଲୋରଠାରୁ ଭାରତୀୟ ରାଜଧାନୀ ନୂଆ ଦିଲ୍ଲୀ ଯାଏ ଚାଳଚଳ କରିଥାଏ । ଏହି ଟ୍ରେନ ବହୁଲ ଭାବରେ ଏକ ଆଦୃତ ଟ୍ରେନ । ଏହା ଦିଲ୍ଲୀ ସହିତ ଦକ୍ଷିଣ ଭାରତକୁ ସଂଯୋଗ ଦଉଥିବା ଏକ ପ୍ରମୁଖ ଟ୍ରେନ ଓ ଏହା ବହୁତ ସମୟାନୁବର୍ତୀ ରକ୍ଷୟା କରିଥାଏ । 

Karnataka SuperFast Express
Overview
Service typeSuperfast
Current operator(s)South Western Railway
Route
StartBangalore City (SBC)
Stops32
EndNew Delhi (NDLS)
Distance travelled2410 km
Average journey time39 hrs 10 mins (up direction) and 40 hrs 25 mins (down direction)
Service frequencyDaily
Train number(s)12627 /12628
On-board services
Class(es)AC First Class, AC 2 Tier, AC 3 Tier, Sleeper Class, Unreserved
Seating arrangementsAvailable
Sleeping arrangementsAvailable
Catering facilitiesAvailable (Paid)
Baggage facilitiesAvailable
Technical
Track gaugeBroad Gauge
Operating speedMaximum - 110.0 km/hr, Average - 61 km/hr
Route map

ଇତିହାସ  ସମ୍ପାଦନା

ପ୍ରଥମେ ଏକ ଦ୍ୱିସପ୍ତାହିକ ଟ୍ରେନ ଭାବରେ ଏହା ଚାଲିବା ପରେ ଏହା ତ୍ରିସପ୍ତାହିକ ହେଲା । କର୍ଣାଟକ ଏକ୍ସପ୍ରେସ ଓ କେରଳ ଏକ୍ସପ୍ରେସକୁ ଜୋଲାର୍ପେତି ପର୍ଯ୍ୟନ୍ତ ଯୁକ୍ତ ଟ୍ରେନ ଭାବରେ ଚଳୁଥିଲା  ଓ ତାହାକୁ KK ଏକ୍ସପ୍ରେସ କୁହାଯାଉଥିଲା । ଏହା ଭୋପାଳ , ନାଗପୁର , ବିଜୟବାଦ ଓ ଜଳରପୁର ଦେଇ ଯାଉଥିଲା । ଅନନ୍ୟ ଦୁଇ ଦିନ ଏହା ଆନ୍ଧ୍ରା ଏକ୍ସପ୍ରେସ ସହ ମିଶି ଯାଉଥିଲା । ପରେ ଏହାକୁ ବାଦୀ , ଦଉଙ୍ଗ, ମାନମାଦ, ଭୂସାବଲ ଦେଇ ଚାଲିଥିଲା । 

 
କରଣତକ ଏକ୍ସପ୍ରେସର ଏସି କୋଚ 

ଯାତ୍ରାପଥ  ସମ୍ପାଦନା

ଏହି ଟ୍ରେନ ଭାରତୀୟ ରାଜ୍ୟ କର୍ଣାଟକ , ଆନ୍ଧ୍ର ପ୍ରଦେଶ , ମହାରାଷ୍ଟ୍ର , ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶ , ରାଜସ୍ଥାନ , ହରିୟଣା ଓ ଦିଲ୍ଲୀ ଦେଇ ଯାତ୍ରା କରିଥାଏ । ଯାତ୍ରା ପଥରେ ବାଙ୍ଗାଲୋର , ହିନ୍ଦପୁର , ସତ୍ୟସାଇ ନିଳୟମ , ଧର୍ମାଭରମ , ଅନନ୍ତପୁର , ବାଦୀ , ସୋଲାପୁର, ଝାଁସୀ , ଗ୍ୱାଲିଆର, ମଥୁରା, ଆଗ୍ରା ଆଦି ଷ୍ଟେସନ ଦେଇ ଯାଇଥାଏ । 

ବଗି ସମୂହ  ସମ୍ପାଦନା

ଏହି ଟ୍ରେନରେ AC ସମେତ ସମୁଦାୟ 24ଟି ବଗି ଯୋଡ଼ାଯାଇଥାଏ । 

ଦୁର୍ଘଟଣା  ସମ୍ପାଦନା

1991 ମସିହାରେ ଏହି ଟ୍ରେନ ବାଙ୍ଗାଲୋରରୁ 50 କିଲୋମିଟର ଦୂର ମକଲିଗୁଡା ଘାଟଠାରେ ବର୍ଷପ୍ଳାବିତ ସନ୍ଧ୍ଯାରେ ଦୁର୍ଘଟଣାର ସମ୍ମୁଖୀନ ହେଇ 31 ଜଣ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିଲା ।  .[୧]

ପୁନଶ୍ଚ ଦେଖଣା  ସମ୍ପାଦନା

  • Andhra Pradesh Express
  • Kerala Express
  • Tamil Nadu Express
  • Goa Express
  • Vivek Express
  • Dedicated Intercity trains of India

ଆଧାର  ସମ୍ପାଦନା

  1. Chronology of major rail accidents Times of India, 15 May 2003

ବାହାର ଲିଙ୍କ  ସମ୍ପାଦନା

  • "Welcome to Indian Railway Passenger reservation Enquiry". indianrail.gov.in. Archived from the original on 2014-06-01. Retrieved 2014-05-30.

ଛାଞ୍ଚ:Railways in Southern India