କମଳଜିତ ସାନ୍ଧୁ ,

ଭାରତୀୟ ଧାବକ ଖେଳାଳୀ

କମଳଜିତ ସାନ୍ଧୁ ,ଜଣେ ପ୍ରାକ୍ତନ ଭାରତୀୟ ମହିଳା କ୍ରୀଡ଼ାବିଦ । ସେ ୧୯୭୦ ମସିହା ଏସୀୟ କ୍ରୀଡ଼ାରେ ମହିଳାମାନଙ୍କ ୪୦୦ ମିଟର ଦୌଡ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଓ ସେ ହଉଛନ୍ତି ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିଣି ଥିବା ପ୍ରଥମ ଭାରତୀୟ ମହିଳା । ତାଙ୍କର ଜନ୍ମ ଭାରତୀୟ ରାଜ୍ୟ ପଞ୍ଜାବରେ ହେଇଥିଲା । ତାଙ୍କର ଅନବଦ୍ୟ କୃତିତ୍ୱ ପାଇଁ ତାଙ୍କୁ ୧୯୭୧ ମସିହାରେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ୧୯୭୨ ମସିହା ଅଲିମ୍ପିକ କ୍ରୀଡ଼ାରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଚୁଡାନ୍ତ ଦୌଡ ଯାଏ ପହଞ୍ଚି ପାରି ନଥିଲେ । [୧]

ଆଧାର  ସମ୍ପାଦନା

  1. The first Indian woman to win a gold medal at the Asian Games Kamaljit Sandhu  <nowiki>http://www.leadthecompetition.in/GK/sports/first-in-sports-in-India.html