ଓଲୋଡାଟେରୋଲ

ଏହା କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗର (COPD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଓଲୋଡାଟେରୋଲ (ଇଂରାଜୀ ଭାଷାରେ Olodaterol), ଷ୍ଟ୍ରିଭେର୍ଡି ଏହାର ଏକ ବେପାର ନାମ, ହେଉଛି ଏକ ଦୀର୍ଘ-କାର୍ଯ୍ୟକାରୀ β ଆଡ୍ରେନୋରିସେପ୍ଟର ଆଗୋନିଷ୍ଟ (LABA) ଔଷଧ ଯାହା କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗର (COPD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଆଜ୍‌ମା ରୋଗରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୨] ଫୁସଫୁସ ଭିତରକୁ ଏହା ପ୍ରଶ୍ୱାସ ମାଧ୍ୟମରେ ଗ୍ରହଣ କରାଯାଏ ।[୨]

ଓଲୋଡାଟେରୋଲ
Clinical data
PronunciationStriverdi Respimat /ˈstrɪvərdi ˈrɛspɪmæt/ STRIV-ƏR-dee-_-RES
Trade namesStriverdi Respimat
AHFS/Drugs.commonograph
Pregnancy
category
  • AU: B3
  • US: C (Risk not ruled out)
Routes of
administration
Inhalation (MDI)
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Bioavailability~30% (inhalation)[୧]
Protein binding~60%
MetabolismLiver
Elimination half-life7.5 hours
ExcretionFeces (53%), urine (38%) — following IV administration
Identifiers
  • 6-hydroxy-8-{(1R)-1-hydroxy-2-{[1-(4-methoxyphenyl)-2-methylpropan-2-yl]amino}ethyl}-4H-1,4-benzoxazin-3-one
ECHA InfoCard100.245.535 Edit this at Wikidata
Chemical and physical data
FormulaC21H26N2O5
Molar mass୩୮୬.୪୫ g·mol−1
3D model (JSmol)
  • CC(C)(CC1=CC=C(C=C1)OC)NCC(C2=CC(=CC3=C2OCC(=O)N3)O)O
  • InChI=1S/C21H26N2O5/c1-21(2,10-13-4-6-15(27-3)7-5-13)22-11-18(25)16-8-14(24)9-17-20(16)28-12-19(26)23-17/h4-9,18,22,24-25H,10-12H2,1-3H3,(H,23,26)/t18-/m0/s1
  • Key:COUYJEVMBVSIHV-SFHVURJKSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ତରଳ ଝାଡ଼ା, ଗଣ୍ଠି ଯନ୍ତ୍ରଣା, ରାସ ଏବଂ ନାକରୁ ସ୍ରାବ ହୁଏ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ ।[୨] ଆଜ୍‌ମା ରୋଗ ଥିଲେ ମୃତ୍ୟୁ ଆଶଙ୍କା ରହିବ ।[୨] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଲୋଡାଟେରୋଲକୁ ଅନୁମୋଦନ କରାଯାଇଥିଲା ।[୨] ଏହା ଏକକ ଇନହେଲର୍ ଭାବରେ ଟିଆଟ୍ରୋପିୟମ ବ୍ରୋମାଇଡ ସହିତ ମିଳିତ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସରେ ଏହି ଔଷଧ ପିଛା ୨୬ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୩୦ ଆମେରିକୀୟ ଡଲାର ଅଟେ ।[୫]

  1. "Striverdi Respimat (olodaterol) Inhalation Spray For Oral Inhalation. U.S. Full Prescribing Information" (PDF). Boehringer Ingelheim Pharmaceuticals, Inc., Ridgefield, CT 06877 USA. Archived (PDF) from the original on 5 March 2016. Retrieved 23 February 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Olodaterol Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 7 November 2021.
  3. "Olodaterol (Striverdi Respimat) Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 7 November 2021.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 268. ISBN 978-0857114105.
  5. "Striverdi Prices, Coupons & Savings Tips - GoodRx". GoodRx. Archived from the original on 15 July 2016. Retrieved 7 November 2021.