ଓଲାରି ଭାଷା
ଓଲାରି ଭାଷା (ପଟ୍ଟାଙ୍ଗି ଓଲାର ଗଦବା, ଓଲାର ଗଦବା, ଓଲାର, ହଲ୍ଲାରି, ଆଲାର, ହଲାର ଗଦବା ଆଦି ନାମରେ ମଧ୍ୟ ପରିଚିତ) ଏକ ମଧ୍ୟ-ଦ୍ରାବିଡ଼ ଭାଷା । ଏହାର ନିକଟତମ ଭାଷା କୋଣ୍ଡେକର (ଗଦବା, ସାନ ଗଦବା, ଗଦ୍ବା, ସାନ, କଣ୍ଡେକର, କୋଣ୍ଡେକର ଗଦବା, ମୁଡିଲି ଗଦବା ଆଦି ନାମରେ ଜଣା) । ଏହି ଦୁଇଟି ଉଭୟ ଉପଭାଷା ଭାବେ ଓ ଅଲଗା ଅଲଗା ଭାଷା ଭାବେ ବିବେଚିତ ।[୨] ଏଗୁଡ଼ିକ ଓଡ଼ିଶାର କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଳମ ଜିଲ୍ଲାରେ କଥିତ ।
ଓଲାରି କୋଣ୍ଡେକର | |
---|---|
ଗଦବା | |
Native to | ଭାରତ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] |
ଦ୍ରାବିଡ଼
| |
ଭାଷା କୋଡ୍ | |
ISO ୬୩୯-୩ | Either: gdb – ଓଲାରି (ଗଦବା) gau – କୋଣ୍ଡେକର (ଗଦବା) |
ELP | Pottangi Ollar Gadaba |
ସାଥୁପତି ପ୍ରସନ୍ନ ଶ୍ରୀ ଏହି ଭାଷା ନିମନ୍ତେ ଏକ ସ୍ୱତନ୍ତ୍ର ଲିପି ତିଆରି କରିଥିଲେ ।
ଆଧାର
ସମ୍ପାଦନା- ↑ ଓଲାରି (ଗଦବା) at Ethnologue (18th ed., 2015)
କୋଣ୍ଡେକର (ଗଦବା) at Ethnologue (18th ed., 2015) - ↑ Krishnamurti (2003), p. 26.
ବାହାର ଆଧାର
ସମ୍ପାଦନା- Krishnamurti, B. (2003), The Dravidian Languages, Cambridge University Press, ISBN 0-521-77111-0