ଓମାସେଟାକ୍ସିନ
ଓମାସେଟାକ୍ସିନ (ଇଂରାଜୀ ଭାଷାରେ Omacetaxine ), ସିନ୍ରିବୋ ଏହାର ଏକ ବିକ୍ରୟ ନାମ, ହେଉଛି କ୍ରନିକ୍ ମାଇଲୋଜେନସ୍ ଲ୍ୟୁକେମିଆ (CML) ରୋଗରର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଅନ୍ୟାନ୍ୟ ଔଷଧ ଏହି ରୋଗ ପାଇଁ କାମ କରିନଥିବା କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]
Clinical data | |
---|---|
Trade names | Synribo, Tekinex, others |
Synonyms | Omacetaxine mepesuccinate, homoharringtonine (HHT) |
AHFS/Drugs.com | monograph |
data | |
Pregnancy category |
|
Routes of administration | Subcutaneous, intravenous infusion |
Legal status | |
Legal status |
|
Pharmacokinetic data | |
Protein binding | 50% |
Metabolism | Mostly via plasma esterases |
Elimination half-life | 6 hours |
Excretion | Urine (≤15% unchanged) |
Identifiers | |
| |
ECHA InfoCard | 100.164.411 |
Chemical and physical data | |
Formula | C29H39NO9 |
Molar mass | ୫୪୫.୬୩ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ପ୍ଲାଟେଲେଟ, ସ୍ୱଳ୍ପ ଲୋହିତ ରକ୍ତ କଣିକା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଜ୍ୱର, ତରଳ ଝାଡ଼ା, ଅଇ, ଏବଂ ଯନ୍ତ୍ରଣା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ସଂକ୍ରମଣ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ପୁଷ୍ଟିସାର ସମିଶ୍ରଣ ପ୍ରତିବନ୍ଧକ ।[୧]
୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓମାସେଟାକ୍ସିନ ଅନୁମୋଦିତ ହୋଇଥିଲା ।[୧] ୟୁରୋପରେ ଏହା ଅନୁମୋଦିତ ନୁହେଁ ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୩.୫ ମିଗ୍ରା ପାଇଁ ଏହାର ମୂଲ୍ୟ ୧୨୦୦ ଡଲାର ।[୩] ଏହା ଚାଇନାର ଚିର ସବୁଜ ରଙ୍ଗର ଏକ ପଦାର୍ଥରୁ ତିଆରି, ଯାହା ହାରିଙ୍ଗଟୋନିନ ଭାବରେ ଜଣାଶୁଣା । [୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Omacetaxine Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 7 November 2021.
- ↑ ୨.୦ ୨.୧ "Tekinex". Archived from the original on 30 October 2020. Retrieved 7 November 2021.
- ↑ "Synribo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 7 November 2021.