ଓବେଟିକୋଲିକ ଏସିଡ ( OCA ), ଓକାଲିଭା ବ୍ରାଣ୍ଡ ନାମରେ ବିକ୍ରି ହେଉଛି, ପ୍ରାଥମିକ ବିଲିୟାରି କୋଲାଞ୍ଜାଇଟିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଏହା ପର୍ଯ୍ୟାପ୍ତ ପ୍ରଭାବଶାଳୀ ନ ହେଲେ ସାଧାରଣତଃ ଉର୍ସୋଡିଅକ୍ସିକଲିକ ଏସିଡ୍ ସ‌ହିତ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]

ଓବେଟିକୋଲିକ ଏସିଡ
Clinical data
Trade namesOcaliva
Synonyms6α-ethyl-chenodeoxycholic acid; INT-747
AHFS/Drugs.commonograph
MedlinePlusa616033
data
Pregnancy
category
  • AU: B1
  • US: N (Not classified yet)
Routes of
administration
By mouth
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • EU: Rx-only
Identifiers
  • (3α,5β,6α,7α)-6-Ethyl-3,7-dihydroxycholan-24-oic acid
    OR
    (4R)-4-[(3R,5S,6R,7R,8S,9S,10S,13R,14S,17R)-6-ethyl-3,7-dihydroxy-10,13-dimethyl-2,3,4,5,6,7,8,9,11,12,14,15,16,17-tetradecahydro-1H-cyclopenta[a]phenanthren-17-yl]pentanoic acid
ECHA InfoCard100.238.318 Edit this at Wikidata
Chemical and physical data
FormulaC26H44O4
Molar mass୪୨୦.୬୩ g·mol−1
3D model (JSmol)
Melting point108–110 °C (226–230 °F) [୧]
  • CC[C@@H]1[C@@H]2C[C@@H](CC[C@@]2([C@H]3CC[C@]4([C@H]([C@@H]3[C@@H]1O)CC[C@@H]4[C@H](C)CCC(=O)O)C)C)O
  • InChI=1S/C26H44O4/c1-5-17-21-14-16(27)10-12-26(21,4)20-11-13-25(3)18(15(2)6-9-22(28)29)7-8-19(25)23(20)24(17)30/h15-21,23-24,27,30H,5-14H2,1-4H3,(H,28,29)/t15-,16-,17-,18-,19+,20+,21+,23+,24-,25-,26-/m1/s1
  • Key:ZXERDUOLZKYMJM-ZWECCWDJSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁଏବଂ ଥକାପଣ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ ।[୨] ଏହା ପିତ୍ତ ଅମ୍ଳ ବା ବାଇଲ ଏସିଡର ଏକ ପରିବର୍ତ୍ତିତ ରୂପ ଏବଂ ଫାର୍ନେସଏଡ୍ ଏକ୍ସ ରିସେପ୍ଟର (farnesoid X receptors) ସହିତ ସଂଲଗ୍ନ ହୋଇ ଯକୃତର ପିତ୍ତ ଉତ୍ପାଦନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ।[୩]

୨୦୧୬ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓବେଟିକୋଲିକ ଏସିଡ ଅନୁମୋଦିତ ହୋଇଥିଲା [୪] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ମାସରେ ଏହା ପିଛା ପ୍ରାୟ ୨,୪୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮,୦୦୦ ଡଲାର ଅଟେ ।[୫]

ଆଧାର ସମ୍ପାଦନା

  1. Gioiello, Antimo; Macchiarulo, Antonio; Carotti, Andrea; Filipponi, Paolo; Costantino, Gabriele; Rizzo, Giovanni; Adorini, Luciano; Pellicciari, Roberto (April 2011). "Extending SAR of bile acids as FXR ligands: Discovery of 23-N-(carbocinnamyloxy)-3α,7α-dihydroxy-6α-ethyl-24-nor-5β-cholan-23-amine". Bioorganic & Medicinal Chemistry. 19 (8): 2650–2658. doi:10.1016/j.bmc.2011.03.004. PMID 21459580.
  2. ୨.୦ ୨.୧ ୨.୨ ୨.୩ ୨.୪ BNF 81: March-September 2021. BMJ Group and the Pharmaceutical Press. 2021. p. 96. ISBN 978-0857114105.
  3. ୩.୦ ୩.୧ ୩.୨ "Ocaliva". Archived from the original on 8 November 2021. Retrieved 6 November 2021.
  4. "Obeticholic Acid Monograph for Professionals". Drugs.com (in ଇଂରାଜୀ). Archived from the original on 16 July 2017. Retrieved 6 November 2021.
  5. "Ocaliva Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 23 April 2021. Retrieved 6 November 2021.