ଓପିକାପୋନ

ଏହା ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗ ପାଇଁ ଲେଭୋଡୋପା/କାର୍ବିଡୋପା ସହିତ ବ୍ୟବହୃତ ହୁଏ ।

ଓପିକାପୋନ (ଇଂରାଜୀ ଭାଷାରେ Opicapone), ଓଙ୍ଗିକାଣ୍ଟସ୍ ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗ ପାଇଁ ଲେଭୋଡୋପା/କାର୍ବିଡୋପା ସହିତ ବ୍ୟବହୃତ ହୁଏ ।[୨] [୫] ନିର୍ଦ୍ଦିଷ୍ଟ ଭାବରେ ଏହା ଲେଭୋଡୋପର ପୁର୍ବବର୍ତ୍ତୀ ମାତ୍ରା ଦେବା ପୂର୍ବରୁ ଚଳପ୍ରଚଳ (motor function) କାର୍ଯ୍ୟରେ ଅସ୍ଥିରତାର ପରିବର୍ତ୍ତନ ପାଇଁ ବ୍ୟବହୃତ ହୁଏ ।[୬] ଉପକାରଗୁଡ଼ିକ ଏଣ୍ଟାକାପୋନ ସହିତ ସମାନ ।[୫] ଏହା ପାଟିରେ ଦିଆଯାଏ ।[୨]

ଓପିକାପୋନ
Clinical data
Trade namesOngentys
SynonymsBIA 9-1067
AHFS/Drugs.commonograph
data
Pregnancy
category
  • Not recommended
Routes of
administration
By mouth (capsules)
Legal status
Legal status
Pharmacokinetic data
Bioavailability~20%
Protein binding99.9%
MetabolismMainly sulfation, also reduction, glucuronidation, methylation
Elimination half-life0.7 to 3.2 hours
Duration of action>24 hours
ExcretionFeces (67%), urine (13%)
Identifiers
  • 5-[3-(2,5-dichloro-4,6-dimethyl-1-oxidopyridin-1-ium-3-yl)-1,2,4-oxadiazol-5-yl]-3-nitrobenzene-1,2-diol
Chemical and physical data
FormulaC15H10Cl2N4O6
Molar mass୪୧୩.୧୭ g·mol−1
3D model (JSmol)
  • CC1=C(C(=[N+](C(=C1Cl)C)[O-])Cl)C2=NOC(=N2)C3=CC(=C(C(=C3)O)O)[N+](=O)[O-]
  • InChI=InChI=1S/C15H10Cl2N4O6/c1-5-10(13(17)20(24)6(2)11(5)16)14-18-15(27-19-14)7-3-8(21(25)26)12(23)9(22)4-7/h3-4,22-23H,1-2H3
  • Key:ASOADIZOVZTJSR-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗତି ନିୟନ୍ତ୍ରଣ କରିବାରେ ଅସୁବିଧା (ଡିସକାଇନେସିଆ) ଅନ୍ତର୍ଭୁକ୍ତ | [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ନିମ୍ନ ରକ୍ତଚାପ, ଓଜନ ହ୍ରାସ ଏବଂ ମାଂସପେଶୀ ଭାଙ୍ଗିବା ଅନ୍ତର୍ଭୁକ୍ତ ହୋଇପାରେ ।[୫] ଏହା ଲେଭୋଡୋପାର ପ୍ରଭାବକୁ ବୃଦ୍ଧି କରିବା ଫଳରେ ମସ୍ତିଷ୍କର କିଛି ଅଂଶର ଗତି ଏବଂ ସମନ୍ୱୟକୁ ଡୋପାମିନ୍ ନିୟନ୍ତ୍ରଣ କରେ ।[୨] ଲେଭୋଡୋପା ଭାଙ୍ଗିବାରେ ଜଡିତ କାଟେକୋଲ-ଓ-ମିଥାଇଲଟ୍ରାନ୍ସଫରେଜ ନାମକ ଏକ ଏନଜାଇମକୁ ଏହା ଅବରୋଧ କରିଥାଏ | [୨]

୨୦୧୬ ମସିହାରେ ୟୁରୋପରେ ଏବଂ ୨୦୨୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓପିକାପୋ ଅନୁମୋଦିତ ହୋଇଥିଲା ।[୨] [୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔଷଧର ମୂଲ୍ୟ ୯୪ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୩୦ ଡଲାର ଅଟେ ।[୭]

ଆଧାର ସମ୍ପାଦନା

  1. "Archive copy" (PDF). Archived (PDF) from the original on 13 June 2021. Retrieved 13 June 2021.{{cite web}}: CS1 maint: archived copy as title (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Ongentys EPAR". European Medicines Agency. Archived from the original on 9 May 2020. Retrieved 28 April 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  3. "Ongentys 50 mg hard capsules - Summary of Product Characteristics (SmPC)". (emc). 18 July 2019. Archived from the original on 4 June 2020. Retrieved 28 April 2020.
  4. "Ongentys- opicapone capsule". DailyMed. 24 April 2020. Archived from the original on 25 October 2021. Retrieved 30 September 2020.
  5. ୫.୦ ୫.୧ ୫.୨ ୫.୩ "Opicapone Monograph for Professionals". Drugs.com (in ଇଂରାଜୀ). Archived from the original on 22 June 2020. Retrieved 8 November 2021.
  6. ୬.୦ ୬.୧ BNF 81: March-September 2021. BMJ Group and the Pharmaceutical Press. 2021. p. 433. ISBN 978-0857114105.
  7. "Ongentys Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 8 November 2021.