ଏଣ୍ଟାକାପୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ କୋମଟାନ ଏକ ଔଷଧ ଯାହା ପାର୍କିନ୍ସନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଲେଭୋଡୋପା/କାର୍ବିଡୋପା ପ୍ରଭାବ କମିଯିବା ପୂର୍ବରୁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୨]

ଏଣ୍ଟାକାପୋନ
Skeletal formula
Space-filling model of entacapone
Clinical data
Pronunciation/ˌɛntəkəˈpn/ or /ɛnˈtækəpn/
Trade namesComtan, Comtess, others
AHFS/Drugs.commonograph
MedlinePlusa601236
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth
Legal status
Legal status
Pharmacokinetic data
Bioavailability35%
Protein binding98% (binds to serum albumin)
MetabolismLiver
Elimination half-life0.4–0.7 hours
ExcretionFeces (90%), urine (10%)
Identifiers
  • (2E)-2-Cyano-3-(3,4-dihydroxy-5-nitrophenyl)-N,N-diethylprop-2-enamide
ECHA InfoCard100.128.566 Edit this at Wikidata
Chemical and physical data
FormulaC14H15N3O5
Molar mass୩୦୫.୨୯ g·mol−1
3D model (JSmol)
  • [O-][N+](=O)c1cc(\C=C(/C#N)C(=O)N(CC)CC)cc(O)c1O
  • InChI=1S/C14H15N3O5/c1-3-16(4-2)14(20)10(8-15)5-9-6-11(17(21)22)13(19)12(18)7-9/h5-7,18-19H,3-4H2,1-2H3/b10-5+ checkY
  • Key:JRURYQJSLYLRLN-BJMVGYQFSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟନ୍ତ୍ରିତ ଗତିବିଧି, ବାନ୍ତି, ଏବଂ ପରିସ୍ରା ରଙ୍ଗର ପରିବର୍ତ୍ତନ ହୋଇଥାଏ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଜୁଆ ଖେଳିବାକୁ ଇଚ୍ଛା, ଶୋଇବା, ପ୍ରୋଷ୍ଟେଟ କର୍କଟ, ଛିଡା ହେବା ସହିତ ନିମ୍ନ ରକ୍ତଚାପ ଏବଂ ହାଲୁସିନେସନ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହା ଲେଭୋଡୋପା, କ୍ୟାଟେକୋଲ-ଓ-ମିଥାଇଲଟ୍ରାନ୍ସଫ୍ରେଜ୍ (COMT) କୁ ଭାଙ୍ଗୁଥିବା ଏନଜାଇମକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]

୧୯୯୮ ମସିହାରେ ୟୁରୋପରେ ଏବଂ ୧୯୯୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏଣ୍ଟାକାପୋନ୍ ଅନୁମୋଦିତ ହୋଇଥିଲା ।[୧] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୨] ଯୁକ୍ତରାଜ୍ୟରେ ୨୦୦ ମିଗ୍ରାର ୧୦୦ ଟାବଲେଟ୍ ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୬ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୦ ଡଲାର ଅଟେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Entacapone Monograph for Professionals". Drugs.com (in ଇଂରାଜୀ). Archived from the original on 8 May 2021. Retrieved 15 December 2021.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 433. ISBN 978-0857114105.
  3. ୩.୦ ୩.୧ ୩.୨ "Comtess". Archived from the original on 12 November 2020. Retrieved 15 December 2021.
  4. "Entacapone Prices and Entacapone Coupons - GoodRx". GoodRx. Retrieved 15 December 2021.