ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା
(ଓଡ଼ିଶାର ରାଜ୍ୟପାଳ ମାନଙ୍କର ତାଲିକାରୁ ଲେଉଟି ଆସିଛି)
୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ହେବା ପରେ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିବା ବ୍ୟକ୍ତି ବିଶେଷଙ୍କ ତାଲିକା:[୧]
ନାମ | କାର୍ଯ୍ୟକାଳ | ସୂଚନା |
---|---|---|
ରଘୁବର ଦାସ | ୧୮ ଅକ୍ଟୋବର ୨୦୨୩ଠାରୁ ଏପର୍ଯ୍ୟନ୍ତ | |
ଗଣେଶୀ ଲାଲ | ୨୬.୦୫.୨୦୧୮[୨]ଠାରୁ ୧୮ ଅକ୍ଟୋବର ୨୦୨୩ | |
ସତ୍ୟ ପାଳ ମଲିକ | ୨୧.୦୩.୨୦୧୮ଠାରୁ ୨୫.୦୫.୨୦୧୮ | ଅତିରିକ୍ତ ଦାୟିତ୍ୱ |
ଏସ. ସି. ଜମିର | ୦୯.୦୩.୨୦୧୩ଠାରୁ ୨୦.୦୩.୨୦୧୮ | |
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ | ୨୧ ଅଗଷ୍ଟ ୨୦୦୭ଠାରୁ ୯ ମାର୍ଚ୍ଚ ୨୦୧୩ | |
ରାମେଶ୍ୱର ଠାକୁର | ୧୭ ନଭେମ୍ବର ୨୦୦୪ଠାରୁ ୨୧ ଅଗଷ୍ଟ ୨୦୦୭ | |
ଏମ୍.ଏମ୍. ରାଜେନ୍ଦ୍ରନ | ୧୫.୧୧.୧୯୯୯ଠାରୁ ୧୭.୧୧.୨୦୦୪ | |
ସି. ରଙ୍ଗରାଜନ | ୨୭.୦୪.୧୯୯୮ଠାରୁ ୧୪ ନଭେମ୍ବର ୧୯୯୯ | |
କେ. ଭି. ରଘୁନାଥ ରେଡ୍ଡୀ | ୧୩.୧୨.୧୯୯୭ଠାରୁ ୨୭.୦୪.୧୯୯୮ | |
ଗୋପାଳ ରାମାନୁଜମ | ୧୩.୦୨.୧୯୯୭ଠାରୁ ୧୩.୧୨.୧୯୯୭ | |
କେ. ଭି. ରଘୁନାଥ ରେଡ୍ଡୀ | ୩୧ ଜାନୁଆରୀ ୧୯୯୭ଠାରୁ ୧୨ ଫେବୃଆରୀ ୧୯୯୭ | |
ଗୋପାଳ ରାମାନୁଜମ | ୧୮.୦୬.୧୯୯୫ଠାରୁ ୩୦ ଜାନୁଆରୀ ୧୯୯୭ | |
ବି. ସତ୍ୟନାରାୟଣ ରେଡ୍ଡୀ | ୦୧.୦୬.୧୯୯୩ଠାରୁ ୧୭.୦୬.୧୯୯୫ | |
ସୟଦ ନୁରୁଲ ହାସନ | ୦୧.୦୨.୧୯୯୩ଠାରୁ ୩୧.୦୫.୧୯୯୩ | |
ଯଜ୍ଞଦତ୍ତ ଶର୍ମା | ୦୭.୦୨.୧୯୯୦ଠାରୁ ୦୧.୦୨.୧୯୯୩ | |
ସୟଦ ନୁରୁଲ ହାସନ | ୨୦.୧୧.୧୯୮୮ଠାରୁ ୦୬.୦୨.୧୯୯୦ | |
ବିଶ୍ୱମ୍ବର ନାଥ ପାଣ୍ଡେ | ୧୭.୦୮.୧୯୮୩ଠାରୁ ୨୦.୧୧.୧୯୮୮ | |
ଚେପ୍ପୁଦିର ମୁଥାନ ପୂନାଚା | ୦୧.୦୯.୧୯୮୨ଠାରୁ ୧୭ ଅଗଷ୍ଟ ୧୯୮୩ | |
ରଙ୍ଗନାଥ ମିଶ୍ର | ୨୫ ଜୁନ ୧୯୮୨ଠାରୁ ୩୧ ଅଗଷ୍ଟ ୧୯୮୨ | କାର୍ଯ୍ୟକାରୀ |
ଚେପ୍ପୁଦିର ମୁଥାନ ପୂନାଚା | ୦୪.୧୧.୧୯୮୦ଠାରୁ ୨୪.୦୬.୧୯୮୨ | |
ସୁକାନ୍ତ କିଶୋର ରାୟ | ୦୧.୧୦.୧୯୮୦ଠାରୁ ୦୩.୧୧.୧୯୮୦ | କାର୍ଯ୍ୟକାରୀ |
ଚେପ୍ପୁଦିର ମୁଥାନ ପୂନାଚା | ୩୦.୦୪.୧୯୮୦ଠାରୁ ୩୦.୦୯.୧୯୮୦ | |
ଭଗବତ ଦୟାଲ ଶର୍ମା | ୨୩.୦୯.୧୯୭୭ଠାରୁ ୩୦.୦୪.୧୯୮୦ | |
ହରିଚରଣ ସିଂହ ବ୍ରାର | ୦୭.୦୨.୧୯୭୭ଠାରୁ ୨୨.୦୯.୧୯୭୭ | |
ଶିବ ନାରାୟଣ ଶଙ୍କର | ୧୭.୦୪.୧୯୭୬ଠାରୁ ୦୭.୦୨.୧୯୭୭ | |
ଆକବର ଅଲୀ ଖାଁ | ୨୫.୧୦.୧୯୭୪ଠାରୁ ୧୭.୦୪.୧୯୭୬ | |
ଗତିକୃଷ୍ଣ ମିଶ୍ର | ୨୧.୦୮.୧୯୭୪ଠାରୁ ୨୫.୧୦.୧୯୭୪ | କାର୍ଯ୍ୟକାରୀ |
ବସପ୍ପା ଦନପ୍ପା ଜତ୍ତି | ୦୮.୧୧.୧୯୭୨ଠାରୁ ୨୦.୦୮.୧୯୭୪ | |
ଗତିକୃଷ୍ଣ ମିଶ୍ର | ୦୧.୦୭.୧୯୭୨ଠାରୁ ୦୮.୧୧.୧୯୭୨ | କାର୍ଯ୍ୟକାରୀ |
ଯୋଜେନ୍ଦ୍ର ସିଂହ | ୨୦.୦୯.୧୯୭୧ଠାରୁ ୩୦.୦୬.୧୯୭୨ | |
ଶକୁନ୍ତଳା ଶାହ ଅନ୍ସାରୀ | ୩୧.୦୧.୧୯୬୮ଠାରୁ ୨୦.୦୯.୧୯୭୧ | |
ଅଯୋଧ୍ୟା ନାଥ ଖୋସ୍ଲା | ୧୨.୦୯.୧୯୬୬ଠାରୁ ୩୦.୦୧.୧୯୬୮ | |
ଖଲୀଲ୍ଲ ଅହମ୍ମଦ | ୦୫.୦୮.୧୯୬୬ଠାରୁ ୧୧.୦୯.୧୯୬୬ | |
ଅଯୋଧ୍ୟା ନାଥ ଖୋସ୍ଲା | ୧୬.୦୯.୧୯୬୨ଠାରୁ ୦୫.୦୮.୧୯୬୬ | |
ଯଶବନ୍ତ ନାରାୟଣ ସୁକ୍ଥାଙ୍କର | ୩୧.୦୭.୧୯୫୭ଠାରୁ ୧୫.୦୯.୧୯୬୨ | |
ଭୀମସେନ ସଚାରା | ୧୨.୦୯.୧୯୫୬ଠାରୁ ୩୧.୦୭.୧୯୫୭ | |
ପି. ଏସ୍. କୁମାରସ୍ୱାମିରାଜା | ୧୦.୦୨.୧୯୫୪ଠାରୁ ୧୧.୦୯.୧୯୫୬ | |
ସୟିଦ ଫଜଲ ଅଲି | ୦୭.୦୬.୧୯୫୨ଠାରୁ ୦୯.୦୨.୧୯୫୪ | |
ଏମ୍. ଆସଫ ଅଲି | ୧୮.୦୭.୧୯୫୧ଠାରୁ ୦୬.୦୬.୧୯୫୨ | |
ଭି. ପି. ମେନନ | ୦୬.୦୫.୧୯୫୧ଠାରୁ ୧୭.୦୭.୧୯୫୧ | |
ଏମ୍. ଆସଫ ଅଲି | ୨୧.୦୬.୧୯୪୮ଠାରୁ ୦୫.୦୫.୧୯୫୧ | |
କୈଳାସ ନାଥ କାଟଜୁ | ୧୫.୦୮.୧୯୪୭ଠାରୁ ୨୦.୦୬.୧୯୪୮ | |
ଚନ୍ଦୁଲାଲ ତ୍ରିବେଦୀ | ୦୧.୦୪.୧୯୪୬ଠାରୁ ୧୪.୦୮.୧୯୪୭ | |
ହାଥୋର୍ନ ଲୁଇସ | ୦୧.୦୪.୧୯.୪୧ଠାରୁ ୩୧.୦୩.୧୯୪୬ | |
ଜନ ଅଷ୍ଟିନ ହବ୍ୱାକ | ୦୮.୧୨.୦୯୩୮ଠାରୁ ୩୧.୦୩.୧୯୪୧ | |
ଜର୍ଜ ଟାଉନ୍ସେଣ୍ଡ ବଙ୍ଗ | ୧୧.୦୮.୧୯୩୮ଠାରୁ ୦୭.୧୨.୧୯୩୮ | |
ଜନ ଅଷ୍ଟିନ ହବ୍ୱାକ | ୦୧.୦୪.୦୯୩୬ଠାରୁ ୧୧.୦୮.୧୯୩୮ |
ଆଧାର
ସମ୍ପାଦନା- ↑ "List of Governors of Odisha (ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା - ଓଡ଼ିଆରେ) [1936 to 2018]". Retrieved 27 May 2018.
- ↑ "ଓଡ଼ିଶାର ରାଜ୍ୟପାଳ ହେଲେ ଗଣେଶୀ ଲାଲ". ଓଡ଼ିଶା ରିଡର. Retrieved 27 May 2018.[permanent dead link]