ଓଡ଼ିଶାରେ ପୂଜିତ ଦେବୀମାନଙ୍କର ତାଲିକା

ଏହି ପ୍ରସଙ୍ଗଟି ଓଡ଼ିଶାରେ ଅବସ୍ଥିତ ଶକ୍ତିପୀଠ ବା ଦେବୀ ମନ୍ଦିରମାନଙ୍କର ଏକ ତାଲିକା ।[୧]

  1. ବିମଳା
  2. ବାରାହୀ
  3. ଦକ୍ଷିଣକାଳୀ
  4. ଶ୍ୟାମାକାଳୀ
  5. ରାମଚଣ୍ଡୀ
  6. ଆଲାମଚଣ୍ଡୀ
  7. ଚର୍ଚ୍ଚିକା
  8. ବାସୁଳୀ
  9. ମରିଚିକା
  10. ବାଟକାଳୀ,
  11. ମଶାଣୀଚଣ୍ଡୀ
  12. ହରଚଣ୍ଡୀ
  13. ହାତଜୋଡି
  14. ଝାଡେଶ୍ୱରୀ
  15. ଜାଡୁଆଣି
  16. ମଙ୍ଗଳା
  17. ବାଟମଙ୍ଗଳା
  18. ଶୀତଳା
  19. ସର୍ବମଙ୍ଗଳା
  20. ବୁଢୀମା
  21. ବୈଷ୍ଣୋଦେବୀ
  22. କାମାକ୍ଷା
  23. ଶ୍ମଶାନ କାଳୀ
  24. ଖରାଖାଇ

ଆଧାରସମ୍ପାଦନ କରନ୍ତୁ

  1. "ବାରାହୀଙ୍କ ପୀଠରେ ଷୋଳପୂଜା: ଅନ୍ୟ ପ୍ରମୁଖ ଶକ୍ତିପୀଠ". ସମାଜ. ୩୦ ସେପ୍ଟେମ୍ବର ୨୦୧୪. Check date values in: |accessdate=, |date= (help); |access-date= requires |url= (help)