ଓଡ଼ିଆ ଚଉତିଶା ଗୁଡ଼ିକର ତାଲିକା

ଓଡ଼ିଆ ସାହିତ୍ୟର ପ୍ରାଥମକି ସ୍ତରରେ ଅନେକ ଚଉତିଶା ରଚନା ହୋଇଛି । ଚଉତିଶାଗୁଡ଼ିକୁ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କ ପ୍ରଭୃତି ପ୍ରସିଦ୍ଧ କବିମାନଙ୍କ ସଙ୍ଗେ ସଙ୍ଗେ ବହୁତ ଅଜଣା ଅଶୁଣା କବିମାନେ ମଧ୍ୟ ରଚନା କରିଯାଇଛନ୍ତି । ଏହା ଓଡ଼ିଆ ଭାଷାରେ ଲିଖିତ ଚଉତିଶା ଶ୍ରେଣୀୟ ରଚନାଗୁଡ଼ିକର ଏକ ସୂଚୀ ।[୧][୨][୩]

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକା ଲେଖକଗଣ - ଔପନ୍ୟାସିକ
ନାଟ୍ୟକାର - କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ - ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର
ଚଉତିଶା କବି ବୃତ୍ତ/ରାଗ ଶତାବ୍ଦୀ ବିଷୟ
ଅନୁଚିନ୍ତା ଚଉତିଶା ଲୋକନାଥ ପଟ୍ଟନାୟକ ୧୮
ଆର୍ତ୍ତତ୍ରାଣ (ଆରତତ୍ରାଣ) ଚଉତିଶା ଦୀନକୃଷ୍ଣ ଦାସ କାମୋଦୀ ୧୭
ବା ଚଉତିଶା ଲୋକନାଥ ଦାସ ୧୮
ବା ଚଉତିଶା କପିଳ ମୁନି ୧୭
ବାଳ ଚଉତିଶା ଆହାରୀ
ଭଲମନ୍ଦ ଚଉତିଶା ନିଧି ରଥ ୧୮
ଭୃଙ୍ଗଦୂତ ଚଉତିଶା ଲୋକନାଥ ଭାଗୀରଥି ୧୮
ବିପ୍ରସିଂହା ଚଉତିଶା ବିପ୍ର ସିଂହ ପଞ୍ଚମ ବରାଡ଼ି
ବୀର ସିଂଘ ଚଉତିଶା ବୀର ସିଂଘ ୧୬
ବିରହୀ ଚଉତିଶା ବଳଦେବ ରଥ ଆଷାଢ଼ଶୁକ୍ଳ ୧୮
ଚନ୍ଦ୍ରମୁଖୀ ଚଉତିଶା ବିଷ୍ଣୁ ଦାସ କାମୋଦୀ ୧୬
ଛନ୍ଦା ଚଉତିଶା ଭଉଁରୀ ଦାସ
ଦୂତୀ ଚଉତିଶା ରସାନନ୍ଦ ୧୮
ଗୋପ ବିଳାସ ଚଉତିଶା ରାହାସ ନୃପ ନନ୍ଦିନୀ ୧୭
ଗୋପଲୀଳା ସପ୍ତରଙ୍ଗ ଚଉତିଶା ଲୋକନାଥ ବିଦ୍ୟାଧର ୧୭
ଗୋପୀଜୀବନ ଚଉତିଶା ଶ୍ରୀକର ପଞ୍ଚମ ବରାଡ଼ି ୧୮
ଜ୍ଞାନ ଚଉତିଶା ଲୋକନାଥ ପଟ୍ଟନାୟକ ୧୮
ଜ୍ଞାନଉଦେ ଚଉତିଶା କହ୍ନାଇ ଖୁଣ୍ଟିଆ ୧୬
ଜ୍ଞାନଉଦେ ଚଉତିଶା ରଘୁ ଅରକ୍ଷିତ
ଜ୍ଞାନଉଦେ ଚଉତିଶା ବଳରାମ ଦାସ
ହଂସଦୂତ ଚଉତିଶା ଶ୍ୟାମଘନ ହରିଚନ୍ଦନ ୧୯
ହଂସଦୂତ ଚଉତିଶା ଶିଶୁ ଯଦୁ ଦାସ ୧୮
ହନୁମାନ ଚଉତିଶା ରାମାନନ୍ଦ ଦାସ ୧୮
ହନୁମାନ ଚଉତିଶା ଶିଶୁ ଶଙ୍କର
ଜଗବନ୍ଧୁ ଓଲଟ ଚଉତିଶା ଜଗବନ୍ଧୁ ୨୦
ଯମକସାର ଚଉତିଶା ଲୋକନାଥ ଦାସ ୧୮
ଯମକରାଜ ଚଉତିଶା ଉପେନ୍ଦ୍ର ଭଞ୍ଜ ୧୭
ଜାନକୀ ବିଚ୍ଛେଦ ଚଉତିଶା ରାମାନନ୍ଦ ଦାସ ୧୮
ଜାନୁଭଗ୍ନ ଚଉତିଶା ଶିଶୁ ଦାସ ୧୮
କଳା କଳେବର ଚଉତିଶା ଭକ୍ତଚରଣ ଦାସ ରାମକେରୀ ୧୮
କମଳଲୋଚନ ଚଉତିଶା ବଳରାମ ଦାସ ନବାକ୍ଷରୀ ୧୫
କଳସା ଚଉତିଶା ବଚ୍ଛା ଦାସ କଳସା ୧୫
କଳିଗମନ ଚଉତିଶା ଉଦ୍ଧବ ଦାସ ୧୬
କାମଦୁହାଁ ଚଉତିଶା ବଳଦେବ ରଥ ପୂରବୀ ୧୮
କାମଦୁଃଖ ଚଉତିଶା ଲଡ଼ୁକେଶ ୧୯
କମଳବଦନୀ ଚଉତିଶା ପତିତପାବନ ୧୮
କମଳ ଗୁରୁମୁଖୀ ଚଉତିଶା ଦିବ୍ୟସିଂହ ଛୋଟରାୟ ୧୮
କରୁଣା ସାଗର ଚଉତିଶା ବିପ୍ର କାଶୀ ଦାସ ୧୮
କରୁଣାକର ଚଉତିଶା
ଖଡ଼ିପଥ ଚଉତିଶା ଦିବାକର ୧୮
କୋକିଳ ଚଉତିଶା କୁଞ୍ଜ ମଙ୍ଗରାଜ ୧୮
କୋଟାଇତ ଚଉତିଶା ବିପ୍ର କାଶୀ ଦାସ ୧୮
କୁନ୍ଦଫୁଲ ଚଉତିଶା ଭଗବାନ ଦାସ ୧୮
ଉଦ୍ଧବ ଚଉତିଶା ଭୂପତି ପଣ୍ଡିତ
ନୀଳଗିରି ଚଉତିଶା ଅଚ୍ୟୁତାନନ୍ଦ ଦାସ
ଭଲମନ୍ଦ ଚଉତିଶା ବଜୁରୀ ଦାସ
କଳାକର ଚଉତିଶା କରୁଣାକର ଦାସ
ଜଗନ୍ନାଥ ତତ୍ତ୍ୱ ଚଉତିଶା ଅଚ୍ୟୁତାନନ୍ଦ ଦାସ
ଶରୀରଭେଦ ଚଉତିଶା ଅଚ୍ୟୁତାନନ୍ଦ ଦାସ
ମିଳନ ଚଉତିଶା ଅର୍ଜ୍ଜୁନ ଦାସ
କେଳି କଳ୍ପଦ୍ରୁମ ଚଉତିଶା ଧନଞ୍ଜୟ ଭଞ୍ଜ
ସପ୍ତରାଗ ଚଉତିଶା କ୍ଷତ୍ରିବର ଭଞ୍ଜ
ଦୀନଜନ ଜଣାଣ ଚଉତିଶା ଅଭିମନ୍ୟୁ ସାମନ୍ତସିଂହାର
କୋକିଳ ଚଉତିଶା ଅଭିମନ୍ୟୁ ସାମନ୍ତସିଂହାର
କମଳାକାନ୍ତ ଚଉତିଶା ଦୀନକୃଷ୍ଣ ଦାସ
ଉଦ୍ଧବ ଚଉତିଶା ଦୀନକୃଷ୍ଣ ଦାସ
ବାନ୍ଧବୀ ଚଉତିଶା ଦୀନକୃଷ୍ଣ ଦାସ
ଶ୍ରୀରାଧିକାସ୍ମରଣ ଚଉତିଶା ଦୀନକୃଷ୍ଣ ଦାସ
ଗୋପୀ ସନ୍ଦେଶ ଚଉତିଶା ଦୀନକୃଷ୍ଣ ଦାସ
ବଉଳ ଚଉତିଶା ଦୀନକୃଷ୍ଣ ଦାସ
ନବଘନ ଚଉତିଶା ଦୀନକୃଷ୍ଣ ଦାସ
ଘନଶ୍ୟାମ ଚଉତିଶା ଦୀନକୃଷ୍ଣ ଦାସ
ଗୁଣ୍ଡିଚା ଭାବନା ଚଉତିଶା ଦୀନକୃଷ୍ଣ ଦାସ
ରାଧାଦର୍ଶନ ଚଉତିଶା ଦୀନକୃଷ୍ଣ ଦାସ
ଦୃଷ୍ଟାନ୍ତ ଚଉତିଶା ଦୀନକୃଷ୍ଣ ଦାସ
ପ୍ରାଣସଖୀ ଚଉତିଶା ଦୀନକୃଷ୍ଣ ଦାସ
ସ୍ନାନୋତ୍ସବ ଚଉତିଶା ଦୀନକୃଷ୍ଣ ଦାସ
ରାଧାକୃଷ୍ଣ ଚଉତିଶା ଦୀନକୃଷ୍ଣ ଦାସ
ମହାବାହୁ ଚଉତିଶା ବଳଦେବ ରଥ
ସଖୀ ଚଉତିଶା ବଳଦେବ ରଥ
ଜାଈଫୁଲ ଚଉତିଶା ଗୋପାଳକୃଷ୍ଣ ପଟ୍ଟନାୟକ
ଜଳଦ ଚଉତିଶା ଗୋପାଳକୃଷ୍ଣ ପଟ୍ଟନାୟକ
ବିଳାପ ଚଉତିଶା ଗୋପାଳକୃଷ୍ଣ ପଟ୍ଟନାୟକ
ଓଳାଶୁଣୀ ଚଉତିଶା ଅରକ୍ଷିତ ଦାସ
ଦୂତୀବୋଧିନୀ ଚଉତିଶା ଅରକ୍ଷିତ ଦାସ
କ୍ଷିତି ମଣ୍ଡଳେ ଚଉତିଶା ଭୀମ ଭୋଇ
କରତାପୁରୁଷ ଚଉତିଶା ଭୀମ ଭୋଇ
କଳିଯୁଗ ହେଉଅଛି ଶେଷ ଭୀମ ଭୋଇ
କାନ୍ଦି ମୁଁ ଜଣାଉଛି ଭୀମ ଭୋଇ
ଜାଈଫୁଲ ଚଉତିଶା ଭୀମ ଭୋଇ
କଳାନିଧି ଚଉତିଶା ସିଂହ ଭ୍ରମରବର ରାୟ
ଉଦ୍ଧବ ଚଉତିଶା ସିଂହ ଭ୍ରମରବର ରାୟ
ହରି ଅର୍ଜ୍ଜୁନ ଚଉତିଶା ଭକ୍ତ ଜୟୀ
କର୍ଣ୍ଣଲୋଚନ ମନ ସ୍ଥିର ଭକ୍ତ ଜୟକୃଷ୍ଣ
କ୍ଷମା ମହିମା ଥାଉଁ ଥାଉଁ ଭକ୍ତ ଜୟକୃଷ୍ଣ
କରୁଣା କୃପାସିନ୍ଧୁ ବାନା ଭକ୍ତ ଜୟକୃଷ୍ଣ
କରୁଣାସାଗର ଅନାଦି ଈଶ୍ୱର ଭକ୍ତ ଜୟକୃଷ୍ଣ
କ୍ଷମା ସାଗର ଶ୍ରୀଗୁରୁ ଭକ୍ତ ଜୟକୃଷ୍ଣ
ଫୁଲବଉଳବେଣୀ ଚଉତିଶା ବୈଷ୍ଣବ ଦାସ
ଭାନୁମତୀ ଚଉତିଶା ନରହରି ବିପ୍ର
ପ୍ରୀତି ଚିନ୍ତାମଣି ଚଉତିଶା ବୈଷ୍ଣବ ଦାସ
କଥାଏ କହୁଛି ମୁହିଁ ଭକ୍ତ ସୁଦର୍ଶନ
କର ଯୋଡ଼ି ଭକତଙ୍କୁ ଭକ୍ତ ନାରଣ
କଳି ଲୋକ ବଡ଼ ଧନ୍ୟ ଭକ୍ତ ନାରଣ
କଳିଯୁଗେ ରବିତଳେ ଭକ୍ତ ମଧୁକର
କହୁଛିରେ ମୂର୍ଖ ବାଇ ଭକ୍ତ ପ୍ରେମାନନ୍ଦ
ଶରୀରଭେଦ ଚଉତିଶା ବଲ୍ଲଭ ଦାସ
ସଜନୀ ଚଉତିଶା କାଶୀନାଥ କର
ଚିଟାଉ ଚଉତିଶା ଲକ୍ଷ୍ମୀନାରାୟଣ
ପହଳୀ ଚଉତିଶା ଦନେଇ ଦାସ
ବାଲୁଙ୍କେଶ୍ୱର ଜଣାଣ ଚଉତିଶା କୃତ୍ତିବାସ
ଅଲେଖ ଚଉତିଶା ଭକ୍ତ ସୁଦର୍ଶନ
ଜୀବନ ଚଉତିଶା ସୁଦର୍ଶନ ପଟ୍ଟନାୟକ
ମରୁଆଫୁଲ ଚଉତିଶା ଦ୍ୱାରକା ଦାସ
ବଉଳ ଚଉତିଶା ବଂଶୀଧର ଦାସ
ରାଧାବିରହ ଚଉତିଶା ପାର୍ବତୀ ବୈଷ୍ଣବୀ
ରାଧାକୃଷ୍ଣ ମିଳନ ଚଉତିଶା ସୁଦର୍ଶନ ପଟ୍ଟନାୟକ
ଭେଟି ଚଉତିଶା ଦୟାମାଧବ
ଫୁଲତୋଳା ଚଉତିଶା ଜଗନ୍ନାଥ ଦାସ
ଯଶୋଦା ଶୋକ ଚଉତିଶା ହରିମାତା
ମନ୍ଦୋଦରୀ ଶୋକ ଚଉତିଶା ପ୍ରହଲ୍ଲାଦ ଶବର
ମାନିନୀ ଚଉତିଶା କୃଷ୍ଣ ଦାସ
ଅଭିନ୍ନା ଚଉତିଶା ଦାଶରଥି ଦାସ
ନୀଳଗିରି ଚଉତିଶା ଜଗନ୍ନାଥ
ଚାଟୁତରଙ୍ଗ ଚଉତିଶା
ମାଲ୍ୟବନ୍ତ ଚଉତିଶା
ସଙ୍ଗିନୀ ଚଉତିଶା
ରସାଳ ଚଉତିଶା
ଷଟ୍ ସାଗର ଚଉତିଶା
ଶଶିମୁଖୀ ଚଉତିଶା
ଭ୍ରମରବର ଚଉତିଶା
ପଣ୍ଡିତବୋଧ ଚଉତିଶା
ବଡ଼ ଉଦ୍ଧବ ଚଉତିଶା
ଗୁରୁମଣ୍ଡନ ଚଉତିଶା
ଦିଶମେଘ ଚଉତିଶା
ପୂରବୀ ଚଉତିଶା
ମାନିନୀ ଚଉତିଶା
ଅନୁରାଗ ରତ୍ନାକର ଚଉତିଶା
ଶ୍ରୀ ରାଧାବିରହ ଚଉତିଶା
କଳିଗମନ ଚଉତିଶା
ଚୋଖୀ ଚଉତିଶା
କରୁଣାସାଗର ଚଉତିଶା
ଜଗବନ୍ଧୁ ଚଉତିଶା
ରସକଳା ଚଉତିଶା
ଜଗବନ୍ଧୁ ଚଉତିଶା

ଶ୍ରୀକୃଷ୍ଣଙ୍କ ଜଣାଣ ଚଉତିଶା ଜଗନ୍ନାଥ ପଧାନ ୨୦୨୦

ଆଧାର ସମ୍ପାଦନା

  1. ଚଉତିଶା ସନୟନ (ପ୍ରଥମ ଓ ଦ୍ୱିତୀୟ ଭାଗ), ରାଜ୍ୟ ସାଂସ୍କୃତିକ ବ୍ୟାପାର ନିର୍ଦ୍ଦେଶାଳୟ, ଭୁବନେଶ୍ୱର ।
  2. ଚଉତିଶା ମଧୁଚକ୍ର, ପ୍ରାଚୀ ସମିତି ।
  3. ଓଡ଼ିଆ ଚଉତିଶା ସମଗ୍ର, ସୁରେନ୍ଦ୍ରନାଥ ପାଣିଗ୍ରାହୀ । ସତ୍ୟନାରାୟଣ ବୁକଷ୍ଟୋର, ବିନୋଦ ବିହାରୀ, କଟକ - ୨୦୧୭ ।