ଓକ୍ରେଲିଜୁମାବ

ଏକ ଔଷଧ ଯାହା ମଲ୍ଟିପ୍ଲ ସ୍କ୍ଲେରୋସିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଓକ୍ରେଲିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetCD20
Clinical data
Trade namesOcrevus
AHFS/Drugs.commonograph
MedlinePlusa617026
data
Pregnancy
category
Routes of
administration
Intravenous infusion
Legal status
Legal status
  • UK: POM (Prescription only) [୨]
  • US: ℞-only
  • EU: Rx-only
  • ℞ (Prescription only)
Chemical and physical data
FormulaC6494H9978N1718O2014S46
Molar mass୧,୪୫,୮୧୮.୦୩ g·mol−1
  (verify)

ଓକ୍ରେଲିଜୁମାବ, ଏକ ବେପାର ନାମ ଓକ୍ରେଭସ, ଏକ ଔଷଧ ଯାହା ମଲ୍ଟିପ୍ଲ ସ୍କ୍ଲେରୋସିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ନିର୍ଦ୍ଦିଷ୍ଟ ଭାବରେ ଏହା ପୁନଃ ପ୍ରକାଶିତ ଓକ୍ରେଲିଜୁମାବ (MS/ RMS) ଏବଂ ପ୍ରାଥମିକ ପ୍ରଗତିଶୀଳ ଓକ୍ରେଲିଜୁମାବ (MS/ PPMS) ପାଇଁ ବ୍ୟବହୃତ ହୁଏ ।[୪] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଗଲୁ, ନିଶ୍ୱାସ ନେବାରେ ଅସୁବିଧା ଏବଂ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୫] ଏହା ଏକ ମୋନୋକ୍ଲୋନାଲ୍ ଆଣ୍ଟିବଡି ଯାହା ବି ଲିମ୍ଫୋସାଇଟ୍ ଉପରେ ଥିବା ସିଡି୨୦ (CD20) ସହିତ ସଞ୍ଜୁକ୍ତ ହୋଇ ସେମାନଙ୍କ କାର୍ଯ୍ୟକଳାପକୁ ହ୍ରାସ କରିଥାଏ ।[୪]

୨୦୧୭ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ବ୍ୟବହାର ପାଇଁ ଓକ୍ରେଲିଜୁମାବ ଅନୁମୋଦିତ ହୋଇଥିଲା ।[୩][୪] ଯୁକ୍ତରାଷ୍ଟ୍ରରେ ୩୦୦ ମିଗ୍ରାର ଏହି ରାଶିର ମୂଲ୍ୟ ପ୍ରାୟ ୧୮,୦୦୦ ଡଲାର ଥିଲା ।[୬] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ୪୮୦୦ ପାଉଣ୍ଡ ଥିଲା ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ "Ocrelizumab (Ocrevus) Use During Pregnancy". Drugs.com. 13 August 2019. Archived from the original on 28 March 2020. Retrieved 28 March 2020.
  2. "Ocrevus 300 mg concentrate for solution for infusion - Summary of Product Characteristics (SmPC)". (emc). 30 December 2019. Archived from the original on 28 March 2020. Retrieved 28 March 2020.
  3. ୩.୦ ୩.୧ ୩.୨ "Ocrelizumab Monograph for Professionals". Drugs.com (in ଇଂରାଜୀ). Archived from the original on 17 March 2021. Retrieved 6 November 2021.
  4. ୪.୦ ୪.୧ ୪.୨ ୪.୩ ୪.୪ "Ocrevus EPAR". European Medicines Agency (EMA). Archived from the original on 27 March 2020. Retrieved 25 April 2020.
  5. "Ocrelizumab (Ocrevus) Use During Pregnancy". Drugs.com (in ଇଂରାଜୀ). Archived from the original on 28 March 2020. Retrieved 6 November 2021.
  6. "Ocrevus Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 5 March 2021. Retrieved 6 November 2021.
  7. BNF 81: March-September 2021. BMJ Group and the Pharmaceutical Press. 2021. p. 906. ISBN 978-0857114105.