ଏ ଦିଲ୍ ତତେ ଦେଲି
୨୦୧୯ ମସିହାର ଓଡ଼ିଆ କଥାଚିତ୍ର
ଏ ଦିଲ୍ ତତେ ଦେଲି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଖିଳେଶ ବର୍ମା ।[୨] ନିଲୁ ବକ୍ସ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩]
ଏ ଦିଲ୍ ତତେ ଦେଲି | |
---|---|
ନିର୍ଦ୍ଦେଶକ | ନିଲୁ ବକ୍ସ |
ପ୍ରଯୋଜକ | ଅଖିଳେଶ ବର୍ମା |
ସଂଳାପ | ନିଲୁ ବକ୍ସ |
ଚିତ୍ରନାଟ୍ୟ | ନିଲୁ ବକ୍ସ |
କାହାଣୀ | ନିଲୁ ବକ୍ସ |
କଳାକାର | ବିଭାସ ରିୟାନ ଶୁକ୍ଳା ମନିଷା ମିଶ୍ର ନିଲୁ ବକ୍ସ |
ସଙ୍ଗୀତ | ମହମ୍ମଦ ମୁସୀର |
ଚିତ୍ରଗ୍ରହଣ | ଅକ୍ଷୟ ନାୟକ |
ମୁକ୍ତିଲାଭ ତାରିଖ | ୪ ଜାନୁଆରୀ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଭାସ ଓ ରିୟାନା ଶୁକ୍ଳା ।[୩] ମନୀଷା ମିଶ୍ର, ନିଲୁ ବକ୍ସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୧୭ ମାର୍ଚ୍ଚ ୨୦୨୩ରେ ଓଡ଼ିଆ ଓଟିଟି କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର । ଗୀତିକାର ମାନସ ସାହୁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ପ୍ରଥମ ମାସରେ ରିଲିଜ୍ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.
{{cite news}}
: CS1 maint: unrecognized language (link) - ↑ "Odia film 'E Dil Tate Deli' to release in December". Kalinga TV. 29 November 2018. Retrieved 10 January 2019.
- ↑ ୩.୦ ୩.୧ ୩.୨ "ଦିଲା ଦେଲେ ରିୟାନା". ସମାଜ (ରବିବାର) (in Odia). Bhubaneswar. 6 January 2019. p. 8. Archived from the original on 10 January 2019. Retrieved 10 January 2019.
{{cite news}}
: CS1 maint: unrecognized language (link) - ↑ "ଟୁ-ଜିରେ ବ୍ୟସ୍ତ ଶିବାନୀ". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.
- ↑ "ବଡ଼ ବ୍ରେକ୍କୁ ଅପେକ୍ଷା". ଧରିତ୍ରୀ (in ଓଡ଼ିଆ url-status=live). No. ଭୁବନେଶ୍ୱର. 2 March 2023. Archived from the original on 20 March 2023. Retrieved 20 March 2023.
{{cite news}}
: Missing pipe in:|language=
(help)CS1 maint: unrecognized language (link) - ↑ "ରିୟାନାଙ୍କ ଆଶା". ସମାଜ. 13 May 2017. Retrieved 19 May 2018.[permanent dead link]
- ↑ "ଏଞ୍ଜଲାଙ୍କ ଚମକ". ସମାଜ ରବିବାର. 24 June 2018. Retrieved 27 June 2018.[permanent dead link]
- ↑ "ରିୟାନାଙ୍କ ଚମକ". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.
{{cite news}}
: CS1 maint: unrecognized language (link)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଏ ଦିଲ୍ ତତେ ଦେଲି