ଏଷ୍ଟାଜୋଲାମ

ଏହା ଏକ ଔଷଧ ଯାହା ନିଦ୍ରାହୀନତା ପାଇଁ ବ୍ୟବ‌ହୃତ ହୁଏ । ଶୋଇବା ପୂର୍ବରୁ ଏହା ପାଟିରେ ଦିଆଯାଏ ।

ଏଷ୍ଟାଜୋଲାମ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପ୍ରୋସମ, ହେଉଛି ଏକ ଔଷଧ ଯାହା ନିଦ୍ରାହୀନତା ପାଇଁ ବ୍ୟବ‌ହୃତ ହୁଏ ।[୫] ଶୋଇବା ପୂର୍ବରୁ ଏହା ପାଟିରେ ଦିଆଯାଏ ।[୫] ଔଷଧର ପ୍ରଭାବ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ୮ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[୩] [୪] ଏହାକୁ କେବଳ ସ୍ୱଳ୍ପ ମିଆଦି ପାଇଁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ।[୪]

ଏଷ୍ଟାଜୋଲାମ
Clinical data
Trade namesProSom, Eurodin, Nuctalon, others
SynonymsDesmethylalprazolam
AHFS/Drugs.commonograph
MedlinePlusa691003
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Bioavailability93%
MetabolismLiver
Onset of action30 min[୩]
Elimination half-life10–24 hours
Duration of actionUp to 8 hr[୪]
ExcretionKidney
Identifiers
  • 8-chloro-6-phenyl-4H-[1,2,4]triazolo[4,3-a][1,4]benzodiazepine
ECHA InfoCard100.045.424 Edit this at Wikidata
Chemical and physical data
FormulaC16H11ClN4
Molar mass୨୯୪.୭୪ g·mol−1
3D model (JSmol)
  • ClC1=CC2=C(C=C1)N3C=NN=C3CN=C2C4=CC=CC=C4
  • InChI=1S/C16H11ClN4/c17-12-6-7-14-13(8-12)16(11-4-2-1-3-5-11)18-9-15-20-19-10-21(14)15/h1-8,10H,9H2 checkY
  • Key:CDCHDCWJMGXXRH-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଦିନରେ ନିଦ୍ରା ଆସିବା, ଏବଂ ଶରୀରର ସମନ୍ୱୟ ଅଭାବ ଦେଖାଯାଏ ।[୫] [୬] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆକ୍ରୋଶ, ଆନାଫିଲାକ୍‌ସିସ, ଶ୍ୱାସକ୍ରିୟା ଅବସାଦ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଏକ ବେଞ୍ଜୋଡାଏଜେପିନ ଶ୍ରେଣୀର ଔଷଧ ଏବଂ ଜିଏବିଏକୁ (GABA)କୁ ପ୍ରଭାବିତ କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୫]

୧୯୬୮ ମସିହାରେ ଏଷ୍ଟାଜୋଲାମ ପେଟେଣ୍ଟ ହୋଇଥିଲା ଏବଂ ୧୯୭୫ ମସିହାରେ ଡାକ୍ତରୀ କ୍ଷେତ୍ରରେ ବ୍ୟବହାରରେ ଆସିଥିଲା ।[୭] ଯୁକ୍ତରାଜ୍ୟରେ ଏହା ଏ ପର୍ଯ୍ୟନ୍ତ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇନି ।[୮] ଯୁକ୍ତରାଷ୍ଟ୍ରରେ ୨୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୮ ଡଲାର ଥିଲା ।[୯] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ ୪ ନିୟନ୍ତ୍ରିତ ପଦାର୍ଥ ଅଟେ ଯାହାର ଅପବ୍ୟବହାରର ସଙ୍କଟ ଅଛି ।[୫]

ଆଧାର ସମ୍ପାଦନା

  1. "Estazolam (Prosom) Use During Pregnancy". Drugs.com. 18 September 2020. Archived from the original on 3 December 2020. Retrieved 25 October 2020.
  2. "Estazolam tablet". DailyMed. 30 September 2020. Archived from the original on 29 October 2020. Retrieved 25 October 2020.
  3. ୩.୦ ୩.୧ Cacho, Valerie; Lum, Esther (2 June 2021). Integrative Sleep Medicine (in ଇଂରାଜୀ). Oxford University Press. p. 376. ISBN 978-0-19-088542-7. Archived from the original on 11 January 2022. Retrieved 16 December 2021.
  4. ୪.୦ ୪.୧ ୪.୨ Learning, Jones & Bartlett (11 November 2019). 2020 Nurse's Drug Handbook (in ଇଂରାଜୀ). Jones & Bartlett Learning. p. 438. ISBN 978-1-284-16790-0. Archived from the original on 11 January 2022. Retrieved 16 December 2021.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Estazolam Monograph for Professionals". Drugs.com (in ଇଂରାଜୀ). Archived from the original on 22 November 2021. Retrieved 16 December 2021.
  6. "Estazolam". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 16 December 2021.
  7. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 538. ISBN 9783527607495. Archived from the original on 2021-11-01. Retrieved 2021-09-30.
  8. Encyclopedia of Analytical Science (in ଇଂରାଜୀ). Elsevier. 2 April 2019. p. 257. ISBN 978-0-08-101984-9. Archived from the original on 11 January 2022. Retrieved 16 December 2021. In the United Kingdom, Etizolam, licensed only for use in India, Italy, and Japan and appearing in both diverted, but predominantly illicitly manufactured tablets has become one of the most commonly seized benzodiazepines
  9. "Estazolam Prices, Coupons & Savings Tips - GoodRx". GoodRx. Archived from the original on 9 November 2016. Retrieved 16 December 2021.