ଆଲାହାବାଦ ଉଚ୍ଚ ନ୍ୟାୟାଳୟ

ଉତ୍ତରପ୍ରଦେଶ ର ଉଚ୍ଚ ନ୍ୟାୟାଳୟ
(ଏଲାହାବାଦ ହାଇ କୋର୍ଟରୁ ଲେଉଟି ଆସିଛି)

ଛାଞ୍ଚ:Sources

Allahabad High Court
High Court Building
ସ୍ଥାପିତ1866 (in Agra)
1869 (in Allahabad)
ବିସ୍ତାରIndia
ସ୍ଥାନAllahabad, U.P. (Principal Seat)
Lucknow (circuit bench)
ଭୌଗଳିକ ଦିଗବାରେଣି25°27′11″N 81°49′14″E / 25.45306°N 81.82056°E / 25.45306; 81.82056
ସଂରଚନାPresidential with confirmation of Chief Justice of India and Governor of respective state.
ଅଧିକାର ପ୍ରାପ୍ତConstitution of India
Decisions are appealed t oSupreme Court of India
ବିଚାରପତି କାର୍ଯ୍ୟକାଳmandatory retirement by age of 62
ସଦସ୍ଯତା ସଂଖ୍ଯା160
Websitewww.allahabadhighcourt.in
Chief Justice
ବର୍ତ୍ତମାନHon'ble Justice Dilip Babasaheb Bhosale
ନିଯୁକ୍ତି ଦିନJuly 2016

ଏଲାହାବାଦ ହାଇ କୋର୍ଟ ବା ଏଲାହାବାଦ ଉଚ୍ଚ ନ୍ୟାୟାଳୟ ଏକ ରାଜ୍ୟ ସ୍ତରୀୟ ସର୍ବୋଚ୍ଚ ନ୍ୟାୟିକ ଅନୁଷ୍ଠାନ । ଏହା ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶର ଐତିହାସିକ ସହର ଏଲାହାବାଦଠାରେ ୧୭ ମାର୍ଚ ୧୮୬୬ ମସିହାରୁ ସ୍ଥାପିତ ହୋଇଛି । ଏହା ଭାରତର ଚତୁର୍ଥ ଉଚ୍ଚ ନ୍ୟାୟାଳୟ । 

ଇତିହାସ  ସମ୍ପାଦନା

ଉତ୍ତର ପଶ୍ଚିମ ପ୍ରଭିନ୍ସ ରୂପେ ଏଲାହାବାଦ ମାନ୍ୟତା ପାଇବା ପରେ ୧୮୩୪ ମସିହାରେ ଏଠାରେ ବ୍ରିଟିଶମାନଙ୍କଦ୍ୱାରା ହାଇକୋର୍ଟ ସ୍ଥାପନ ହେଲା । ମାତ୍ର ଏହା ବର୍ଷକ ପରେ ଆଗ୍ରାକୁ ଉଠାଇ ନିଆ ଯାଇଥିଲା । ୧୮୬୮ ମସିହାରେ ଏହା ପୁନର୍ବାର ଏଲାହାବାଦକୁ ସ୍ଥାନାନ୍ତର ହୋଇ ସ୍ଥାୟୀ ଭାବରେ ରହିଲା । ପୂର୍ବତନ ହାଇ କୋର୍ଟ ଅସ୍ଥାୟୀ ଭାବରେ ଏଲାହାବାଦ ବିଶ୍ୱବିଦ୍ୟାଳୟର କେମ୍ପସ ଭିତରେ  ଥିଲା । 

ପ୍ରଥମେ ଭାରତୀୟ ହାଇ କୋର୍ଟ ଆକ୍ଟ ୧୮୬୧ ଅନୁସାରେ ଏହା ପ୍ରଥମେ ଉତ୍ତର-ପଶ୍ଚିମ ପ୍ରଭିନ୍ସ ପାଇଁ ଆଗ୍ରାରେ ରହି ଏଲାହାବାଦକୁ ଆସିଥିଲା । ସାର ୱାଲ୍ଟର ମର୍ଗାନ ଓ ସିମ୍ପସନ ଏହାର ପ୍ରଥମ ମୁଖ୍ୟ ନ୍ୟାୟାଧୀଶ ଓ ରେଜିଷ୍ଟ୍ରାର ରହିଥିଲେ । 

୨୦୦୦ ମସିହାରେ ଉତ୍ତର ପ୍ରଦେଶ ଭାଗ ହେଇ ଉତ୍ତରାଞ୍ଚଳ ରାଜ୍ୟ ଗଠନ ହେଲା ପରେ ଏହା ପାଇଁ ଭିନ୍ନ ହାଇ କୋର୍ଟ ଆଗ୍ରା ସହରରେ ସ୍ଥାପିତ ହେଲା । 

ମୁଖ୍ୟ କୋର୍ଟ ଓ ସଖା ସମୂହ  ସମ୍ପାଦନା

ଏହାର ମୁଖ୍ୟ ଦପ୍ତର ଓ କୋର୍ଟ ଇଲାହାବାଦଠାରେ ଥିବା ବେଳେ, ଲକ୍ଷ୍ନୌଠାରେ ଏହାର ସ୍ଥାୟୀ ଶାଖା ବେଞ୍ଚ ରହିଛି । ଏହି ହାଇ କୋର୍ଟର ସମୁଦାୟ ବିଚାରପତିଙ୍କ ସର୍ବୋଚ୍ଚ ସଂଖ୍ୟା ୧୬୦, ଯାହା ଭାରତତର ସବୁ ହାଇ କୋର୍ଟଠାରୁ ଅଧିକ । 

ମୁଖ୍ୟ ନ୍ୟାୟାଧୀଶ  ସମ୍ପାଦନା

ଦିଲୀପ ବାବାସାହେବ ଭୋସଲେ ଏହାର ମୁଖ୍ୟ ନ୍ୟାୟାଧୀଶ ଥିଲେ ।  [୧][୨]

ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ମାନଙ୍କ ତାଲିକା  ସମ୍ପାଦନା

# Chief Justice Term
1 Walter Morgan 1866–1871
2 Robert Stuart 1871–1884
3 William Comer Petheram 1884–1886
4 John Edge 1886–1898
5 Louis Addin Kershaw 1898
6 Arthur Strachey 1898–1901
7 John Stanley 1901–1911
8 Henry Richards 1911–1919
9 Edward Grimwood Mears 1919–1932
10 Shah Muhammad Sulaiman 1932–1937
11 John Gibb Thom 1937–1941
12 Iqbal Ahmad 1941–1946
13 Kamala Kanta Verma 1946–1947
14 Bidhu Bhushan Malik 1947–1955
15 O.H. Mootham 1955–1961
16 Manulal Chunilal Desai 1961–1966
17 Vashishtha Bhargava 25 February 1966 – 7 August 1966
18 Nasirullah Beg 1966–1967
19 Vidyadhar Govind Oak 1967–1971
20 Shashi Kanta Verma 1971–1973
21 Dhatri Saran Mathur 1973–1974
22 Kunwar Bahadur Asthana 1974–1977
23 D. M. Chandrashekhar 1977–1978
24 Satish Chandra 1978–1983
25 Mahesh Narain Shukla 1983–1985
26 Hriday Nath Seth 1986
27 Kalmanje Jagannatha Shetty 1986–1987
28 Dwarka Nath Jha 1987
29 Amitav Banerji 1987–1988
30 Brahma Nath Katju 1988–1989
31 B. P. Jeevan Reddy 1990–1991
32 M. K. Mukherjee 1991–1993
33 S. S. Sodhi 1994–1995
34 A. Lakshman Rao 1995–1996
35 D. P. Mohapatra 1996–1998
36 N. K. Mitra 1999–2000
37 Shyamal Kumar Sen 8 May 2000 – 24 November 2002
38 Tarun Chatterjee 31 January 2003 – 26 August 2004
39 Ajoy Nath Ray 11 January 2005 – 26 January 2007
40 Hemant Laxman Gokhale 7 March 2007 – 8 March 2009
41 Chandramauli Kumar Prasad 20 March 2009 – 7 February 2010
42 Ferdino Rebello 26 June 2010 – 30 July 2011
43 Syed Rafat Alam 4 August 2011 – 8 August 2012
44 Shiva Kirti Singh 17 October 2012 – 18 September 2013
45 Dhananjaya Y. Chandrachud 31 October 2013 – 12 May 2016
46 Dilip Babasaheb Bhosale [୩][୪] 30 July 2016- 23 October 2018
47 ଗୋବିନ୍ଦ ମାଥୁର 14 November 2018 – continuing

ରିପୋର୍ଟ ଓ ଉଲ୍ଲେଖ  ସମ୍ପାଦନା

ଇଲାହାବାଦ ଲ ଟାଇମସ , ଇଲାହାବାଦ ଲ ଜର୍ନାଲ ଏହି କୋର୍ଟର ମୁଖ୍ୟ ନିର୍ଣୟ ସମୂହ ଓ ମୁଖ୍ୟ ମକଦମା ସମୂହକୁ ରିପୋର୍ଟ ଆକାରରେ ପ୍ରକାଶ କରିଥାନ୍ତି ଯାହା ଅନନ୍ୟ ନ୍ୟାୟଳୟ ମାନଙ୍କ ପାଇଁ ମାର୍ଗଦର୍ଶକ ହେଇଥାଏ । ଦେଶର ଅନେକ ମୁଖ୍ୟ ମକଦମା ଏହି ନ୍ୟାୟଳୟରେ ଫଇସଲା ହୋଇଛି । 

ଟୀକା  ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 28 ଅକ୍ଟୋବର 2016. Retrieved 13 ନଭେମ୍ବର 2016. {{cite web}}: Cite has empty unknown parameter: |1= (help)
  2. http://www.business-standard.com/article/pti-stories/db-bhosale-takes-over-as-chief-justice-of-allahabad-hc-116073000575_1.html
  3. http://www.patrika.com/news/allahabad/dilip-babasaheb-bhosale-appointed-chief-justice-of-allahabad-high-court-1358806/
  4. http://www.business-standard.com/article/pti-stories/db-bhosale-takes-over-as-chief-justice-of-allahabad-hc-116073000575_1.html

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା