ଏର୍ଟାପେନେମ

ଏହା ଏକ ଔଷଧ ଅଟେ ଯାହା ଉଦର ସଂକ୍ରମଣ, ନିମୋନିଆ, ଉର୍ଦ୍ଧ୍ୱ ମହିଳା ପ୍ରଜନନ ପ୍ରଣାଳୀ, ମୂତ୍ରାଙ୍ଗ ପ୍ରଣାଳୀ, ଓ ମଧୁ

ଏର୍ଟାପେନେମ, ଏକ ବିକ୍ରୟ ନାମ ଇନଭାଞ୍ଜ, ଏକ ଔଷଧ ଅଟେ ଯାହା ଉଦର ସଂକ୍ରମଣ, ନିମୋନିଆ, ଉର୍ଦ୍ଧ୍ୱ ମହିଳା ପ୍ରଜନନ ପ୍ରଣାଳୀ, ମୂତ୍ରାଙ୍ଗ ପ୍ରଣାଳୀ, ଓ ମଧୁମେହ ପାଦ ସଂକ୍ରମଣରେ ଦିଆଯାଏ ।[୬][୭] ଏହା ମାଂସପେଶୀ ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।

ଏର୍ଟାପେନେମ
Clinical data
Trade namesInvanz, others
AHFS/Drugs.commonograph
MedlinePlusa614001
data
Pregnancy
category
Routes of
administration
Intramuscular, intravenous
Legal status
Legal status
Pharmacokinetic data
Bioavailability90% (intramuscular)
Protein bindingInversely proportional to concentration; 85 to 95%
MetabolismHydrolysis of beta-lactam ring, CYP not involved
Elimination half-life4 hours
ExcretionKidney (80%) and fecal (10%)
Identifiers
  • (4R,5S,6S)-3-[(3S,5S)-5-[(3-carboxyphenyl)carbamoyl]pyrrolidin-3-yl]sulfanyl-6-(1-hydroxyethyl)-4-methyl-7-oxo-1-azabicyclo[3.2.0]hept-2-ene-2-carboxylic acid
Chemical and physical data
FormulaC22H25N3O7S
Molar mass୪୭୫.୫୨ g·mol−1
3D model (JSmol)
  • O=C(O)c1cc(ccc1)NC(=O)[C@H]4NC[C@@H](S\C3=C(\N2C(=O)[C@H]([C@H](O)C)[C@H]2[C@H]3C)C(=O)O)C4
  • InChI=1S/C22H25N3O7S/c1-9-16-15(10(2)26)20(28)25(16)17(22(31)32)18(9)33-13-7-14(23-8-13)19(27)24-12-5-3-4-11(6-12)21(29)30/h3-6,9-10,13-16,23,26H,7-8H2,1-2H3,(H,24,27)(H,29,30)(H,31,32)/t9-,10-,13+,14+,15-,16-/m1/s1 checkY
  • Key:JUZNIMUFDBIJCM-ANEDZVCMSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ମୁଣ୍ଡବିନ୍ଧା, ରାସ, ଏବଂ ପ୍ରସବ ସ୍ଥଳରେ ଯନ୍ତ୍ରଣା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲୋଷ୍ଟ୍ରିଡିୟମ୍ ଡିଫିସିଲ-ଆସୋସିଏଟେଡ୍ କୋଲାଇଟିସ୍, ବାତ ଏବଂ ଆନାଫାଇଲାକ୍‌ସିସ ସହିତ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୬] ଗର୍ଭଧାରଣ ସମୟରେ ଏବଂ ସ୍ତନ୍ୟପାନ କରାଇବା ନିରାପଦ ମନେହୁଏ, କିନ୍ତୁ ଭଲ ଅଧ୍ୟୟନ କରାଯାଇ ନାହିଁ ।[୮] ଏହା କାର୍ବାପେନେମ ପରିବାରର ଏକ ଔଷଧ ଯାହା ଯୋଗୁ ସାଧାରଣତଃ ଜୀବାଣୁଙ୍କର ମୃତ୍ୟୁ ହୋଇଥାଏ ।[୬]

୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏର୍ଟାପେନେମ ଅନୁମୋଦିତ ହୋଇଥିଲା ।[୬] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ। [୭] ଯୁକ୍ତରାଜ୍ୟରେ ଏକ ମାତ୍ରା ଔଷଧ ମୂଲ୍ୟ ପ୍ରାୟ ୩୨ ପାଉଣ୍ଡ ଖର୍ଚ୍ଚ ହୁଏ ।[୭] ଯୁକ୍ତରାଷ୍ଟ୍ରରେ 2021 ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୩୪ ଡଲାର ଅଟେ ।[୯]

ଆଧାର ସମ୍ପାଦନା

  1. ୧.୦ ୧.୧ "Ertapenem (Invanz) Use During Pregnancy". Drugs.com. 24 January 2020. Archived from the original on 24 September 2020. Retrieved 29 July 2020.
  2. "Summary for ARTG Entry:81449 Invanz ertapenem (as sodium) 1g powder for injection vial" (PDF). Retrieved 29 July 2020.[permanent dead link]
  3. ୩.୦ ୩.୧ ୩.୨ "Invanz EPAR". European Medicines Agency (EMA). Archived from the original on 12 November 2020. Retrieved 29 July 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  4. "Invanz 1g powder for concentrate for solution for infusion - Summary of Product Characteristics (SmPC)". (emc). Archived from the original on 20 September 2020. Retrieved 29 July 2020.
  5. "Invanz- ertapenem sodium injection, powder, lyophilized, for solution". DailyMed. 13 February 2020. Archived from the original on 24 February 2021. Retrieved 29 July 2020.
  6. ୬.୦ ୬.୧ ୬.୨ ୬.୩ "Ertapenem Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 23 July 2021.
  7. ୭.୦ ୭.୧ ୭.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 548. ISBN 978-0-85711-369-6.{{cite book}}: CS1 maint: date format (link)
  8. "Ertapenem (Invanz) Use During Pregnancy". Drugs.com (in ଇଂରାଜୀ). Archived from the original on 24 September 2020. Retrieved 23 July 2021.
  9. "Ertapenem Prices and Ertapenem Coupons - GoodRx". GoodRx. Archived from the original on 3 May 2016. Retrieved 23 July 2021.