NAS ଶିବପୁର  (IATA: IN 0053ICAO: VODX)ଭାରତୀୟ ନୌସେନା ବାହିନୀର ଏକ ଏୟାର ଷ୍ଟେସନ । ଏହା ଆଣ୍ଡାମନ ନିକୋବର ଦ୍ବୀପପୁଞ୍ଜର ଏକ ଗ୍ରାମ ଶିବପୁରଠାରେ ଅବସ୍ଥିତ । ଏହା ଭାରତୀୟ ସାମରିକ ବାହିନୀ ଓ ଆଣ୍ଡାମାନ ନିକୋବର କମାଣ୍ଡର ମିଳିତ ସହଯୋଗରେ ପରିଚାଳିତ । [୩][୪]

NAS ଶିବପୁର
IATA: IN-0053ICAO: VODX
ସାରକଥା
ବିମାନ ବନ୍ଦର ପ୍ରକାର Naval Air Station
ପରିଚାଳକ Indian Navy
ଅବସ୍ଥାନ Shibpur, Diglipur, Andaman & Nicobar Islands
ଦିଗବାରେଣି 13°14′0″N 93°3′0″E / 13.23333°N 93.05000°E / 13.23333; 93.05000
ରନବେ
ଦିଗ ଲମ୍ବ ଭୂମି
m ft
1000
[୧][୨]

ଇତିହାସ ସମ୍ପାଦନ କରନ୍ତୁ

NAS  ଶିବପୁର 2001 ମସିହାରେରେ ଏକ ଅଗ୍ରଣୀ ଅଞ୍ଚଳ ଏୟାର ବେସ ଭାବରେ ଉତ୍ତର ଆଣ୍ଡାମାନ ଅଞ୍ଚଳରେ ସାମରିକ ନିରୀକ୍ଷଣ କାର୍ଯ୍ୟ ନିମନ୍ତେ ପ୍ରତିଷ୍ଠିତ ହେଇଥିଲା । ଏଠାରେ ଭାରତୀୟ ନୌସେନା ବାହିନୀ ଓ ଭାରତୀୟ ତଟ ସୁରକ୍ଷ୍ୟା ବାହିନୀର ଦର୍ନିଆର Do 228 ଶ୍ରେଣୀ ହେଲିକେପ୍ଟର ଓ ଚେତକ ହେଲିକେପ୍ଟର ପାର୍ଟି ସପ୍ତାହରେ ଥରେ ଅବତରଣ କରି ନିରୀକ୍ଷ୍ୟା କାର୍ଯ୍ୟ ସମ୍ପାଦନ କରୁଥିଲା  । ତେବେ 2009 ମସିହାରୁ ସରକାର ଏହାକୁ ଏକ ସମ୍ପୂର୍ଣ ଏୟାର ଷ୍ଟେସନ ଭାବରେ ସ୍ବୀକୃତି ପ୍ରଦାନ କରିଥିଲେ । ଏହାର ରାନୱେକୁ ଶେଠୀ ପାଇଁ 12,000 ଫୁଟ ଦୈର୍ଘ୍ୟ ବିଶିଷ୍ଟ କରଯାଇଥିଲା ଓ ରାତ୍ର ଅବତ୍ତରଣ ପାଇଁ ବ୍ୟବସ୍ଥା କରାଗଲା ।  .[୫]

ଏଠାରୁ ମଳୟସିଆ ବିମାନ ଦୁର୍ଘଟଣାରେ ହଜି ଯାଇଥିବା ବିମାନକୁ ଖୋଜିବା କାର୍ଯ୍ୟରେ ଦର୍ନିଆର Do228 ହେଲିକେପଟରକୁ ମଧ୍ୟ ମୁତୟନ କରାଯାଇଥିଲା । .[୬]

ଆଧାର ସମୂହ ସମ୍ପାଦନ କରନ୍ତୁ