ଭାରତୀୟ ନୌସେନା
(Indian Navyରୁ ଲେଉଟି ଆସିଛି)
ଭାରତୀୟ ନୌସେନା (Devanāgarī: भारतीय नौ सेना, Bhāratīya Nau Senā) ହେଉଛି ଭାରତୀୟ ସଶସ୍ତ୍ର ସେନାରର ଏକ ଅଂଗ। ନୌସେନାର ମୁଖ୍ୟ କମାଣ୍ଡର (Commander-in-Chief) ହେଉଛନ୍ତି ଭାରତର ରାଷ୍ଟ୍ରପତି। ଭାରତୀୟ ନୌସେନାଧ୍ୟକ୍ଷ (Chief of Naval Staff) (CNS)ହେଉଛନ୍ତି ଆଡମିରାଲ ପାହ୍ୟାର ଚତୁର୍ତାରକାଧାରୀ ଜଣେ ଅଫିସର ଯିଏ ପ୍ରତ୍ୟକ୍ଷ ରୂପେ ନୌସେନାର କମାଣ୍ଡ କରିଥାନ୍ତି।
ଭାରତୀୟ ନୌସେନାର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତୀୟ ତଟସୀମାକୁ ସୁରକ୍ଷା ପ୍ରଦାନ କରିବା। ଏହା ଛଡ଼ା ଆନ୍ତର୍ଜାତୀୟ ସମ୍ପର୍କକୁ ଦୃଢ଼ୀଭୂତ କରିବାଲାଗି ମଧ୍ୟ ଏହା ସଂଯୁକ୍ତ ଅଭ୍ୟାସ, ବନ୍ଦର ପରିଦର୍ଶନ, ମାନବୀୟ ମିସନ ଓ ଆପଦା ଉଦ୍ଧାର ଆଦି ମାଧ୍ୟମରେ କାମ କରିଥାଏ। ଅଧୁନା ଆଧୁନିକିକରଣଦ୍ୱାରା ସେନାବାହିନୀର କାମରେ ଲାଗୁଥିବା ପୁରାତନ ଉପକରଣଗୁଡ଼ିକୁ ସ୍ଥାନରେ ନୂତନ ଉପକରଣ ସ୍ଥାପନା କରାଯାଇ, ଭାରତୀୟ ନୌସେନାକୁ ପୂର୍ଣ୍ଣ ବିକଶିତ ନୀଳ-ଜଳ ନୌସେନାରେ ପରିଣତ କରିବାର ଅଭିଯାନ ସପଳ ହୋଇ ପାରିଛିଛି। [୧]
ଆଧାର
ସମ୍ପାଦନା- ↑ Scott, Dr. David (Winter 2007–08). "India's drive for a 'blue water' navy" (PDF). Journal of Military and Strategic Studies. 10 (2). Archived from the original (PDF) on 28 May 2008. Retrieved 11 June 2012.
ବାହାର ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ Indian Navy
ବାବଦରେ ମାଧ୍ୟମ ରହିଛି ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |