ଏଟୋମିଡେଟ

ଏହା ଏକ ସାଧାରଣ ଔଷଧ ଯାହା ଶାରୀରିକ ନିଶ୍ଚେତକ ଆରମ୍ଭ କରିବା ପାଇଁ ଏବଂ ଗଣ୍ଠି ପୁନସ୍ଥାପନ, କାର୍ଡିଓଭର୍ସନ୍, କି

ଏଟୋମିଡେଟ, ଅନ୍ୟମାନଙ୍କ ମଧ୍ୟରେ ବିକ୍ରୟ ନାମ ଆମିଡେଟ, ହେଉଛି ଏକ ସାଧାରଣ ଔଷଧ ଯାହା ଶାରୀରିକ ନିଶ୍ଚେତକ ଆରମ୍ଭ କରିବା ପାଇଁ ଏବଂ ଗଣ୍ଠି ପୁନସ୍ଥାପନ, କାର୍ଡିଓଭର୍ସନ୍, କିମ୍ବା ଟ୍ରାକିଆଲ୍ ଇନଟୁବେସନ୍ ଭଳି ପ୍ରଣାଳୀ ମାନଙ୍କରେ ପ୍ରଶାନ୍ତି କରଣ ପାଇଁ ବ୍ୟବହୃତ ହୁଏ ।[] ଏହାର ପ୍ରଭାବ ଏକ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୧୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।[] ଏହା ଶିରାରେ ଇଞ୍ଜେକସନ ଆକାରରେ ଧୀରେ ଧୀରେ ଦିଆଯାଏ । [] []

ଏଟୋମିଡେଟ
(R)-etomidate
Clinical data
Trade namesAmidate, Hypnomidate, others
AHFS/Drugs.commonograph
data
Pregnancy
category
  • US: C (Risk not ruled out)
Routes of
administration
Intravenous[]
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Protein binding76%
MetabolismEster hydrolysis in plasma and liver
Onset of actionWithin 1 min[]
Elimination half-life75 minutes
Duration of actionUp to 10 min[]
ExcretionUrine (85%) and Bile duct (15%)
Identifiers
  • Ethyl 3-[(1R)-1-phenylethyl]imidazole-5-carboxylate
ECHA InfoCard100.046.700 Edit this at Wikidata
Chemical and physical data
FormulaC14H16N2O2
Molar mass୨୪୪.୨୯ g·mol−1
3D model (JSmol)
Melting point67 °C (153 °F)
Boiling point392 °C (738 °F)
  • O=C(OCC)c1cncn1C(c2ccccc2)C
  • InChI=1S/C14H16N2O2/c1-3-18-14(17)13-9-15-10-16(13)11(2)12-7-5-4-6-8-12/h4-11H,3H2,1-2H3 checkY
  • Key:NPUKDXXFDDZOKR-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ଦିଆଯାଇଥିବା ସ୍ଥାନରେ ଏବଂ ମାଂସପେଶୀ ଚଳନ ହେଉଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାମୟିକ ଶ୍ୱାସକ୍ରିୟା ବନ୍ଦ, ନିମ୍ନ ରକ୍ତଚାପ, ବାନ୍ତି, ଆଡ୍ରେନାଲ୍ ଅଭାବ ଏବଂ ଅଧିକ ଲାଳ ସୃଷ୍ଟି ହୋଇପାରେ ।[] ରକ୍ତଚାପ ଦୃଷ୍ଟିକୋଣରୁ ଏହା ସାଧାରଣତ ସ୍ଥିର ଅଟେ ।[] ଫେଣ୍ଟାନିଲ ବ୍ୟବହାର କରି ମାଂସପେଶୀ ଚଳନ ହ୍ରାସ କରାଯାଇପାରେ ।[] ଔଷଧ ବ୍ୟବହାର ସରିବା ପରେ ସ୍ତନ୍ୟପାନ ନିରାପଦ ଅଟେ ।[] ଲୋକଙ୍କୁ ଔଷଧ ବ୍ୟବହାର ପରେ ଅତି କମରେ ୨୪ ଘଣ୍ଟା ଗାଡ଼ି ନ ଚଳାଇବାକୁ ପରାମର୍ଶ ଦିଆଯାଇଛି।[] ଏହା ଗାବା(GABA) ରିସେପ୍ଟର ସ‌ହିତ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଏ ।[]

ଏଟୋମିଡେଟ ୧୯୬୪ ମସିହାରେ ବିକଶିତ ହୋଇଥିଲା ଏବଂ ୧୯୭୨ରେ ୟୁରୋପରେ ଓ ୧୯୮୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] [] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ ।[] ଯୁକ୍ତରାଜ୍ୟରେ ୨୦୨୦ ମସିହା ସୁଦ୍ଧା ପ୍ରତି ୨ ମିଗ୍ରା ମାତ୍ରାର ମୂଲ୍ୟ ବାବଦ ପ୍ରାୟ ୧.୪ ପାଉଣ୍ଡ ଖର୍ଚ୍ଚ ହୁଏ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Etomidate Monograph for Professionals". Drugs.com (in ଇଂରାଜୀ). Archived from the original on 13 April 2021. Retrieved 14 April 2021.
  2. ୨.୦ ୨.୧ ୨.୨ ୨.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1400. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ Williams, LM; Boyd, KL; Fitzgerald, BM (January 2021). "Etomidate". PMID 30570985. {{cite journal}}: Cite journal requires |journal= (help)
  4. "Etomidate (Amidate) use while Breastfeeding". Drugs.com (in ଇଂରାଜୀ). Archived from the original on 26 October 2020. Retrieved 14 April 2021.
  5. Alston, R. Peter; Myles, Paul S.; Ranucci, Marco. Oxford Textbook of Cardiothoracic Anaesthesia (in ଇଂରାଜୀ). Oxford University Press. p. 5. ISBN 978-0-19-965347-8. Archived from the original on 2021-08-29. Retrieved 2021-04-14.
  6. Bergen, JM; Smith, DC (1998). "A review of etomidate for rapid sequence intubation in the emergency department". J Emerg Med. 15 (2): 221–230. doi:10.1016/S0736-4679(96)00350-2. PMID 9144065.
  7. "FDA Approves Mylan's Generic Anesthesia Drug Etomidate". www.beckershospitalreview.com. Archived from the original on 22 January 2021. Retrieved 14 April 2021.