ଉପେନ୍ଦ୍ରନାଥ ନାୟକ

ଭାରତୀୟ ରାଜନୀତିଜ୍ଞ

ଉପେନ୍ଦ୍ରନାଥ ନାୟକ, ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୧୯୯୮ ମସିହା ଲୋକ ସଭା ସାଧାରଣ ନିର୍ବାଚନରେ ଓଡ଼ିଶାର କେଉଁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ଲୋକ ସଭା ସଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ମଧ୍ୟରେ ମେଣ୍ଟ ହୋଇଥିଲା ।[୨] ଉପେନ୍ଦ୍ରନାଥ ନାୟକ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଉପେନ୍ଦ୍ରନାଥ ନାୟକ
ସାଂସଦ: ଲୋକ ସଭା
କାର୍ଯ୍ୟକାଳ
୧୯୯୮-୧୯୯୯
ନିର୍ବାଚନ ମଣ୍ଡଳୀକେଉଁଝର, ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି

ଆଧାର ସମ୍ପାଦନା

  1. http://www.loksabha.nic.in/members/statedetailar.aspx?state_name=Odisha&lsno=12
  2. ନାୟକ, ଉଦ୍ଧବ ଚରଣ. ଓଡ଼ିଶା ରାଜନୀତିର ଇତିହାସ (୨ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୮୪. Retrieved 3 January 2019.
  3. "ଆର୍କାଇଭ୍ କପି". Archived from the original on 2019-01-26. Retrieved 2019-01-03. {{cite web}}: Cite has empty unknown parameter: |1= (help)