ଉଦୟନାଥ ସାହୁ (ଗାୟକ)

ଭାରତୀୟ ଓଡ଼ିଆ-ଭାଷୀ ପ୍ରଛଦପଟ୍ଟ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ

ଉଦୟନାଥ ସାହୁ ଜଣେ ଓଡ଼ିଆ-ଭାଷୀ ପ୍ରଛଦପଟ୍ଟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ଆକାଶବାଣୀ କଟକରୁ ତାଙ୍କର ଗୀତସବୁ ପ୍ରଚାରିତ ହୋଇଥିଲା । ୧୯୫୧ରେ ମୁକ୍ତିଲାଭ କରିଥିବା ସପ୍ତଶଯ୍ୟା୧୯୬୩ରେ ମୁକ୍ତିଲାଭ କରିଥିବା ନାରୀ କଥାଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ମଧ୍ୟ ବୋଲିଥିଲେ ।[][][] ସେ କଲିକତା ରେଡ଼ିଓ ଷ୍ଟେସନରେ ଜଣେ ସ୍ୱୀକୃତିପ୍ରାପ୍ର କଣ୍ଠଶିଳ୍ପୀ ଥିଲେ ।[]

ଗୀତ ତାଲିକା

ସମ୍ପାଦନା

କଥାଚିତ୍ର

ସମ୍ପାଦନା
କ୍ରମ ଗୀତ ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ କଥାଚିତ୍ର ମନ୍ତବ୍ୟ/ଆଧାର
ଆରେ ସଙ୍ଗିନୀ ଆରେ ଅନନ୍ତ ପଟ୍ଟନାୟକ ଉଦୟନାଥ ସାହୁ ସପ୍ତଶଯ୍ୟା (୧୯୫୧)
ତୁମ ଶିରେ ଶୋହେ ଫୁଲ ଅନନ୍ତ ପଟ୍ଟନାୟକ ଉଦୟନାଥ ସାହୁ ସପ୍ତଶଯ୍ୟା (୧୯୫୧)
ବାରି ଝରେ କାଳୀଚରଣ ପଟ୍ଟନାୟକ ଉଦୟନାଥ ସାହୁ ଓ

କାଳୀଚରଣ ପଟ୍ଟନାୟକ

ନାରୀ (୧୯୬୩)[]

ଅନ୍ୟାନ୍ୟ

ସମ୍ପାଦନା
କ୍ରମ ଗୀତ ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ ମନ୍ତବ୍ୟ/ଆଧାର
ଧୋରେ ବାଇଆ ଧୋ ଉଦୟନାଥ ସାହୁ ଉଦୟନାଥ ସାହୁ
ପାଲକି ଯାଏ ଉଦୟନାଥ ସାହୁ ଉଦୟନାଥ ସାହୁ
ଶାଶୁଘରେ ଯାଏ ଝିଅ ଉଦୟନାଥ ସାହୁ ଉଦୟନାଥ ସାହୁ
ଲବଙ୍ଗଲତା କହନା କଥା ଉଦୟନାଥ ସାହୁ ଉଦୟନାଥ ସାହୁ
ପଥର ଦେଉଳେ ପଥର[]
(ଗାୟିକା: ଗ୍ଲୋରିଆ ରାଉତ)
ଆଜି କୁଆଁର ପୁନେଇଁ ଉଦୟନାଥ ସାହୁ ଉଦୟନାଥ ସାହୁ
  1. Delhi, All India Radio (AIR),New (1949-08-07). THE INDIAN LISTENER: Vol. XIV. No. 18. (7th AUGUST 1949) (in ଇଂରାଜୀ). All India Radio (AIR),New Delhi.{{cite book}}: CS1 maint: multiple names: authors list (link)
  2. Delhi, All India Radio (AIR), New (1973-04-08). AKASHVANI: Vol. XXXVIII, No. 15 ( 8 APRIL, 1973 ) (in ଇଂରାଜୀ). All India Radio (AIR),New Delhi.{{cite book}}: CS1 maint: multiple names: authors list (link)
  3. Sāhu, Lakshmīnārāẏaṇa (1968). Mo bārabulā jībana. Lakshmīnārāẏaṇa Sāhu Smr̥tirakshā Samiti.
  4. Patnaik, Sanjoy (2023-08-24). Of Reels, Romance and Retakes: Social Narratives of Cinema in Odisha (in ଇଂରାଜୀ). Taylor & Francis. ISBN 978-1-000-99406-3.
  5. 'Bari Jhare Adina Ghora Ghana Gheri......' in Odia Movie 'Nari'(1963), retrieved 2023-12-05
  6. Vintage 78 RPM Odia Recordings...Pathara Deule.... sung by Uday Nath Sahu, retrieved 2023-12-05