ଉତ୍ତରା ବାଓକର
ଭାରତୀୟ ମଞ୍ଚ ଅଭିନେତ୍ରୀ
ଉତ୍ତରା ବାଓକର (୫ ଅଗଷ୍ଟ ୧୯୪୪ – ୧୨ ଅପ୍ରେଲ ୨୦୨୩)[୧] ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ହିନ୍ଦୀ ଓ ମରାଠୀ କଥାଚିତ୍ର, ଧାରାବାହିକ ଓ ମଞ୍ଚରେ ଅଭିନୟ କରନ୍ତି । ମୁଖ୍ୟମନ୍ତ୍ରୀରେ ପଦ୍ମାବତୀ, ମେନା ଗୁର୍ଜରୀରେ ମୀନା ଆଦି ଚରିତ୍ର ପାଇଁ ସେ ଜଣାଶୁଣା ।[୨] ୧୯୭୮ ମସିହାରେ, ସେ ଜୟୱନ୍ତ ଦଲାବୀଙ୍କ ନାଟକ ସନ୍ଧ୍ୟା ଛାୟାର ନିର୍ଦ୍ଦେଶନା ଦେଇଥିଲେ ।[୩]
ଉତ୍ତରା ବାଓକର | |
---|---|
उत्तरा बाओकर | |
ଜନ୍ମ | କୋହ୍ଲାପୁର, ବ୍ରିଟିଶ ଭାରତ | ୫ ଅଗଷ୍ଟ ୧୯୪୪
ମୃତ୍ୟୁ | ୧୨ ଅପ୍ରେଲ ୨୦୨୩ | (ବୟସ ୭୮)
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୬୮–୨୦୨୩ |
୧୯୮୪ ମସିହାରେ, ସେ ହିନ୍ଦୀ ଥିଏଟରରେ ଅଭିନୟ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।[୪] ସେ ଦୋଘି (୧୯୯୫), ଉତ୍ତରାୟଣ (୨୦୦୫), ଶେବରୀ (୨୦୦୬), ଓ ରେଷ୍ଟୁରାଣ୍ଟ (୨୦୦୬) ଆଦି ମରାଠୀ କଥାଚିତ୍ରରେ ଅଭିନୟ କରିଥିଲେ ।[୫]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାଉତ୍ତରା ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢ଼ୁଥିଲେ ।[୬] ଇବ୍ରାହିମ ଅଲ୍କାଜୀଙ୍କ ଅଧିନରେ[୭] ସେ ପ୍ରଶିକ୍ଷଣ ନେଇଥିଲେ ଏବଂ ୧୯୬୮ ମସିହାରେ ସ୍ନାତକ ହାସଲ କରିଥିଲେ ।[୮]
ଅଭିନୀତ କଥାଚିତ୍ର
ସମ୍ପାଦନା- ୟାତ୍ରା (୧୯୮୬)
- ତମାସ (୧୯୮୭)
- ଏକ୍ ଦିନ୍ ଅଚାନକ୍ (୧୯୮୯)
- ଉଡ଼ାନ୍ (ଟିଭି ଧାରାବାହିକ) (୧୯୯୦–୧୯୯୧)
- ରୁକମାବତୀ କି ହାବେଲୀ (୧୯୯୧)
- ଦି ବର୍ନିଂ ସିଜିନ୍ (୧୯୯୩)
- ଦୋଘି (୧୯୯୫) (ମରାଠୀ)
- ସର୍ଦ୍ଦାରୀ ବେଗମ (୧୯୯୬)
- ତକ୍ଷକ (୧୯୯୯)
- ଅନ୍ତରାଳ (ଟିଭି ଧାରାବାହିକ) (୨୦୦୦)
- ଜିନ୍ଦେଗୀ ଜିନ୍ଦାବାଦ (୨୦୦୦)
- କୋରା କାଗଜ (୨୦୦୨)
- ବାସ୍ତୁପୁରୁଷ (୨୦୦୨) (ମରାଠୀ)
- ନଜରାନା (୨୦୦୨) (ଟିଭି ଧାରାବାହିକ)
- ଉତ୍ତରାୟଣ (୨୦୦୩) (ମରାଠୀ)
- ଜସ୍ସି ଜୈସି କୋଇ ନାହିଁ (ଟିଭି ସିରିଜ୍) (୨୦୦୩–୨୦୦୬)
- ଶେବରୀ (ମରାଠୀ କଥାଚିତ୍ର) (୨୦୦୬)
- କଶମକଶ ଜିନ୍ଦଗୀ କି (ଟିଭି ସିରିଜ୍) (୨୦୦୬–୨୦୦୯)
- ଜବ୍ ଲଭ୍ ହୁଆ (ଟିଭି ସିରିଜ୍) (୨୦୦୬–୨୦୦୭)
- ରେଷ୍ଟୁରାଣ୍ଟ[୯] (୨୦୦୬) (ମରାଠୀ)
- ରିସ୍ତେ (ଟିଭି ସିରିଜ୍) (ସିଜିନ୍ ୨)
- ସିନ୍ସ୍ (୨୦୦୫)
- ହମ୍ କୋ ଦୀୱାନା କର୍ ଗୟେ (୨୦୦୬)
- ଦୂର୍ (୨୦୦୬)
- ଆଜା ନାଚ୍ଲେ (୨୦୦୭)
- ୮ x ୧୦ ତସ୍ବୀର୍ (୨୦୦୯)
- ହା ଭାରତ ମାଜା (୨୦୧୧) (ମରାଠୀ)
- ସଂହିତା (୨୦୧୩) (ମରାଠୀ)
ପୁରସ୍କାର
ସମ୍ପାଦନା- ୧୯୮୪: ଅଭିନୟ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (ହିନ୍ଦୀ ଥିଏଟର୍)[୪]
- ୧୯୮୮: ଏକ୍ ଦିନ୍ ଅଚାନକ୍ ପାଇଁ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ଼ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
- ୧୯୯୫: ଦୋଘି ପାଇଁ ନ୍ୟାସ୍ନାଲ୍ ଫିଲ୍ମ ଆୱାର୍ଡ଼ - ସ୍ପେଶାଲ୍ ମେନ୍ସନ୍ (ଫିଚର୍ ଫିଲ୍ମ)
ଆଧାର
ସମ୍ପାଦନା- ↑ "National Award-winning actress Uttara Baokar passes away at 79". The Times of India. 12 Apr 2023. Archived from the original on 13 April 2023. Retrieved 13 Apr 2023.
- ↑ "Of days that were..." The Hindu. 30 June 2005. Archived from the original on 6 November 2012.
- ↑ "Those lonely sunset days". The Hindu. 23 April 2010. Archived from the original on 12 March 2014. Retrieved 26 June 2013.
- ↑ ୪.୦ ୪.୧ "SNA: List of Akademi Awardees". Sangeet Natak Akademi Official website. Archived from the original on 17 February 2012. Retrieved 17 February 2012.
- ↑ "Marathi cinema gets the sensitive and intelligent film-lover". The Economic Times. 3 May 2008. Archived from the original on 30 June 2018. Retrieved 11 June 2010.
- ↑ "'A remarkable human being': Neena Kulkarni, Manoj Joshi remember late actress Uttara Baokar on social media". The Economic Times. 13 Apr 2023. Archived from the original on 13 April 2023. Retrieved 13 Apr 2023.
- ↑ "Theatre is revelation". The Hindu. 24 February 2008. Archived from the original on 2 March 2008.
- ↑ "Alumni List For The Year 1968". National School of Drama Official website. Archived from the original on 6 December 2010. Retrieved 11 June 2010.
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 77–. ISBN 978-1-136-77284-9. Retrieved 4 May 2013.
- Nash, Jay Robert; Nash, Stanley Ralph; Ross, Stanley Ralph (1987). The Motion Picture Guide ... Annual. Cinebooks. ISBN 0-933997-16-7.
- Brandon, James R.; Martin Banham (1997). The Cambridge guide to Asian theatre. Cambridge University Press. ISBN 0-521-58822-7.
- Subramanyam, Lakshmi (2002). Muffled voices: women in modern Indian theatre. Har-Anand Publications. ISBN 81-241-0870-6.
- Trivedi, Poonam; Dennis Bartholomeusz (2005). India's Shakespeare: translation, interpretation, and performance International studies in Shakespeare and his contemporaries. University of Delaware Press. ISBN 0-87413-881-7.
ବାହାର ଲିଙ୍କ୍
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ଉତ୍ତରା ବାଓକର
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ଉତ୍ତରା ବାଓକର
- ବଲିଉଡ ହଙ୍ଗାମାରେ ଉତ୍ତରା ବାଓକର