ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା

୨୦୨୨ର ଓଡ଼ିଆ କଥାଚିତ୍ର

ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧][୨] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]

ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଅଜୟ ରାଉତ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀକାତ୍ୟାୟାନି ଶୁକ୍ଳା
କଳାକାରଅଭିଜିତ ଦାସ
କୁକିଜ୍ ସ୍ୱାଇଁ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୮ ଜାନୁଆରୀ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଜିତ ଦାସ ଓ କୁକୁସ୍ ସ୍ୱାଇଁ ।[୧] ଏହି କଥାଚିତ୍ରଟି ୨୦୨୩ ମସିହାର ଜାନୁଆରୀ ୮ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୪] ସୁବାସ ଦାସ, ଅରୁଣ ମନ୍ତ୍ରୀ, ନିହାର ପ୍ରିୟାଂଶ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] ଦେବାଂଶୀ, ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ତତେ ଯେମିତି ଖୋଜେ ନଜର"ଦେବାଂଶୀ 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା – ଜାନୁୟାରୀ ୮ରେ ଜୀ-ସାର୍ଥକରେ ଦେଖନ୍ତୁ ନୂଆ ଚଳଚ୍ଚିତ୍ର". Samaja Live. 6 January 2023. Archived from the original on 9 January 2023. Retrieved 9 January 2023. {{cite news}}: |archive-date= / |archive-url= timestamp mismatch; 6 ଜାନୁଆରୀ 2023 suggested (help)
  2. "ସରଗପୁରରୁ ଆସିଚି ପ୍ରିୟା". ସମ୍ବାଦ (ରବିବାର). 26 March 2023. p. 8. Archived from the original on 2 April 2023. Retrieved 2 April 2023.
  3. "ଆସନ୍ତାକାଲି ଦେଖିପାରିବେ ନୂଆ ଚଳଚ୍ଚିତ୍ର 'ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା'". News18 Odia. ଭୁବନେଶ୍ୱର. 7 January 2023. Archived from the original on 9 January 2023. Retrieved 9 January 2023. {{cite news}}: |archive-date= / |archive-url= timestamp mismatch; 7 ଜାନୁଆରୀ 2023 suggested (help)
  4. "ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର 'ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା'ର ଆଜି ପୋଷ୍ଟର ଏବଂ ଅଡିଓ ରିଲିଜ୍ ହୋଇଯାଇଛି ।". argusnews.in. 6 January 2023. Archived from the original on 9 January 2023. Retrieved 9 January 2023.
  5. Patree, Annapurna (7 January 2023). "ଜାନୁୟାରୀ ୮ରେ 'ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା' - Dharitri". Dharitri Odia News. ଭୁବନେଶ୍ୱର. Archived from the original on 9 January 2023. Retrieved 9 January 2023.

ବାହାର ଆଧାର ସମ୍ପାଦନା