I made some changes on the front page of the Third Odia Wikipedia workshop ie. ଜାଗା ଓ ଠିକଣା = ସ୍ଥାନ ଓ ସମୟ | But later I found out that the change has been removed. And than I again made the same change for the second time, it was also changed. On the third attempt, again I changes it to ସ୍ଥାନ ଓ ସମୟ ଏବଂ ଏହିଥର ଏହାକୁ ଜାଗା ଓ ସମୟ ବୋଲି ପରିବର୍ତ୍ତନ କରାଯାଇଛି | ଏହା ହେଉଛି କାହିଙ୍କି ? ମୁ ଭାବୁଛି ଜାଗା ଅପେଖ୍ୟା ସ୍ଥାନ ଅଧିକ ସଠିକ ଶବ୍ଦ ହେବ | ଦୟାକରି ଏହି ଯେଉ ପରିବର୍ତ୍ତନ ସବୁ କରି ନିଜର୍ ସମ୍ୟକ ଗ୍ୟାନର ନିଦର୍ଷନ କରାଉଛନ୍ତି ସେଥିରୁ ଦୁରେଇ ରହନ୍ତୁ | ଯାହା ଠିକ ତାକୁ ଠିକ୍ ବୋଲି ଯଦି ମାନିବାକୁ ଇଛା ହେଉନି ତେବେ ନିଜ ପାଇ ଅଲଗା ଉଇକି ପେଡିଆ ଦେଖି ନିଅନ୍ତୁ |

Don't make unnecessary changes to the things and try to enforce your own innovations here.

Don't try to input words which many people won't understand, rather do the same with the common Language which everyone understands. If you are ignorant about this then please consult someone who is knowledgeable but don't take your own innovations for granted.

Dhanyabaad — Preceding unsigned comment added by 115.251.118.77 (କଥାଅବଦାନ) ୧୬:୫୩, ୧୩ ଏପ୍ରିଲ ୨୦୧୧ (UTC)

ଦୟାକରି ଲଗଇନ କରି ଅଦଳବଦଳ କରନ୍ତୁ, ଜାଗା'ସ୍ଥାନ କୁ ବଦଳାଇବାରେ ବେଶୀ ସମୟ ନଷ୍ଟ ନକରି ଆପଣ ଯଦି ଉଇକିପିଡ଼ିଆରେ ନୂଆ ନୂଆ ଲେଖା ଲେଖିବାରେ ଓ ପୁରୁଣା ଲେଖାକୁ ବଦଳାଇବାରେ କିଛି ସମୟ ଦିଅନ୍ତେ ତେବେ ଓଡ଼ିଆ ଉଇକିପିଡ଼ିଆ ପାଇଁ ମଙ୍ଗଳ ହୁଅନ୍ତା । ଜାଗା ଏକ ସାଧାରଣରେ ବ୍ୟବହୃତ ଶବ୍ଦ ଓ ଏହାକୁ ଏଠାରେ ବ୍ୟବହାର କରିବାରେ କିଛି ଅସୁବିଧା ନାହିଁ, ତେଣୁ ଥରକୁଥର ଏହାକୁ ନ ବଦଳାଇ ବାକି ଲେଖାରେ ସମୟ ଦିଅନ୍ତୁ । ସୁଭ ପା/Subhashish Panigrahi (ମୋ କଥା) ୧୭:୫୮, ୧୩ ଏପ୍ରିଲ ୨୦୧୧ (UTC)
Return to the project page "ମେଳଣ/କଟକ/୧".