ଉଇକିପିଡ଼ିଆ ଆଲୋଚନା:ଭିଜୁଆଲ ଏଡ଼ିଟର
Latest comment: ୧ ବର୍ଷ ପୂର୍ବେ by Psubhashish in topic ଉଇକିପିଡ଼ିଆ ପ୍ରସଙ୍ଗ ଲିଙ୍କ କଲାବେଳେ ଭିଜୁଆଲ ଏଡିଟରରେ ର, ଙ୍କର, ମାନଙ୍କ, ମାନଙ୍କର ଆଦି ଅଚିହ୍ନା
ଉଇକିପିଡ଼ିଆ ପ୍ରସଙ୍ଗ ଲିଙ୍କ କଲାବେଳେ ଭିଜୁଆଲ ଏଡିଟରରେ ର, ଙ୍କର, ମାନଙ୍କ, ମାନଙ୍କର ଆଦି ଅଚିହ୍ନା ସମ୍ପାଦନ କରନ୍ତୁ
ଭିଜୁଆଲ ଏଡିଟର ବ୍ୟବହାର କରି ପ୍ରସଙ୍ଗଟିଏ ସମ୍ପାଦନା କଲାବେଳେ ଅନେକେ ହୁଏତ ଏ ଅସୁବିଧାଟି ଭୋଗିଥିବେ । ପ୍ରସଙ୍ଗର ନାମ
ପରେ ର, ଙ୍କର, ମାନଙ୍କ, ମାନଙ୍କର, ରୁ, ଠାରୁ, ମାନଙ୍କରୁ, ମାନଙ୍କଠାରୁ, ରେ, ଠାରେ, ମାନଙ୍କରେ, ମାନଙ୍କଠାରେ, ଦ୍ୱାରା, ମାନଙ୍କଦ୍ୱାରା, ଗୁଡ଼ିକଦ୍ୱାରା, ସ୍ଥିତ, ଦେଇ
ଆଦି ପ୍ରତ୍ୟୟ ଯୋଗ ହେଲେ <nowiki>
ଆପେଆପେ ଯୋଡ଼ିହୋଇଯାଉଛି । ତେବେ ମୂଳ ଅସୁବିଧା ହେଲା ପ୍ରସଙ୍ଗରେ ଲେଖା ଯୋଡ଼ିବା ବେଳେ ଉଇକିପିଡ଼ିଆରେ ଆଗରୁ ଥିବା ଏକ ପ୍ରସଙ୍ଗ ଖୋଜିଲା ବେଳେ ପ୍ରତ୍ୟୟ ଯୋଗ ହେଲେ ଖୋଜି ହେଉନାହିଁ । ଯଥା: ଓଡ଼ିଶା ସର୍ଚ କଲେ ଖୋଜି ହେଉଛି । କିନ୍ତୁ "ଓଡ଼ିଶାର" ଟାଇପ ହୋଇଥିଲେ ଖୋଜିହେଉନି । ଯାହା ଆପେଆପେ ଦେଖାଇବା କଥା ତାହା ଦେଖଉନାହିଁ । ଏଣୁ ମୁଁ ଫାବ୍ରିକେଟରରେ ଏହା ଯୋଡ଼ିବା ପାଇଁ ଏକ ଅନୁରୋଧ କରିବାକୁ ଯାଉଛି । ଦୟାକରି ନିଜ ନିଜ ମତ ତଳେ ଜଣାଇବେ । ସୁଭ (ଆଳାପ) ୦୫:୨୬, ୭ ଅଗଷ୍ଟ ୨୦୨୨ (IST)