ଉଇକିପିଡ଼ିଆ ଆଲୋଚନା:ଦରକାରୀ ପ୍ରସଙ୍ଗ ତାଲିକା

ଏହି ପୃଷ୍ଠା ସମ୍ବନ୍ଧରେ ସମ୍ପାଦନା

ସମସ୍ତ ପରିଚାଳକ ଓ ପୁରୁଖା ଉଇକିଆଳିଙ୍କୁ ସୂଚାଇ ଦେବାକୁ ଚାହେଁ ଯେ ଆରମ୍ଭରେ ଆମେ ମିଶି ଏ ପୃଷ୍ଠାଟିକୁ ତିଆରି କରିଥିଲୁ ନିହାତି ଆବଶ୍ୟକ ଥିବା ପ୍ରସଙ୍ଗର ତାଲିକାଟିଏ କରିବା ପାଇଁ । କିନ୍ତୁ ଅନେକ ନୂଆ ସଭ୍ୟ ଏହାକୁ ଏକ ନାମ ତାଲିକା ବୋଲି ଭାବି ନିଜ ନାମ ମଧ୍ୟ ଯୋଡ଼ିବା ଆରମ୍ଭ କରିଛନ୍ତି । ଏଠାରେ ଦୁଇଟି ଜିନିଷ ଆବଶ୍ୟକ ବୋଲି ମୁଁ ଭାବୁଛି:

  1. ଏହି ପୃଷ୍ଠାରେ କେଉଁ କେଉଁ ମାନଙ୍କ ନାମ ରହିବ ତାହା ଆମ ଉଇକିପିଡ଼ିଆ ସମୂହ ନିର୍ଦ୍ଧାରଣ କରି ସେସବୁ ତାଲିକାଭୁକ୍ତ କରୁ ଆଉ ବାକି ସବୁ ହଟାଇ ଦେଉ
  2. ଏହାକୁ ଲଗ ଇନ କରିନଥିବା ସଭ୍ୟମାନଙ୍କ ସମ୍ପାଦନାରୁ କିଳାଯାଉ

ସଭିଙ୍କୁ ନିଜ ନିଜ ମତ ଏ ବାବଦେ ଦେବାକୁ ଅନୁରୋଧ । --ସୁଭାସିସ ପାଣିଗାହି ଆଳାପ ୧୮:୦୪, ୨୫ ଡିସେମ୍ବର ୨୦୧୪ (UTC)

Return to the project page "ଦରକାରୀ ପ୍ରସଙ୍ଗ ତାଲିକା".