ଉଇକିପିଡ଼ିଆ ଆଲୋଚନା:ଜନ୍ମତିଥି/୧୪
ଆଉ ୩ ମାସ ରହିଲା ଜନ୍ମତିଥି ପାଳନ ଲାଗି । ଆଉ ଏ ବାବଦରେ ଭାବିବା ବେଳେ କିଛି ଚିନ୍ତା ମୁଣ୍ଡକୁ ଆସିବାରୁ ଭାବିଲି ଯେ ଆପଣ ସଭିଙ୍କ ସମ୍ମୁଖରେ ଏବେଠୁ ବାଢ଼ିଲେ କିଛି ସୁଚିନ୍ତିତ ମତାମତ କାର୍ଯ୍ୟକ୍ରମର ରୂପରେଖ ବଦଳାଇବ । ତଳ ସମସ୍ତ ଲେଖାକୁ ଛାଞ୍ଚ ଭାବେ ଦେଖିବେ, ମୋର ବ୍ୟକ୍ତଗତ ମତ ନୁହେଁ । ଏଥିରେ ଅନେକ ଜିନିଷ ବାକି ରହିଯାଇଥାଇପାରେ । ତାହା ଆପଣମାନେ ଆଲୋଚନା ପରିସରକୁ ଆଣିଲେ ଏ ମାସ ଶେଷ ଆଡ଼କୁ ଗୋଟେ ମୋଟାମୋଟି ଯୋଜନା ତିଆରି ହୋଇପାରିବ । --ସୁଭାସିସ ପାଣିଗାହି (ଆଳାପ) ୧୨:୦୩, ୬ ମାର୍ଚ୍ଚ ୨୦୧୬ (IST)
ସ୍ଥାନ
ସମ୍ପାଦନାତଳେ ନିଜ ପସନ୍ଦର ସ୍ଥାନ ବାଛି ଠିକଣା ଜାଗାରେ ନିଜ ମତ ଦିଅନ୍ତୁ । ଆଉ ଟେବୁଲ ଭିତରେ କିଛି ବାକି ରହିଯାଇଥିଲେ ଯୋଡ଼ନ୍ତୁ ବା କିଛି ଭୁଲ ତଥ୍ୟ ଥିଲେ ବଦଳାଇବାକୁ ମତାମତ ଦିଅନ୍ତୁ ।
ସ୍ଥାନ | ସୁବିଧା | ଅସୁବିଧା | ସପକ୍ଷ (କାରଣ) | ବିରୋଧ/ଭିନ୍ନମତ (କାରଣ) |
---|---|---|---|---|
ଭୁବନେଶ୍ୱର |
|
|
|
|
ନାଲକୋନଗର |
|
|
|
|
ଉଦାହରଣ | ଉଦାହରଣ | ଉଦାହରଣ |
|
|
ମତାମତ
ସମ୍ପାଦନା- ଯେହେତୁ ଜନ୍ମତିଥି ଟା ଗୋଟେ ବଡ କାର୍ଯ୍ୟକ୍ରମ ତେଣୁ ମିଡିଆ କଭରେଜ ଟା ନିତାନ୍ତ ଆବଶ୍ୟକ । ତେବେ ଯେପରି କି ପ୍ରସ୍ତାବ ଦିଆହେଇଥିଲା ଯେ ଖାଲି ଉଇକିଆଳିଙ୍କୁ ନେଇ ଗୋଟେ କାର୍ଯ୍ୟକ୍ରମ କରିବା, ନୂଆ ଲୋକ ଆସିଲେ ଆସିବେ, ସେଥିରେ ମିଡିଆ ନ ଆସିଲେ ମଧ୍ୟ ଚଳିବ । ଜନ୍ମତିଥି ପରେ ସେମିତି ଗୋଟେ ସମ୍ମିଳନୀ ହେଉ। ଛୋଟକାଟର ହେଲେ ମଧ୍ୟ ବେଶ୍ କାମ କରିହେବ । ଆଉ ମିଡିଆ ବା ନୂଆ ଲୋକଙ୍କୁ ଧ୍ୟାନ ଦେବାର ଦାୟିତ୍ୱ ନଥିଲେ ଅଧିକ କାମ ବି ହେବ । Coldbreeze16 (ମୋ ଆଲୋଚନା) ୧୨:୨୫, ୧୨ ମାର୍ଚ୍ଚ ୨୦୧୬ (IST)
- ଜନ୍ମତିଥି ପାଳନ ଗୋଟାଏ ଛୁଟିଦିନ(ରବିବାର)ରେ କଲେ ଅଧିକ ବ୍ୟବହାରକାରୀଙ୍କ ସହ କିଛି ନୂଆ ଲୋକ ଯୋଗଦେଇପାରିବେ ବୋଲି ମୋର ଆଶା । ମୁଖ୍ୟତଃ ରବିବାରରେ ଅନେକ ଲୋକ ଖାଲି ଥାଆନ୍ତି, ସେଥିପାଇଁ ରବିବାରରେ ପାଳନ କଲେ ଅଧିକରୁ ଅଧିକ ଲୋକ ଯୋଗଦେଇପାରିବେ ଏବଂ ସାମ୍ବାଦିକମାନେ ମଧ୍ୟ ଅଧିକ ଆସିପାରିବେ । --Ssgapu (ମୋ ଆଲୋଚନା) ୦୯:୫୬, ୭ ମଇ ୨୦୧୬ (IST)
ମୂଳ ଫଳାଫଳ
ସମ୍ପାଦନାଆମ ପୁରୁଣା ଜନ୍ମତିଥି ପାଳନରେ ଧୀରେ ଧୀରେ ଉନ୍ନତି ଦେଖିବାକୁ ମିଳିଛି । ତେବେ ଏଥିରେ ଶ୍ରମ, ସମୟ ଓ ଅର୍ଥ ଖର୍ଚ୍ଚ ହେଉଥିବାରୁ ଏହି ଦିବସ ପାଳନର ଫଳାଫଳ ବାବଦରେ ଆଲୋଚନା ଅତ୍ୟନ୍ତ ଜରୁରୀ । ତେଣୁ ତଳେ ଦୟାକରି ଲେଖନ୍ତୁ ଏ କର୍ମଶାଳାର ମୂଳ ଫଳାଫଳ କଣ ହେବା ଉଚିତ ।
ଉଇକିଆଳିଙ୍କ ଭିତରେ ଆଲୋଚନା/କର୍ମଶାଳା (୬୦-୭୦% ସମୟ) |
ଗଣ-କାର୍ଯ୍ୟକ୍ରମ (୩୦-୪୦% ସମୟ) |
|
|
ଖର୍ଚ୍ଚ ଅଟକଳ
ସମ୍ପାଦନାକେଉଁଥିରେ କେତେ ଖର୍ଚ୍ଚ ହେବା ଉଚିତ ?
- ମୋଟ ଖର୍ଚ୍ଚ:
- ଯିବାଆସିବା:
- ଉଇକିଆଳିଙ୍କୁ ପୁରସ୍କାର:
- ଖାଦ୍ୟ:
- ମଞ୍ଚସଜ୍ଜା ଓ ପରିଚାଳନା (ଅତିଥିଙ୍କୁ ସୌଜନ୍ୟମୂଳକ ଫୁଲ ଓ ଆଉ କିଛି, ମାଇକ-ସାଉଣ୍ଡ, ବ୍ୟାନର-ପୋଷ୍ଟର):
- ଉଇକିଆଳିଙ୍କ ପାଇଁ ଟିସାର୍ଟ, ଟ୍ୟାଗ, ଷ୍ଟିକର ଓ ଅନ୍ୟାନ୍ୟ ଉପକରଣ:
- ବାକି ସମ୍ଭାବିତ ଖର୍ଚ୍ଚ: