ଉଇକିପିଡ଼ିଆ ଆଲୋଚନା:ଉଇକିପ୍ରକଳ୍ପ ଖାଦ୍ୟ

Latest comment: ୫ ବର୍ଷ ପୂର୍ବେ by Aliva Sahoo

ଅଲିଭା, ଖାଦ୍ୟ ପ୍ରସଙ୍ଗରେ ଯଦି ନିମ୍ନ ଲିଙ୍କଟି କାମରେ ଆସିପାରେ, ଦେଖିବ http://www.samayaepaper.com/taranga/20180204/taranga2018-02-04.pdf । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୪୧, ୨୬ ଜୁଲାଇ ୨୦୧୮ (IST)Reply

ପ୍ରିତିରଞ୍ଜନ ତ୍ରିପାଠୀ, ଭାଇ ଖୁବ ଖୁବ ଧନ୍ୟବାଦ । ଏହି ଲିଙ୍କଟିରୁ ମତେ ଆହୁରି କିଛି ଖାଦ୍ୟ ସମ୍ପର୍କରେ ମିଳିଯିବ । ଏହି ଲିଙ୍କଟିକୁ ମୁଁ "ଦିବ୍ୟଦର୍ଶୀ"ଙ୍କ ସହ ସେୟାର କରୁଛି ।--Aliva Sahoo (ମୋ ଆଲୋଚନା) ୧୯:୪୫, ୨୬ ଜୁଲାଇ ୨୦୧୮ (IST)Reply
Return to the project page "ଉଇକିପ୍ରକଳ୍ପ ଖାଦ୍ୟ".