ଭୌଗଲିକ ସମ୍ପାଦନା

ବରପଦର ଏକ ସୁନ୍ଦର ମନୋରମ ସବୁଜ ବିଳ ,ଝଙ୍କାଳିଆ ବର ଗଛ ,କଳ କଳ ଜିରା ନଦୀ ଏବଂ କେଚୁଆଁ ନଲିଆ (ଝରଣା) ରେ ଘେରା ଗାଁ ଟିଏ ଯାହାର ରାସ୍ତା ସଂଯୋଗ ବରଗଡ଼ ରୁ ୪୫ କି.ମି. ଓ ବରପାଲି ରୁ ୨୦ କି. ମି. ଏକ ବଡ ତ୍ରିଭୂଜ ପରି |