ବରପଦରସମ୍ପାଦନ କରନ୍ତୁ

ଭୌଗଲିକସମ୍ପାଦନ କରନ୍ତୁ

ବରପଦର ଏକ ସୁନ୍ଦର ମନୋରମ ସବୁଜ ବିଳ ,ଝଙ୍କାଳିଆ ବର ଗଛ ,କଳ କଳ ଜିରା ନଦୀ ଏବଂ କେଚୁଆଁ ନଲିଆ (ଝରଣା) ରେ ଘେରା ଗାଁ ଟିଏ ଯାହାର ରାସ୍ତା ସଂଯୋଗ ବରଗଡ଼ ରୁ ୪୫ କି.ମି. ଓ ବରପାଲି ରୁ ୨୦ କି. ମି. ଏକ ବଡ ତ୍ରିଭୂଜ ପରି |