ଉଇକିପିଡ଼ିଆ:Bots/Requests for approval/ShitiBot

ପରିଚାଳକ: ଶିତିକଣ୍ଠ ଦାଶ

ପ୍ରୋଗ୍ରାମିଂ ଭାଷା: ପାଇଥନ

କାର୍ଯ୍ୟ: ଶ୍ରେଣୀ ଯୋଗ, ତଥ୍ୟ ଯୋଗ, ଇଣ୍ଟରଉଇକି ଯୋଗ

ସମୟ: ଆବଶ୍ୟକ ମୁତବକ ।

ଅନ୍ୟାନ୍ୟ ସୂଚନା: ShitiBotକୁ ବଟ୍ ଭାବେ ଚିହ୍ନିତ (Bot status) କରିବା ପାଇଁ ସମର୍ଥନ ଆବଶ୍ୟକ । ଯଦିଓ ଏହାକୁ ନୂଆ ଲେଖା ତିଆରି ପାଇଁ ଯୋଜନା କରିଥିଲି, ଲେଖା ତିଆରି ବ୍ୟତୀତ ପୁରୁଣା ଲେଖାକୁ ଉନ୍ନତ କରିବା, ଶ୍ରେଣୀ ଯୋଗ ଇତ୍ୟାଦି ଆହୁରି ଅନେକ କାମ ଏହା ଦ୍ଵାରା କରାଯାଇପାରିବ ।

--ଶିତିକଣ୍ଠ (ଆଲୋଚନା) ୧୫:୪୨, ୮ ଫେବୃଆରୀ ୨୦୧୪ (UTC)

ଆଲୋଚନା ସମ୍ପାଦନା

  1. ଏହିଭଳି କାମ ପାଇଁ ଇଂରାଜୀ/ମେଟା ଉଇକି ପଲିସି ଫଲୋ କରିବାକୁ ହେବ ମୋ ମତରେ । ମୁଁ ନିଜେ ପଢିନାହିଁ ପଲିସି, କିନ୍ତୁ ଆଶା କରୁଛି ତୁମେ ଭଲଭାବେ ପଢିଛ ବୋଲି । ଯଦି ନା ତେବେ ଭଲଭାବେ ପଢିବାକୁ ଅନୁରୋଧ । ଆଉ କିଛି ନୂଆ କରିବା ପୂର୍ବରୁ ଆମକୁ ଜଣାଇବାକୁ ଅନୁରୋଧ । ମୋର ସମର୍ଥନ   ସମର୍ଥନ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୫୫, ୮ ଫେବୃଆରୀ ୨୦୧୪ (UTC)
    ମୁଁ ବଟ ପଲିଶି ମେଟାରେ ପଢିଥିଲି । ସେଥିରେ ଲେଖଥିଲା କମ୍ୟୁନିଟି ସମର୍ଥନ ଆବଶ୍ୟକ ଓ କିଛି ବଦଳ । ମୁଁ ସେଇ ଭଳି ଆବେଦନ କରିଛି । ଯଦି କିଛି ବଦଳ ଆବଶ୍ୟକ ଜଣେଇବେ । ଧନ୍ୟବାଦ । --ଶିତିକଣ୍ଠ (ଆଲୋଚନା) ୧୫:୫୭, ୮ ଫେବୃଆରୀ ୨୦୧୪ (UTC)
    ନୂଆ ଲେଖା ତିଆରି କରିବା ବଟ ଦ୍ଵାରା କିଛି ଆବଶ୍ୟକ ନାହିଁ, ଆଉ ଇଣ୍ଟରଉଇକି ଯୋଗ ମଧ୍ୟ ଦରକାର ପଡୁନି ଉଇକିଡାଟା ଥିବା ହେତୁ! -- ଅଂଶୁମାନ ତାର ଯୋଡ଼ିବେ? ୧୬:୫୪, ୮ ଫେବୃଆରୀ ୨୦୧୪ (UTC)
    ହଁ ଭାଇ ମୁଁ ଉଇକିଡାଟା କଥା ହିଁ କହୁଥିଲି । ଆଉ ନୂଆ ଲେଖା ତିଆରି ସମ୍ପର୍କରେ ଆମେ ତିଆରି ପୂର୍ବରୁ ଆଲୋଚନା କରିବା । ଏଣୁ ମୁଁ ତାହାକୁ କାର୍ଯ୍ୟପନ୍ଥା ରୁ ହଟେଇଦେଲି । :) --ଶିତିକଣ୍ଠ (ଆଲୋଚନା) ୨୧:୦୬, ୯ ଫେବୃଆରୀ ୨୦୧୪ (UTC)
    Bot status ତାହେଲେ ଉଇକିଡାଟାରେ ଦରକାର ପଡିବନି? -- ଅଂଶୁମାନ ତାର ଯୋଡ଼ିବେ? ୦୬:୨୯, ୧୦ ଫେବୃଆରୀ ୨୦୧୪ (UTC)
    ମୁଁ ଠିକ କରି କହିପାରିବିନି । କିନ୍ତୁ ଆଗ ଏଇଟା ହେଇଯାଉ :) --ଶିତିକଣ୍ଠ (ଆଲୋଚନା) ୨୧:୪୪, ୧୦ ଫେବୃଆରୀ ୨୦୧୪ (UTC)
    ଭାଇ କିଛି ଆବଶ୍ୟକ ପଡିବ ନାହିଁ । କେବଳ en:ଅମୁକ ଯୋଡିଦେବା ପରେ ଅନ୍ୟ ଗ୍ଲୋବାଲ ବଟ ଏହାକୁ ଠିକ କରିଦେଉଛନ୍ତି । ଯୋଡିବାର କିଛିଦିନ ପରେ ଏହାକୁ ଖାଲି କରିଦେଲେ କାମ ହେଇଯିବ :) । --ଶିତିକଣ୍ଠ (ଆଲୋଚନା) ୨୦:୨୩, ୧୧ ଫେବୃଆରୀ ୨୦୧୪ (UTC)
  2. ଏବେ ତମେ ଜାଣିଲଣି ବଟର ବ୍ୟବହାର ସମ୍ବନ୍ଧରେ, ତେଣୁ ମୋର ବି ସମର୍ଥନ   ସମର୍ଥନ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୩:୪୬, ୯ ଫେବୃଆରୀ ୨୦୧୪ (UTC)
    ଧନ୍ୟବାଦ ଭାଇ । କିଛି ଶିଖିଗଲିଣି ବାକି ଶିଖିଯିବି । :)--ଶିତିକଣ୍ଠ (ଆଲୋଚନା) ୨୧:୦୬, ୯ ଫେବୃଆରୀ ୨୦୧୪ (UTC)
  3.   ସମର୍ଥନ
    ଯଦି ଏହା କିଛି ଅସୁବିଧା ନ କରି ଉଇକିପିଡିଆ ଉନ୍ନତିରେ ସାହାଯ୍ୟ କରୁଛି ତାହେଲେ ମୋର ସମର୍ଥନ । ବଟ ବିଷୟରେ ଟିକେ ଅଧିକ ଲେଖିଲେ ଭଲ ହୁଅନ୍ତା ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୮:୫୫, ୯ ଫେବୃଆରୀ ୨୦୧୪ (UTC)
    ସମର୍ଥନ ନିମନ୍ତେ ଧନ୍ୟବାଦ ଭାଇ । ଯଦି କିଛି ଅସୁବିଧା ହେବାର ଦେଖିବେ ତେବେ ଜଣେଇବା ପାଇଁ ଅନୁରୋଧ । ଉଇକିପିଡିଆ ବଟ ସମ୍ପର୍କରେ ଲେଖାଟିଏ ଲେଖିବା ପାଇଁ ଯୋଜନା କରୁଛି । --ଶିତିକଣ୍ଠ (ଆଲୋଚନା) ୨୧:୦୬, ୯ ଫେବୃଆରୀ ୨୦୧୪ (UTC)
  4.   ସମର୍ଥନ
ମୋର ଯଥେଷ୍ଟ ଧାରଣା ନାହିଁ , କିନ୍ତୁ ଆଶା ଏହା ଦ୍ଵାରା ବହୁତ କଷ୍ଟସାଧ୍ୟ କାର୍ଯ୍ୟ ସହଜରେ କରିହେବ ଓ ତମେ ଦାୟିତ୍ଵ ବୁଝି ଏହାର ପରିଚାଳନା କରିବ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୨୨, ୯ ଫେବୃଆରୀ ୨୦୧୪ (UTC)
ନିଶ୍ଚୟ ଭାଇ, ଧନ୍ୟବାଦ । :)--ଶିତିକଣ୍ଠ (ଆଲୋଚନା) ୨୧:୦୬, ୯ ଫେବୃଆରୀ ୨୦୧୪ (UTC)