ଉଇକିପିଡ଼ିଆ:ପରିଚାଳକ
(ଉଇକିପିଡ଼ିଆ:Adminରୁ ଲେଉଟି ଆସିଛି)
ଏଇ ପୃଷ୍ଠାଟି ଓଡ଼ିଆ ଉଇକିପିଡ଼ିଆର ପରିଚାଳକମାନଙ୍କର ଏକ ତାଲିକା ।
ଓଡ଼ିଆ ଉଇକିପିଡ଼ିଆର ପରିଚାଳକଗଣ
ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆରେ ୪ ଜଣ ପରିଚାଳକ ଅଛନ୍ତି । ଅଧିକ ଜାଣିବା ପାଇଁ ପରିଚାଳକ ତାଲିକା ଦେଖନ୍ତୁ ।
- MKar ([[::User talk:MKar|talk]] · [[::Special:Contributions/MKar|contribs]] · blocks · protections · deletions · page moves · rights · ଛାଞ୍ଚ:User-multi/rfa)
- Psubhashish ([[::User talk:Psubhashish|talk]] · [[::Special:Contributions/Psubhashish|contribs]] · blocks · protections · deletions · page moves · rights · ଛାଞ୍ଚ:User-multi/rfa)
- Jnanaranjan sahu ([[::User talk:Jnanaranjan sahu|talk]] · [[::Special:Contributions/Jnanaranjan sahu|contribs]] · blocks · protections · deletions · page moves · rights · ଛାଞ୍ଚ:User-multi/rfa)
ପରିଚାଳନା ପରିସଂଖ୍ୟାନ
ପରିଚାଳକମାନଙ୍କ ପାଇଁ ନିୟମାବଳୀ
ଉକ୍ତ ନିୟମାବଳୀ ୨୦୨୪ ନଭେମ୍ବର ୫ରେ ଆଲୋଚନା ସଭାରେ ସର୍ବସମ୍ମତ୍ତି କ୍ରମେ ଗୃହୀତ ହୋଇଥିଲା:
- ପରିଚାଳକ ପଦରେ ରହିଲେ ବର୍ଷକୁ ୫୦ଟି ପରିଚାଳନା ସମ୍ପାଦନା କରିବାକୁ ହେବ ।
- ଗତ ୩ ବର୍ଷ ଭିତରେ ବର୍ଷକୁ ୫୦ରୁ କମ ପରିଚାଳନା ସମ୍ପାଦନା କରିଥିବା ସଭ୍ୟଙ୍କୁ ସାମୟିକ ଭାବେ ପରିଚାଳକ ପଦ ହରେଇବାକୁ ପଡ଼ିବ । ଫଳରେ ସକ୍ରିୟ ଉଇକିଆଳିମାନେ ପରିଚାଳକ ହୋଇପାରିବେ । ଯଦି ଆଗରୁ ପରିଚାଳକ ଥିବା ଜଣେ ପୁଣି ସକ୍ରିୟ ସମ୍ପାଦନା କରିବା ଆରମ୍ଭ କଲେ (ମାସ ପିଛା ପ୍ରସଙ୍ଗ ଭିତରେ ୧୦ଟି ସମ୍ପାଦନା ବା ଉଇକିଡାଟାରେ ସମ୍ପାଦନା) ତାହେଲେ ସେ ଆଉଥରେ ଆବେଦନ କରି ପରିଚାଳକ ହୋଇପାରିବେ ।
- ଆଗରୁ ଅନ୍ୟମାନଙ୍କ ପ୍ରସଙ୍ଗରେ ଆଧାର ବା ଅନ୍ୟାନ୍ୟ ସୁଧାର ପାଇଁ ଛାଞ୍ଚ ପକା, ପ୍ରସଙ୍ଗ ଲିଭା ପାଇଁ ଛାଞ୍ଚ ପକା ବା କେହି ଜାଣିଶୁଣି ଭୁଲ କଲେ ତାକୁ ପଛକୁ ଫେରାଇବା ଭଳି ପରିଚାଳନା କାମ କରିଆସିଥିବା ପୁରୁଖା ଉଇକିଆଳି ନିଜେ ପରିଚାଳକ ହେବା ପାଇଁ ଆବେଦନ କରିପାରିବେ । ଏଥି ପାଇଁ ମୁଖ୍ୟତଃ ଉଇକିପିଡ଼ିଆର ନିୟମାବଳୀ ଓ କିଛି ପରିମାଣରେ ବୈଷୟିକ (technical) ଓ ଭାଷାଗତ (lingustic) ଜ୍ଞାନ ଲୋଡ଼ା ।