ଉଇକିପିଡ଼ିଆ:ଭିଡିଓୱିକି/ଆଶା ଭୋସଲେ

ଲେଖା ଚାଲୁଅଛି

ଭିଡିଓୱିକି/ଆଶା ଭୋସଲେ (Tutorial)
ଫାଇଲ:ଉଇକିପିଡ଼ିଆ-ଭିଡିଓୱିକି-ଆଶା ଭୋସଲେ.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ଆଶା ଭୋସଲେ[୧] ୧୯୩୩ ସାଲ ସେପ୍ଟେମ୍ବର ମାସ ଆଠ ତାରିଖରେ ଜନ୍ମ ନେଇଥିବା ଏଇ ମହିଳା ଜଣକ ହିନ୍ଦି ସିନେମାର ଏକ ପ୍ରଥିତଯଶା ଗାୟିକା।

 

ପୁର୍ବ ଜୀବନ ସମ୍ପାଦନା

Asha Bhosle was born in the small hamlet of Goar in Sangli, then in the salute princely state of Sangli (now in Maharashtra), into the musical family of Master Deenanath Mangeshkar, on 8 September 1933.[୨]

 

ଭଉଣୀ ଲତା ମଙ୍ଗେସ୍କର ସମ୍ପାଦନା

ଆଶା ଭୋସଲେଙ୍କ ହେଉଛନ୍ତି ପ୍ରସିଦ୍ଧ ପାର୍ଶ୍ୱଗାୟିକା ଲତା ମଙ୍ଗେସ୍କରଙ୍କର ଭଗିନୀ Lata,

 

ଭଉଣୀ ଉଷା ମଙ୍ଗେସ୍କର ସମ୍ପାଦନା

ଉଷା ମଙ୍ଗେସ୍କରଙ୍କର Usha ହେଉଛନ୍ତି ଜଣେ ପ୍ରକ୍ଷାତ ଗାୟୀକା । ସିଏ ହିନ୍ଦି, ମରାଠି, ବଙ୍ଗାଳୀ, ନେପାଳି, ଭୋଜପୁରୀ ଏବଂ ଗୁଜୁରାତୀ ଭାଷାରେ ଅନେକ ଗୀତ ଗାଇଛନ୍ତି ।

 

ଭଉଣୀ ମୀନା ମଙ୍ଗେସ୍କର ସମ୍ପାଦନା

ମୀନା ମଙ୍ଗେସ୍କରMeena ହେଉଛନ୍ତି ଜଣେ ଗୀତିକାର ଐବଂ ଜଣେ ପ୍ରଛଦପଟ ଗାୟୀକା । ସିଏ ଆଶା ଭୋସଲେଙ୍କ ବଡ଼ ଭଉଣୀ ।

 

ଭାଇ ହୃଦୟନାଥ ମଙ୍ଗେସ୍କର ସମ୍ପାଦନା

ହୃଦୟନାଥ ମଙ୍ଗେସ୍କର Hridaynath ହେଉଛନ୍ତି, ଆଶା ଭୋସଲେଙ୍କ ଛୋଟ ଭାଇ। ସିଏ ଜଣେ ପ୍ରକ୍ଷାତ ସଙ୍ଗୀତ ନିର୍ଦେଶକ ।

 

ବିବାହ ସମ୍ପାଦନା

ମାତ୍ର ୧୬ ବର୍ଷ ବୟସରେ ସିଏ ୩୧ ବର୍ଷ ବୟସର ଗଣପତରାଓ ଭୋସଲେଙ୍କ ସ‌ହିତ ଘରଛାଡ଼ି ଚାଲିଯାଇଥିଲେ ଏବଂ ନିଜ ପରିବାରର ଇଛା ବିରୁଦ୍ଧରେ ଯାଇ ବିବାହ କରିଥିଲେ । [୨]

 

୧୯୪୯ ମସିହାରେ ହିନ୍ଦି ସିନେମା ଜଗତରେ ସିନେମା ରାତ୍ କି ରାନୀ Raat Ki Raani ପାଇଁ ତାଙ୍କର ଥିଲା ସେନେମା ଜଗତରେ ପ୍ରଥମ ନିଜସ୍ୱ ଅବଦାନ । ସିନେମା A R Qureshi, Sajjad Hussain, and Ghulam Mohammed ପାଇଁ ଜଣେ ଗୀତିକାର ହିସାବରେ ସିଏ ବ‌ହୁତ ସୁନାମ ଅର୍ଜନ କରିଛନ୍ତି ।

 

Sangdil ସମ୍ପାଦନା

୧୯୫୨ ମସିହାରେ ସିନେମା ସଙ୍ଗ‌ଦିଲ୍ Sangdil ର ଗାୟୀକା ହିସାବରେ ସିଏ ହ‌ହୁତ ସମ୍ମାନୀଗ ହୋଇଛନ୍ତି । ୧୯୫୩ ମସିବାରେ ପ୍ରଖ୍ୟାତ ସିନେମା ନିର୍ଦେଶକ ବିମଲ ରୋୟ Bimal Roy ସିନେମା ପରିଣୀତା ପାଇଁ ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ ।

 

ଓ.ପି. ନାୟାର ସମ୍ପାଦନା

୧୯୫୬ ମସିହାରେ ଓ.ପି. ନାୟାରO P Nayyar ତାଙ୍କର ଚଳଚ୍ଚିତ୍ର ସି ଆ ଡ଼ି CID ରେ ତାଙ୍କୁ କାମ କରିବା ପାଇଁ ସୁଯୋଗ ଦେଇଥିଲେ ।

 

ବି.ଆର. ଚୋପ୍ରା ସମ୍ପାଦନା

୧୯୫୭ ମସିହାରେ ସେ ବି.ଆର. ଚୋପ୍ରାଙ୍କB R Chopra ସ‌ହିତ ଚଳଚ୍ଚିତ୍ର ନ‌ୟା ଦ୍ୱରNaya Daur ରେ କାମ କରି ଜଣେ ଗୀତିକାର ହିସାବରେ ଜୀବନର ପ୍ରଥମ ସଫଳତା ହାସଲ କରିଥିଲେ ।

 

ତୀସ୍‌ରି ମଞ୍ଜିଲ ସମ୍ପାଦନା

୧୯୬୬ ମସିହା ରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦଶକ ରାହୁଲ ଦେବ ବର୍ମନଙ୍କ R D Burman's ସିନେମା ତୀସ୍‌ରି ମଞ୍ଜିଲ Teesri Manzil ପାଇଁ ପ୍ରଥମ ଯୁଗ୍ମ ସ୍ୱ‌ର ପ୍ରଦାନ କରିଥିଲେ ।

 

Voice of Helen ସମ୍ପାଦନା

During the 1960-70s, she was the voice of Bollywood's actress and dancer, Helen, on whom "O Haseena Zulfon Wali" was picturised. It is said that Helen would attend her recording sessions so that she could understand the song better and plan dance steps accordingly.[୩]

 

ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ସମ୍ପାଦନା

ସିଏ ନିଜର ଗଜଲ ପାଇଁ ପ୍ରଥମ ମହିଳା ଗଜଳ ଗାୟୀକା ହିସାବରେ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର National Film Award ପାଇଥିଲେ । ଏହାର କିଛି ବର୍ଷ ପରେ ୧୯୮୭ ମସିହାରେ ସେ ତାଙ୍କର ଇଜ୍ଜାଜତ୍Ijaazat ଚଳଚିତ୍ର ପାଇଁ ମେରା କୁଛ ସାମାନ "Mera Kuchh Saamaan" ଗୀତ ପାଇଁ ଦ୍ୱିତୀୟ ଥର ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ ।

 

୨୦୦୦ରୁ ସମ୍ପାଦନା

During the 2000s, several of Bhosle's numbers became chartbusters, including "Radha Kaise Na Jale" from Lagaan in 2001, "Kambakht Ishq" from Pyaar Tune Kya Kiya in 2001, "Yeh Lamha" from Filhaal in 2002 and "Lucky Lips" from Lucky in 2005.[୩]


ମାଇ (Mai) ସମ୍ପାଦନା

୨୦୧୩ ମସିହାରେ ଆଶା ଚଳଚ୍ଚିତ୍ର ମାଇMai ପାଇଁ ଜଣେ ୬୫ ବର୍ଷର ବୃଦ୍ଧା ରୋଗରେ ପିଡ଼ିତାAlzheimer's disease ମାଆର ଭୁମିକା ନିଭାଇଥିଲେ ।

 

ଆଶାଙ୍କ କାର୍ଯକ୍ରମ ବିଦେଶୀ ଶିଳ୍ପୀଙ୍କ ସ‌ହିତ ସମ୍ପାଦନା

୧୯୮୦ ଏବଂ ୧୯୯୦ ମସିହାରେ ଆଶା କାନାଡା, ଦୁବାଇ Dubai ,ଲଣ୍ଡନ, ଆମେରିକା ଏବଂ ଅନ୍ୟ ବ‌ହୁତ ଦେଶକୁ ଯାଇ ସେଠିକାର ଶିଳ୍ପୀଙ୍କ ସ‌ହିତ ନିଜର ପ୍ରତିଭା ଦେଖାଇଛନ୍ତି । ସେ ଲଣ୍ଡନରେ ସୁଦେଶ ଭୋସଲେ୍ ଏବଂ ଅନ୍ୟ ଶିଳ୍ପୀଙ୍କ ସ‌ହିତ ମିଶି "ବୃଦ୍ଧ ବ୍ୟକ୍ତିଙ୍କ ସାହାଯ୍ୟ""Help the Aged" ନିମନ୍ତେ ଏକ କାର୍ଯକ୍ରମ କରିଥିଲେ ।

 

ସାରାହ ବ୍ରାଇଟମେନ୍ ସମ୍ପାଦନା

୨୦୦୩ ମସିହାରେ ଇଂଲଣ୍ଡର ଅପେରା ପ୍‌ପ ଗାୟୀକା ସାରାହ ବ୍ରାଇଟମେନ୍ Sarah Brightman ଆଶା ଭୋସଲେଙ୍କ ଗୀତ ଦିଲ୍ ଚୀଜ କ୍ୟା ହେ କୁ ନିଜ ଆଲ୍‌ବମ୍ ହରେମ୍‌ Harem ପାଇଁ ବ୍ୟବ‌ହାର କରିଥିଲେ ।

 

ପୁରସ୍କାର ସମ୍ପାଦନା

ଆଶା ଭୋସଲେ ସାତଟି ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । Filmfare Best Female Playback Awards of 18 nominations.[୪]

 

ଗ୍ରାମୀ ସମ୍ମାନ (Grammy Award) ସମ୍ପାଦନା

୧୯୯୭ ମସିହାରେ ଆଶା ଭୋସଲେ ହେଉଛନ୍ତି ପ୍ରଥମ ଭାରତୀୟ ଗାୟୀକା ଯିଏ ଗ୍ରାମୀ ସମ୍ମାନGrammy Award ପାଇଁ ମୋନନୀତ ହୋଇଥିଲେ ।

 

ପଦ୍ମ ବିଭୁଷଣ ସମ୍ପାଦନା

ଆଶା ଭୋସଲେ ଭାରତ ସରକାରଙ୍କ Government of India ଠାରୁ ପଦ୍ମ ବିଭୁଷଣ Padma Vibhushan ପୁରସ୍କାର ଦ୍ୱାରା ସମ୍ମାନୀତ ହୋଇଥିଲେ ।

 
  1. ଆଶା ଭୋନ୍ସଲେ, ଆଶା ଭୋନ୍ସାଲେ, ଆଶା ତାଈ(ମରାଠୀ ଭାଷାରେ ବଡ଼ ଭଉଣୀ) ନାମରେ ମଧ୍ୟ ପରିଚିତା। ( IMDB entry ଦେଖିଲେ ତାଙ୍କ ବିଷୟରେ ସବିଶେଷ ଜାଣି ପାରିବେ) ତେବେ ଆଶାଜୀ ନାମରେ ସେ ସବୁଠାରୁ ବେଶି ଲୋକପ୍ରିୟ।
  2. ୨.୦ ୨.୧ "Asha, 70 years, 70 landmarks". 8 September 2003. Archived from the original on 8 November 2006. Retrieved 2006-11-11.
  3. ୩.୦ ୩.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Asha Unplugged over the years ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. Asha Bhosle Awards. Asha-Bhosle.com. Accessed 18 October 2007