ଉଇକିପିଡ଼ିଆ:ପରିଛା ହେବା ପାଇଁ ଅନୁରୋଧ/Jnanaranjan sahu

ମୁଁ, ଜ୍ଞାନରଞ୍ଜନ ସାହୁ, ପରିଚାଳକ (administrator) ହୋଇ ଓଡ଼ିଆ ଉଇକିପିଡ଼ିଆକୁ ସଂଭାଳିବାକୁ ଚାହେଁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୫:୫୦, ୧୮ ସେପ୍ଟେମ୍ବର ୨୦୧୭ (IST)[reply]

ସମର୍ଥନ ସମର୍ଥନ ସମ୍ପାଦନା

  • ସମ୍ପୂର୍ଣ୍ଣ   ସମର୍ଥନ । ଜ୍ଞାନ ଜଣେ ପୁରୁଖା ଉଇକିଆଳି । ବିଭିନ୍ନ ସମୟରେ ଭିନ୍ନଭିନ୍ନ ପରିଚାଳନା ଦାୟିତ୍ୱ ନିର୍ବାହ କରିବାର ଅଭିଜ୍ଞତା ଓ ଟେକନିକାଲ ଜ୍ଞାନ ଥିବାରୁ ପରିଚାଳକ ହେଲେ ଅନେକ କାମରେ ଲାଗିବ । ଅଧୁନା ମୃତ୍ୟୁଞ୍ଜୟ କରଙ୍କ ଛଡ଼ା ବାକି ପରିଚାଳକମାନେ ସେତେ ସକ୍ରିୟ ନାହାନ୍ତି ତେଣୁ ଆଉ ଜଣେ ପରିଚାଳକଙ୍କ ଆବଶ୍ୟକତା ରହିଛି । --ସୁଭାସିସ ପାଣିଘରି (ଆଳାପ) ୨୦:୪୨, ୧୬ ସେପ୍ଟେମ୍ବର ୨୦୧୭ (IST)[reply]
ଯେଉଁ ପରିଚାଳକମାନେ ସକ୍ରିୟ ନାହାନ୍ତି, ମୋହିସାବରେ ସେମାନେ ପରିଚାଳକ ନରହିଲେ ଭଲ । ନିୟମ କିଛି ଅଛିକି ଏବାବଦକୁ !--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୩୦, ୧୮ ସେପ୍ଟେମ୍ବର ୨୦୧୭ (IST)[reply]

ବିରୋଧ ବିରୋଧ ସମ୍ପାଦନା

ନିରପେକ୍ଷ ନିରପେକ୍ଷ ସମ୍ପାଦନା