ଉଇକିପିଡ଼ିଆ:କର୍ମଶାଳା/କିସ ଉଇକିପାଠାଗାର ପ୍ରକଳ୍ପ/୪
ଏହି କର୍ମଶାଳାଟି ଛାତ୍ରମାନଙ୍କୁ ତାଲିମ ଦେବା ନିମନ୍ତେ ଉଦ୍ଦିଷ୍ଟ । "କାର୍ଯ୍ୟକାରୀ ଦଳ"ର ସଦସ୍ୟମାନେ ଛାତ୍ରମାନଙ୍କୁ ଓଡ଼ିଆ ଉଇକିପାଠାଗାର ବାବଦରେ ସୂଚନା ଦେବେ ଓ ସେମାନଙ୍କୁ ଓଡ଼ିଆରେ ଟାଇପ କରିବା ଶିଖାଇବେ । ଅକ୍ଟୋବର ୧୭ ତାରିଖରେ ଏହି କର୍ମଶାଳାଟି ଆୟୋଜିତ ହେବ ।
ପରିଚାଳନା ସମ୍ପାଦନା
- ପ୍ରୀତିନନ୍ଦା ରାୟ - ପରିଚାଳକ
- ସୁବାସ ଚନ୍ଦ୍ର ରାଉତ, ପୁରୁଖା ଓଡ଼ିଆ ଉଇକିଆଳି
- ସୁଭାସିସ ପାଣିଗାହି, ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
ଅଂଶଗ୍ରହଣ ସମ୍ପାଦନା
ତଳେ ଭାଗ ନେଇଥିବା ଶିକ୍ଷକଙ୍କ ଅଧୀନରେ ଥିବା ଦଳ ଅନୁସାରେ ଲେଖାଯାଇଛି ।
ପ୍ରୀତିନନ୍ଦା ରାୟ ସମ୍ପାଦନା
ମହତ ଶତପଥୀ ସମ୍ପାଦନା
ଲୁସିନା ପ୍ରିୟଦର୍ଶିନୀ ରାଉତ ସମ୍ପାଦନା
ଶାସ୍ୱତୀ ଜେନା ସମ୍ପାଦନା
ନୀଳିମା ସାମନ୍ତ ସମ୍ପାଦନା
ମାନସୀ ଚନ୍ଦ୍ର ନାୟକ ସମ୍ପାଦନା
ସାଗରିକା ପରିଡ଼ା ସମ୍ପାଦନା
ସର୍ବେଶ୍ୱର ବେହେରା ସମ୍ପାଦନା
ଲୁସି ପ୍ରିୟଦର୍ଶିନୀ ନାୟକ ସମ୍ପାଦନା
ବିବରଣୀ ସମ୍ପାଦନା
- ଦୁର୍ଗା ପୂଜା ଛୁଟି ଓ କଲେଜରେ ଅନ୍ୟାନ୍ୟ କାମ ହେତୁ ଶିକ୍ଷକମାନେ ଛାତ୍ରମାନଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମ କରିବାର ଅବକାଶ ପାଇନଥିଲେ । ଏଥି ପାଇଁ ବିଳମ୍ବ ହେଲା ।
ବୈଷୟିକ ଅସୁବିଧା ଓ ସମାଧାନ ସମ୍ପାଦନା
- କମ୍ପୁଟରମାନଙ୍କରେ ଏକ୍ସପିରେ ଓଡ଼ିଆ ଠିକ ଭାବେ ଦିଶୁନଥିବାର ତାହାକୁ ସୁଧାରିବା ପାଇଁ ଅନେକ ସମୟ ଲାଗିଥିଲା ।