ନ୍ୟାସନାଲ ଆଲୁମିନିୟମ କମ୍ପାନି

ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ) ଏସିଆର ବୃହତମ ଆଲୁମିନିୟମ କମ୍ପାନି ଅଟେ । ଏହା ୧୯୮୧ ମସିହାରେ ଭାରତ ସରକାରଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ଏହି କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଅଛି । ଓଡ଼ିଶାର ଦାମନଯୋଡିଅନୁଗୁଳ ନାଲକୋର ସମନ୍ୱିତ ଆଲୁମିନିୟମ କମ୍ପ୍ଲେକ୍ସମାନ ରହିଛି । ନାଲକୋ ନିଜସ୍ୱ ଖଣିରୁ ବକ୍ସାଇଟ ଉତ୍ତୋଳୋନ କରି ସେଥିରୁ ଆଲୁମିନା, ଆଲୁମିନିୟମ ତିଆରି କରେ । ଏହି ଉତ୍ପାଦସବୁ ନାଲକୋ ଉଭୟ ଭାରତ ଭିତରେ ବିକ୍ରୀ ତଥା ବିଦେଶ ରପ୍ତାନି କରେ ।

ନେସ୍‌ନାଲ୍ ଆଲୁମିନିଅମ୍ କମ୍ପାନି
National Aluminium Company Limited
ପ୍ରକାରସାର୍ବଜନିକ କମ୍ପାନି
ସଂସ୍ଥାର ପ୍ରକାରଆଲୁମିନିଅମ୍ ଧାତୁ ଶିଳ୍ପ
ତିଆରି କରାଯାଇଥିଲା୯ ଜାନୁୟାରୀ, ୧୯୮୧
ପ୍ରତିଷ୍ଠାତାଭାରତ ସରକାର
ମୂଖ୍ୟାଳୟଭୁବନେଶ୍ୱର,ଓଡ଼ିଶା,ଭାରତ
ଜାଗାଦାମନଯୋଡି, ଅନୁଗୁଳ
ମୂଳ ଲୋକଶ୍ରୀ ଅଂଶୁମାନ ଦାସ (ସି. ଏମ. ଡି.) [୧]
ପ୍ରଡକ୍ଟଆଲୁମିନିଅମ୍ ଧାତୁ ଉତ୍ପାଦ, ଆଲୁମିନା,ଜିଓଲାଇଟ - ଏ [୨]
ସେବାବିଜୁଳି ବ୍ୟବସାୟ
ଲାଭ୧୫୯.୭୦ କୋଟି (କର ବାଦ ଦେଇ ମୋଟ ଲାଭ, ତ୍ରୈମାସିକ, ଜୁନ ୨୦୧୩)[୩]
Operating income{{{operating_income}}}
Net income{{{net_income}}}
AUM{{{aum}}}
ମୋଟ ସମ୍ପତ୍ତି୧୬୩୨୬.୯୫ କୋଟି (୩୧/୦୩/୨୦୧୩ ସୁଦ୍ଧା)
Total equity{{{equity}}}
ମାଲିକଭାରତ ସରକାର (୮୧.୦୬%), ଭାରତୀୟ ଜୀବନ ବୀମା ନିଗମ (୭.୦୮%) , ବାକି ସାଧାରଣ ନିବେଶକ ଓ ମ୍ୟୁଚୁଆଲ ଫଣ୍ଡ
କର୍ମଚାରୀ ସଂଖ୍ୟା୭୫୫୫ (୩୧/୦୩/୨୦୧୩ ସୁଦ୍ଧା)
ବିଭାଗ..
  • ଖଣି ଓ ବିଶୋଧନ ପରିସର , ଦାମନଯୋଡି
  • ସ୍ମେଲ୍ଟର କାରଖାନା , ନାଲକୋ ନଗର ଅନୁଗୁଳ
  • କାପଟିଭ ଶକ୍ତି କେନ୍ଦ୍ର, ନାଲକୋ ନଗର ଅନୁଗୁଳ
  • ବନ୍ଦର ରପ୍ତାନୀ, ବିଶାଖାପାଟଣା
Traded asNSENATIONALUM
BSE532234
ୱେବସାଇଟwww.nalcoindia.com
References: {{{footnotes}}}

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା