ଉଇକିପିଡ଼ିଆ:ଓଡ଼ିଆ ଉଇକିପାଠାଗାର ସଭା ୨୦୧୪/ପରିଚାଳନା/ଖର୍ଚ୍ଚ

  • ଓଡ଼ିଆ ଉଇକିପାଠାଗାର ସଭା ୨୦୧୪ ଆୟୋଜନ ନିମନ୍ତେ CIS-A2K ଠାରୁ ମିଳିଥିବା ମୋଟ ଅର୍ଥ : ୫୦,୦୦୦.୦୦
  • ଖର୍ଚ୍ଚ ହୋଇଥିବା ଅର୍ଥ: Indian Rupee ₹୨୭,୩୪୩.୦୦
ନିର୍ମଳ ପାଖରେ ଥିବା Indian Rupee ₹୨୫,୦୦୦.୦୦ ର ବିବରଣୀ
କେଉଁ ବାବଦରେ ଅର୍ଥ ପରିମାଣ (Indian Rupee ₹) ମନ୍ତବ୍ୟ
ଖାଦ୍ୟ ୧,୮୫୨.୦୦ ୨୮.୧୧.୧୪ ମଧ୍ୟାହ୍ଣ ଭୋଜନ ଓ ରାତ୍ରୀଭୋଜନ
ଜଳଖିଆ ଓ ପାଣି ବୋତଲ ୫୦୦.୦୦ ଅତିଥି+ ଅଂଶଗ୍ରହଣକାରୀ
ଜଳଖିଆ ୩୦୦.୦୦ ୨୯.୧୧.୧୪ ସକାଳ
ଫ୍ଲେକ୍ସ ବ୍ୟାନର ଓ ଷ୍ଟିକର ୧,୦୭୧.୦୦ --
ଫୁଲତୋଡା ୪୨୦.୦୦ --
ଯାତାୟତ ଖର୍ଚ୍ଚ ୮,୦୦୦.୦୦ ସ୍ଥାନୀୟ ଯାତାୟତ ଖର୍ଚ୍ଚ ୧,୦୦୦ ସହିତ
ଶୁଭାଶିଷ ୬,୫୦୦.୦୦ --
ମୋଟ ଖର୍ଚ୍ଚ ୧୮,୬୪୩.୦୦ ବଳକା Indian Rupee ₹୬,୩୫୭ ସୁବାସ ସାରଙ୍କ ପାଖକୁ ପଠାଗଲା
ମୋଟ ପାଣ୍ଠି ୫୦,୦୦୦/- ର ବିବରଣୀ
କେଉଁ ବାବଦରେ ଅର୍ଥ ପରିମାଣ (Indian Rupee ₹) ମନ୍ତବ୍ୟ
ନିର୍ମଳ ଦ୍ଵାରା ଖର୍ଚ୍ଚ ୧୮,୬୪୩ ସମସ୍ତ ରସିଦ ବେଙ୍ଗାଲୁରୁ ପଠାସରିଛି
ଶୈଳେଶ ୫,୦୦୦.୦୦ + ୫୦୦ ୨୯/୧୧/୨୦୧୪ ସମଦୃଷ୍ଟି କାର୍ଯାଳୟ ଠାରେ ମଧ୍ୟାହ୍ଣ ଭୋଜନ ପାଇଁ । Taxi ପାଁଇ
ଶୁଭାଶିଷ ୩,୭୦୦.୦୦ --
ସର୍ବ ମୋଟ ଖର୍ଚ୍ଚ ୨୭,୮୩୪.୦୦ ବଳକା Indian Rupee ₹୨୨,୧୫୭/-