ଉଇକିପିଡ଼ିଆ:ଓଡ଼ିଆ ଉଇକିପାଠାଗାର ସଭା ୨୦୧୪




ଓଡ଼ିଆ ଉଇକିପାଠାଗାର ସଭା
ଓଡ଼ିଆ ଭାଷାରେ ଏକ ଇ-ପାଠାଗାରର ଉତ୍ତରଣ
୨୮ ନଭେମ୍ବର ୨୦୧୪, ଜୟଦେବ ଭବନ, ଭୁବନେଶ୍ୱର
ଅପରାହ୍‌ଣ ୩-୫ ଘଟିକା

ଆଲୋଚନାଚକ୍ର: ଓଡ଼ିଆ ବହିର ଇ-ଅଭିଲେଖ
ସନ୍ଧ୍ୟା ୫-୮ ଘଟିକା
ସାଧାରଣ ସଭା
#Odiaws2014

ପ୍ରେସବିବରଣୀଫଟୋପରିଚାଳନା
ଅତିଥି

କାର୍ଯ୍ୟକ୍ରମ ସବିଶେଷ
ଦିବା ୩ - ୫ ଘଟିକା ଦିବା ୫ - ୭ ଘଟିକା

୩-୪:୩୦ ଘଟିକା: ଆଲୋଚନାଚକ୍ର "ଓଡ଼ିଆ ବହିର ଇ-ଅଭିଲେଖ"

  • ସଞ୍ଚାଳକ: ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ

ଏଥିରେ ଭାଗନେବେ:

  • ଡ ସୁବ୍ରତ ପୃଷ୍ଟି, ଓଡ଼ିଆ ଶିକ୍ଷା ଓ ଅଧ୍ୟୟନ ଅନୁଷ୍ଠାନ
  • ଅଜିତ ନାୟକ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ
  • ଏବଂ ଓଡ଼ିଆ ଉଇକିଆଳି
୪.୩୦ - ୫ ଘଟିକା
  • ଡକୁମେଣ୍ଟାରି "ଓଡ଼ିଆ: ଶିଳାଲେଖରୁ ମୋବାଇଲ"
  • ଅତିଥିଙ୍କ ପରିଚୟ ପ୍ରଦାନ (ଶୁଭ୍ରାଂଶୁ ପଣ୍ଡା)
  • ସଭାପତିଙ୍କୁ ସଭା ପରିଚାଳନା ପାଇଁ ନିମନ୍ତ୍ରଣ (ଆଦିତ୍ୟ ମହାର)
  • ସ୍ୱାଗତ ସମ୍ଭାଷଣ (ମୃତ୍ୟୁଞ୍ଜୟ କର)
  • ବିବରଣୀ ପାଠ (ସୁଭାସିସ ପାଣିଗାହି)
  • ସଭାପତି ଓ ଅତିଥିଗଣ ମଞ୍ଚାସୀନ
  • ବହିଦାନ କରିଥିବା ଲେଖକ/ସତ୍ୱାଧିକାରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ
  • ଦୁଇଜଣ ଉଇକିଆଳିଙ୍କ ଅନୁଭୂତି ବଖାଣ
    • ଡା ସୁବାସ ଚନ୍ଦ୍ର ରାଉତ
  • ସଭା ସାଙ୍ଗ


ଯୋଗାଯୋଗ

  • ଜ୍ଞାନରଞ୍ଜନ ସାହୁ
  • ସୁଭାସିସ ପାଣିଗ୍ରାହୀ (୮୮୯୫୨୪୬୧୭୭)