ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୪/ସହାୟତା
ହୋମ୍ | ୨୦୨୪ | ୨୦୨୩ | ୨୦୨୨ | ୨୦୨୧ | ୨୦୨୦ | ୨୦୧୯ | ୨୦୧୮ | ୨୦୧୭ | ୨୦୧୬ | ୨୦୧୫ |
ମୁଖ୍ୟପୃଷ୍ଠା | ନିୟମାବଳୀ | ଆଲୋଚନା | ସହାୟତା | ଅଂଶଗ୍ରହଣ କରିଥିବା ଉଇକିଆଳି |
ପ୍ରସଙ୍ଗ Submit କରିବେ
ସମ୍ପାଦନାଓଡ଼ିଆ ଉଇକିପିଡ଼ିଆରେ ଏସିଆ ମାସ ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିଲାପରେ ନିମ୍ନରେ ଥିବା Submit ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍ରେ ଯୋଡ଼ନ୍ତୁ ।
- ଫାଉଣ୍ଟେନ ଟୁଲ୍ରେ କାହିଁକି ଯୋଡ଼ିବେ?
- ଏହି ଗଣ-ସମ୍ପାଦନା ପାଇଁ ପ୍ରସଙ୍ଗ ଲେଖିସାରିବାପରେ ଏହା ଗ୍ରହଣୀୟ ହେବ କି ନାହିଁ, ତାକୁ ଜୁରୀମାନେ ନିର୍ଦ୍ଧାରଣ କରିବେ ।
- ପ୍ରସଙ୍ଗ ଗ୍ରହଣୀୟ ହେବାପାଇଁ ଥିବା ନିୟମ ବିଷୟରେ ଆମର ନିୟମାବଳୀ ପୃଷ୍ଠା ଦେଖିପାରିବେ ।
- କେଉଁମାନେ ଜୁରୀ ହୋଇପାରିବେ?
- ପୁରୁଖା ଉଇକିଆଳୀମାନଙ୍କ ମଧ୍ୟରୁ ଜଣେ କି ଦୁଇଜଣଙ୍କୁ ଜୁରୀ ଭାବରେ ବଛାଯାଇଥାଏ, ଯେଉଁମାନେ ଏହିଭଳି ଗଣ-ସମ୍ପାଦନାଗୁଡ଼ିକ ପ୍ରସଙ୍ଗର ନିରୀକ୍ଷଣ କରିଥାନ୍ତି ।
- ଫାଉଣ୍ଟେନ ଟୁଲ୍ କ'ଣ ପାଇଁ?
- ଫାଉଣ୍ଟେନ୍ ଟୁଲ୍ରେ ଯୋଡ଼ିବାବେଳେ ଦିଆଯାଇଥିବା ସର୍ବନିମ୍ନ ନିୟମ ଅନୁସାରେ ପ୍ରସଙ୍ଗ ନ ଥିଲେ, ଫାଉଣ୍ଟେନ ଲିଙ୍କ୍ରେ ଯୋଡ଼ି ହୋଇପାରିବ ନାହିଁ । ଏଥିସହିତ ବ୍ୟବହାରକାରୀଙ୍କ ନାମ ଅନୁସାରେ ଗଢ଼ାଯାଇଥିବା ପ୍ରସଙ୍ଗ ତଳକୁ ତଳ ଦେଖାଇବା ସହିତ ଅନ୍ୟ ଉଇକିମିଡ଼ିଆ କମ୍ୟୁନିଟିର କର୍ଯ୍ୟ ମଧ୍ୟ ସହଜରେ ଦେଖିହେବ ।