ଉଇକିପିଡ଼ିଆ:ଉଇକିପତ୍ରିକା/ଅପ୍ରେଲ୨୦୧୨

ସାଧାରଣ ସୂଚନା ସମ୍ପାଦନା

କର୍ମଶାଳା ଓ ମେଳଣ ସମ୍ପାଦନା

ନିକଟ ଅତୀତରେ ଓଡ଼ିଆ ଉଇକିପିଡ଼ିଆର ପ୍ରସାର ତଥା ପ୍ରଚାର ନିମନ୍ତେ ଓଡ଼ିଆ ଉଇକିସଙ୍ଘ ଦ୍ଵାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ୫ ଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି

  1. ୩୦ ମାର୍ଚ୍ଚ ୨୦୧୨: ପ୍ରଥମ ଅନୁଗୋଳ କର୍ମଶାଳା
  2. ୩୧ ମାର୍ଚ୍ଚ ୨୦୧୨: ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ କର୍ମଶାଳା, କଟକ
  3. ୧ ଅପ୍ରେଲ ୨୦୧୨: ଦ୍ଵିତୀୟ ଭୁବନେଶ୍ଵର ମେଳଣ
  4. ୮ ଅପ୍ରେଲ ୨୦୧୨: ଉଇକି ଗଣ ସମ୍ପାଦନା, ଭୁବନେଶ୍ଵର
  5. ୨୨ ଅପ୍ରେଲ ୨୦୧୨: ମାସିକ ମେଳଣ, କଟକ

ଓଡ଼ିଆ ପ୍ରକଳ୍ପ ସମ୍ପାଦନା

ଉକିପିଡ଼ିଆ ସମ୍ପାଦନା

ନୂଆ ପ୍ରକଳ୍ପ ସମ୍ପାଦନା

ସଫଳତା ସମ୍ପାଦନା

  • ମୋଟ ପ୍ରସଙ୍ଗ ସଂଖ୍ୟା: ୨,୪୫୯
  • ମୋଟ ପଞ୍ଜିକୃତ ବ୍ୟବହାରକାରୀ ସଂଖ୍ୟା: ୩,୩୬୦
  • ମୋଟ ସମ୍ପାଦନ ସଂଖ୍ୟା: ୮୨,୦୮୧
  • ସାମଗ୍ରିକ ସ୍ଥିତି: ୧୭୫/୨୮୪

ଉଇକି ଅଭିଧାନ ସମ୍ପାଦନା

ସଫଳତା ସମ୍ପାଦନା

  • ଅପ୍ରେଲ ମାସରେ ଓଡ଼ିଆ ଉଇକି ଅଭିଧାନର ଶବ୍ଦ ସଂଖ୍ୟା ଏକଶତ ଟପିଲା ।

ଉଇକି କଥା ସମ୍ପାଦନା

ସଫଳତା ସମ୍ପାଦନା

ଅନ୍ୟାନ୍ୟ ସମ୍ପାଦନା

ଖବରରେ ସମ୍ପାଦନା