ଇସ୍କନ ମନ୍ଦିର, ଦିଲ୍ଲୀ

ଶ୍ରୀ ଶ୍ରୀ ରାଧା ପାର୍ଥସାରଥୀ ମନ୍ଦିର (ହିନ୍ଦୀ : श्री श्री राधा पार्थसारथी मन्दिर), ସାଧାରଣତଃ ଇସ୍କନ ମନ୍ଦିର ଭାବରେ ପରିଚିତ , ଏକ ସୁପରିଚିତ ବୈଷ୍ଣବ ମନ୍ଦିର , ଯାହା ଭାରତର ରାଜଧାନୀ ନୂଆଦିଲ୍ଲୀରେ ଅବସ୍ଥିତ ।ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ ଓ ରାଧାରଣୀଙ୍କୁ ଆରାଧନା କରାଯାଏ ଓ ତାଙ୍କୁ ରାଧା ପାର୍ଥସରଥୀ କୁହା ଯାଇଥାଏ । ଏହିମନ୍ଦିର 1998ରେ ନିର୍ମିତ ହେଇଥିଲା ଓ ଏହା ନୂଆ ଦିଲ୍ଲୀର କୈଳାସ ଅଞ୍ଚଳର ପୂର୍ବ ଭାଗରେସ୍ଥିତ ହରେ କୃଷ୍ଣ ପାହାଡ ଉପରେ ରହିଛି । ଏହା ନୂଆ ଦିଲ୍ଲୀର ଏକ ବିଶିଷ୍ଟ ପର୍ଯ୍ୟଟକ ସ୍ଥଳୀ । ଏଠାରେ ମନ୍ଦିର ସହ ଆଧୁନିକ ଭାବରେ ବେଦ ଉପରେ ଗବେଷଣା ପାଇଁ ବେଦିକ ଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।  

ଇସ୍କନ ମନ୍ଦିର , ନୂଆ ଦିଲ୍ଲୀ
Outer View of Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictNew Delhi
Location
ସ୍ଥାନHare Krishna Hills, East of Kailash
StateDelhi
CountryIndia
Architecture
TypeHindu temple architecture
Website
iskcondelhi

ମନ୍ଦିର ସମୂହ  ସମ୍ପାଦନା

ଇସ୍କନ ସଂସ୍ଥାର ଶ୍ରୀଲ ପ୍ରଭୁପାଦ [୧]ଙ୍କ ଆଦେଶାନୁସାରେ ଏହି ମନ୍ଦିରର ନକସା ଓ ନିର୍ମାଣ କାର୍ଯ୍ୟ ଅଚ୍ୟୁତ କାନବିନ୍ଧେ ନାମକ ସ୍ଥପତ୍ୟଙ୍କଦ୍ୱାରା 1993 ମସିହାରେ ହେଇଥିଲା । ଏଠାରେ ପୂଜକ ଓ ସେବକ ମାନଙ୍କ ପାଇଁ ଅନେକ ସଂଖ୍ୟାରେ କୋଠରି ରହିଛି । ପ୍ରଶାସନ ଓ ସେମିନାର ସବୁ କରିବା ପାଇଁ ଅନେକ ହଲ ନିର୍ମିତ ହେଇଛି । [ଆଧାର ଲୋଡ଼ା]

ଗ୍ୟାଲେରି  ସମ୍ପାଦନା

ଯାନୀ ଯାତ୍ରା  ସମ୍ପାଦନା

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା

  1. KK Ashraf, J Belluardo, An architecture of independence: the making of modern South Asia : Charles Correa, Balkrishna Doshi, Muzharul Islam, Achyut Kanvinde, ISBN 978-0-9663856-0-1, 1998, p.15

ବାହାର ଲିଙ୍କ  ସମ୍ପାଦନା