ଇବୁଟିଲାଇଡ (ଇଂରାଜୀ ଭାଷାରେ Ibutilide), କରଭର୍ଟ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସାହାଯ୍ୟରେ ନିକଟ ଅତୀତରେ ଆରମ୍ଭ ହୋଇଥିବା ଆଟ୍ରିଆଲ ଫିବ୍ରିଲେସନ୍ ଏବଂ ଆଟ୍ରିଆଲ ଫ୍ଲଟରକୁ ରୂପାନ୍ତର କରିବାକୁ ଚେଷ୍ଟା କରାଯାଏ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ଇବୁଟିଲାଇଡ
Clinical data
Trade namesCorvert
AHFS/Drugs.commonograph
MedlinePlusa601248
Pregnancy
category
  • C
Routes of
administration
Intravenous
Pharmacokinetic data
BioavailabilityN/A
Protein binding40%
MetabolismLiver oxidation
Elimination half-life6 hours (2-12 hours)
ExcretionKidney (82%), fecal
Identifiers
  • N-(4-{4-[ethyl(heptyl)amino]-1-hydroxybutyl}phenyl)methanesulfonamide
Chemical and physical data
FormulaC20H36N2O3S
Molar mass୩୮୪.୫୮ g·mol−1
3D model (JSmol)
  • O=S(=O)(Nc1ccc(cc1)C(O)CCCN(CC)CCCCCCC)C
  • InChI=1S/C20H36N2O3S/c1-4-6-7-8-9-16-22(5-2)17-10-11-20(23)18-12-14-19(15-13-18)21-26(3,24)25/h12-15,20-21,23H,4-11,16-17H2,1-3H3 checkY
  • Key:ALOBUEHUHMBRLE-UHFFFAOYSA-N checkY
  (verify)

ଆପେକ୍ଷିକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପାଲ୍ପିଟେସନ୍, ନିମ୍ନ ରକ୍ତଚାପ, ବାନ୍ତି, ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ | [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟର୍ସାଡେସ ଡି ପଏଣ୍ଟେସ ଏବଂ ଆଟ୍ରିଓଭେଣ୍ଟ୍ରିକୁଲାର ଅବରୋଧ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ତୃତୀୟ ଶ୍ରେଣୀର ଆଣ୍ଟିଆରିଦମିକ ଏବଂ କାର୍ଯ୍ୟ ସମ୍ଭାବନାକୁ ଦୀର୍ଘ କରି କାର୍ଯ୍ୟ କରେ ।[୧] [୨]

୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ପାଇଁ ଇବୁଟିଲାଇଡ ଅନୁମୋଦିତ ହୋଇଥିଲା ।[୧] ଏହା ୟୁରୋପର କିଛି ଅଂଶରେ ଅନୁମୋଦିତ କିନ୍ତୁ ବ୍ରିଟେନ ନୁହେଁ | [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧ ମିଗ୍ରା ମାତ୍ରାର ପାଇଁ ଏହାର ମୂଲ୍ୟ ପ୍ରାୟ ୩୨୫ ଡଲାର ଅଟେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Ibutilide Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 24 November 2021.
  2. "DailyMed - CORVERT- ibutilide fumarate injection, solution". dailymed.nlm.nih.gov. Archived from the original on 11 December 2021. Retrieved 25 November 2021.
  3. "List of nationally authorised medicinal products Active substance: ibutilide" (PDF). Archived (PDF) from the original on 19 September 2020. Retrieved 25 November 2021.
  4. "Ibutilide Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 25 November 2021.