ଇଡାରୁସିଜୁମାବ, ପ୍ରକ୍ସବିଣ୍ଡ ଏକ ବେପାର ନାମ, ଏକ ଔଷଧ ଯାହା ଡାବିଗାଟ୍ରାନର ପ୍ରଭାବକୁ ଓଲଟାଇବା ପାଇଁ ବ୍ୟବହୃତ ହୁଏ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯଦି ପ୍ରବଳ ରକ୍ତସ୍ରାବ କିମ୍ବା ଜରୁରୀ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ଇଡାରୁସିଜୁମାବ
Monoclonal antibody
TypeFab fragment
SourceHumanized (from mouse)
TargetDabigatran
Clinical data
Trade namesPraxbind
SynonymsBI-655075
AHFS/Drugs.commonograph
data
Pregnancy
category
Routes of
administration
Intravenous
Legal status
Legal status
Chemical and physical data
FormulaC2131H3299N555O671S11
Molar mass୪୭,୭୮୨.୭୧ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । [୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଡାବିଗାଟ୍ରାନ୍ ସ‌ହିତ ସଂଲଗ୍ମ ହୋଇ ତାହାକୁ ନିଷ୍କ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[୨] [୧]

୨୦୧୫ ମସିହାରେ ଆମେରିକାରେ ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଇଡାରୁସିଜୁମାବ ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରା ଔଷଧର ମୂଲ୍ୟ ୨୪୦୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୫୦୦ ଡଲାର ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Praxbind EPAR". European Medicines Agency (EMA). Archived from the original on 25 October 2020. Retrieved 16 October 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Praxbind- idarucizumab injection". DailyMed. 1 December 2019. Archived from the original on 25 March 2021. Retrieved 19 August 2020.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 131. ISBN 978-0857114105.
  4. "Praxbind Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 2 May 2021. Retrieved 25 November 2021.