ଇଗ୍ନେଶ ତିର୍କୀ

ଓଡ଼ିଆ ହକି ଖେଳାଳି

ଇଗ୍ନେଶ ତିର୍କି ଜଣେ ଭାରତୀୟ ହକି ଖେଳାଳି । ସେ ଜଣେ ମିଡ଼ଫିଲ୍ଡର ଭାବରେ ଖେଳନ୍ତି ।

ଇଗ୍ନେଶ ତିର୍କି
The President, Smt. Pratibha Devisingh Patil presenting Padma Shri Award to Shri Ignace Tirkey, at the Civil Investiture Ceremony-I, at Rashtrapati Bhavan, in New Delhi on March 31, 2010.jpg
ଇଗ୍ନେସ ତିର୍କି ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
ଜନ୍ମ ଓ ଜନ୍ମସ୍ଥାନ (1981-05-10) ୧୦ ମଇ ୧୯୮୧ (ବୟସ ୩୯)
ଲୁଲକିଡିହି, ସୁନ୍ଦରଗଡ଼, ଓଡ଼ିଶା
ବାପା ବୋଉୱାଲଟର ତିର୍କି, ରେଜିନା
ସମ୍ପର୍କୀୟପ୍ରବୋଧ ତିର୍କୀ‌ (ସାନ ଭାଇ)
ପୁରସ୍କାରପଦ୍ମଶ୍ରୀ

ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ଇଗ୍ନେଶ, ଓଡ଼ିଶାର ସୁନ୍ଦରଗଡ଼ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ୱାଲଟର ତିର୍କି ଓ ମାତାଙ୍କ ନାମ ରେଜିନା । ସେମାନେ ଥିଲେ ୭ ଭାଇ ଓ ସମସ୍ତେ ହକି ଖେଳନ୍ତି । ସବୁ ଭାଇମାନେ ସୁନ୍ଦରଗଡ଼ର "ଖାସି କପ"ର ନାମକରା ଖେଳାଳି ଥିଲେ । ଇଗ୍ନେଶ ତିର୍କିଙ୍କ ସାନ ଭାଇ ପ୍ରବୋଧ ତିର୍କି ମଧ୍ୟ ଭାରତ ତରଫରୁ ଖେଳିବାର ସୁଯୋଗ ପାଇଛନ୍ତି ।[୧]

ଖେଳ ଜୀବନସମ୍ପାଦନ କରନ୍ତୁ

ସେ ଭାରତ ପକ୍ଷରୁ ବେଲଜିୟମ ବିପକ୍ଷରେ ୨୦୦୧ ମସିହାରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ସେ ୨୦୦୪ରେ ଅନୁଷ୍ଠିତ ଅଲମ୍ପିକରେ ଭାରତ ପକ୍ଷରୁ ଖେଳିଥିଲେ । ୨୦୦୩ ଏସୀୟ କପ ଫାଇନାଲରେ ପାକିସ୍ଥାନକୁ ହରେଇ ଭାରତକୁ ଚାମ୍ପିୟନ କରିବାରେ ଇଗ୍ନେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।[୨]

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "ପ୍ରବୋଧଙ୍କ ବିଶ୍ୱକପ ଅଭିଜ୍ଞତା" (ସମ୍ବାଦ ୨୬/୧୧/୨୦୧୮ ପୃଷ୍ଠା ୧୭). Retrieved 26 November 2018.
  2. https://www.livehindustan.com/news/article/article1-story-241013.html
  3. "This Year's Padma Awards announced". Press Information Bureau. 25 January 2010. Retrieved 24 January 2015.

ଅଧିକ ତଥ୍ୟସମ୍ପାଦନ କରନ୍ତୁ