ଇକ୍ସେକିଜୁମାବ, ଟାଲ୍ଟଜ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ପ୍ଲେକ ସୋରିୟାସିସ୍, ସୋରିଆଟିକ ଆର୍ଥ୍ରାଇଟିସ୍ଏବଂ ଆଙ୍କିଲୋଜିଙ୍ଗ ସ୍ପଣ୍ଡିଲାଇଟିସ ଇତ୍ୟାଦି ରୋଗମାନଙ୍କାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] [୫] ମଧ୍ୟମରୁ ଗମ୍ଭୀର ଧରଣର ପ୍ଲେକ ସୋରିୟାସିସ୍ ପାଇଁ ଏହା ବ୍ୟବହୃତ ହୁଏ ।[୩] ଏହା ଚର୍ମ ତଳେ ଏକ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ଇକ୍ସେକିଜୁମାବ
Monoclonal antibody
TypeWhole antibody
SourceHumanized
TargetInterleukin 17A (IL-17A)
Clinical data
Pronunciationix-ee-KIZ-ue-mab[୨]
Trade namesTaltz
AHFS/Drugs.commonograph
MedlinePlusa616025
data
Pregnancy
category
Routes of
administration
Subcutaneous injection
Legal status
Legal status
  • AU: S4 (Prescription only)
  • UK: POM (Prescription only) [୪]
  • US: ℞-only
  • EU: Rx-only [୩]
  • ℞ (Prescription only)
Pharmacokinetic data
Bioavailability54–90%
MetabolismPresumably proteolysis
Elimination half-life13 days
Chemical and physical data
FormulaC6492H10012N1728O2028S46
Molar mass୧,୪୬,୧୯୨.୩୪ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସନଳୀ ସଂକ୍ରମଣ ଏବଂ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୫] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୬] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲିଉକିନ ୧୭କ ସ‌ହିତ ସଂଲଗ୍ନ ହୋଇ ଅବରୋଧ କରେ ଏବଂ ପ୍ରଦାହକୁ ହ୍ରାସ କରେ ।[୩]

୨୦୨୬ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇକ୍ସେକିଜୁମାବ ଅନୁମୋଦିତ ହୋଇଥିଲା ।[୫] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୮୦ ମିଗ୍ରା ମାତ୍ରାର ମୂଲ୍ୟ ୧୧୩୦ ପାଉଣ୍ଡ ଅଟେ ।[୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୨୫୦ ଡଲାର ଅଟେ ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ "Ixekizumab (Taltz) Use During Pregnancy". Drugs.com. 27 November 2019. Archived from the original on 27 March 2020. Retrieved 27 March 2020.
  2. "12 Difficult-to-Pronounce Drug Names". Pharmacy Times. 7 February 2018. Archived from the original on 21 March 2018. Retrieved 22 March 2018.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Taltz EPAR". European Medicines Agency (EMA). 2 May 2016. Archived from the original on 27 March 2020. Retrieved 27 March 2020.
  4. "Taltz 80 mg solution for injection in pre-filled syringe - Summary of Product Characteristics (SmPC)". (emc). 21 August 2019. Archived from the original on 27 March 2020. Retrieved 27 March 2020.
  5. ୫.୦ ୫.୧ ୫.୨ "Ixekizumab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 26 November 2021.
  6. "Ixekizumab (Taltz) Use During Pregnancy". Drugs.com (in ଇଂରାଜୀ). Archived from the original on 27 March 2020. Retrieved 1 December 2021.
  7. BNF 81: March-September 2021. BMJ Group and the Pharmaceutical Press. 2021. p. 1302. ISBN 978-0857114105.
  8. "Taltz Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 1 December 2021.