ଆସେଟିଲସିସ୍ଟିନ

ଏକ ଔଷଧ ଯାହା ପାରାସେଟାମୋଲ(ଆସେଟାମିନୋଫେନ) ଅଧିକମାତ୍ରାର ଚିକିତ୍ସା ନିମନ୍ତେ ଦିଆଯାଏ

ଆସେଟିଲସିସ୍ଟିନ, ଅନ୍ୟ ନାମ ଏନ-ଆସେଟିଲସିସ୍ଟିନ ବାr ଏନ-ଆସେଟିଲ-ଏଲ-ସିସ୍ଟିନ (ଏନଏସି), ଏକ ଔଷଧ ଯାହା ପାରାସେଟାମୋଲ(ଆସେଟାମିନୋଫେନ) ଅଧିକମାତ୍ରା (overdose) ନିମନ୍ତେ ଦିଆଯାଏ ଓ ସିସ୍ଟିକ ଫାଇବ୍ରୋସିସ ତ‌ଥା କ୍ରନିକ ଅବସ୍ଟ୍ରକ୍ଟିଭ ପଲମୋନାରି ଡିଜିଜ ରୋଗମାନଙ୍କରେ ବ‌ହଳିଆ ଖଙ୍କାର ପତଳା କରିବା ପାଇଁ ଦିଆଯାଏ । [୧] ଏହି ଔଷଧ ପାଟିରେ ଖାଇବାକୁ, ଶୀରାରେ ଇଞ୍ଜେକସନ ଆକାରରେ ଓ ଆଘ୍ରଣକାରୀ ଆକାରରେ ଦିଆଯାଏ ।[୧]

ଆସେଟିଲସିସ୍ଟିନ (ଆଇଏନଏନ)
Clinical data
Pronunciation/əˌsɛtəlˈsɪstn/
Trade namesAcetadote, Fluimucil, Mucomyst, Parvolex
AHFS/Drugs.commonograph
data
Pregnancy
category
  • AU: B2
  • US: B (No risk in non-human studies)
Routes of
administration
Oral, injection, inhalation
ATC code
Legal status
Legal status
Pharmacokinetic data
Bioavailability10% (Oral)[୨]
Protein binding50 to 83%[୧]
MetabolismLiver[୧]
Elimination half-life5.6 hours[୩]
ExcretionRenal (30%),[୧] faecal (3%)
Identifiers
  • (2R)-2-acetamido-3-sulfanylpropanoic acid[୪]
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.009.545 Edit this at Wikidata
Chemical and physical data
FormulaC5H9NO3S
Molar mass163.195
3D model (JSmol)
Melting point106 °C (223 °F)
Boiling point108 °C (226 °F)
Solubility in water200 mg/mL (20 °C)
  • CC(=O)NC(CS)C(O)=O
  • InChI=1S/C5H9NO3S/c1-3(7)6-4(2-10)5(8)9/h4,10H,2H2,1H3,(H,6,7)(H,8,9) ☒N
  • Key:PWKSKIMOESPYIA-UHFFFAOYSA-N ☒N
 ☒NcheckY (what is this?)  (verify)

ଔଷଧ ଖାଇଲେ ଅଇ ଓ ବାନ୍ତି ହୋଇପାରେ । ବେଳେବେଳେ ଚର୍ମ ଲାଲ ଦେଖାଯାଏ ଓ ଗଲୁ କରେ । ଆନାଫାଇଲାକ୍‌ସିସ ମଧ୍ୟ ହୋଇପାରେ । ଗର୍ଭାବସ୍ଥାରେ ଏହା ବିପଦମୁକ୍ତ ରହେ । ଏହାର କର୍ଯ୍ୟପ୍ରଣାଳୀ: ଗ୍ଲୁଟାଥାୟନ ସ୍ତର ବୃଦ୍ଧି କରେ ଓ ପରାସେଟାମୋଲର ବିଷାକ୍ତ ରାସାୟନିକ ବିଭାଜିତ ଦ୍ରବ୍ୟଗୁଡ଼ିକ ସ‌ହିତ ଯୋଡ଼ିହୋଇଯାଏ ।[୧]

ଆସେଟିଲସିସ୍ଟିନ ସନ ୧୯୬୦ରେ ପେଟେଣ୍ଟ କରାଯାଇଥିଲା ଓ ସନ ୧୯୬୮ରେ ବ୍ୟବ‌ହାର ନିମନ୍ତେ ଲାଇସେନ୍ସ ଦିଆଯାଇଥିଲା । [୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ । [୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Acetylcysteine". The American Society of Health-System Pharmacists. Retrieved Aug 22, 2015.
  2. Stockley, Robert A. (2008). Chronic Obstructive Pulmonary Disease a Practical Guide to Management. Chichester: John Wiley & Sons. p. 750. ISBN 9780470755280. {{cite book}}: Unknown parameter |name-list-format= ignored (|name-list-style= suggested) (help)
  3. "ACETADOTE (acetylcysteine) injection, solution [Cumberland Pharmaceuticals Inc.]". DailyMed. Cumberland Pharmaceuticals Inc. June 2013. Retrieved 8 November 2013.
  4. "L-Cysteine, N-acetyl- - Compound Summary". PubChem Compound. USA: National Center for Biotechnology Information. 25 March 2005. Identification. Retrieved 9 January 2012.
  5. Fischer, János; Ganellin, C. Robin (2006). Analogue-Based Drug Discovery. Weinheim: Wiley-VCH. p. 544. ISBN 9783527607495. {{cite book}}: Unknown parameter |name-list-format= ignored (|name-list-style= suggested) (help)
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. Baker, Emma (2014). Top 100 drugs : clinical pharmacology and practical prescribing. p. Acetylcysteine. ISBN 9780702055157. {{cite book}}: Unknown parameter |name-list-format= ignored (|name-list-style= suggested) (help)