ଆଶିଷ ନେହେରା

ଭାରତୀୟ କ୍ରିକେଟ ଖେଳାଳି

ଆଶିଷ ଦିବାନସିଂ ନେହେରା(୨୯ ଏପ୍ରିଲ ୧୯୭୯) ଭାରତୀୟ କ୍ରିକେଟ ଦଳର ଜଣେ ବାମହାତି ପେସ ବୋଲର । ୧୯୯୯ ପର୍ଯ୍ୟନ୍ତ ସେ ଭାରତୀୟ ଦଳ ତରଫରୁ ପ୍ରତିନିଧିତ୍ୱ କରୁଥିଲେ । ଆରମ୍ଭ ଓ ଅନ୍ତିମ ଓଭର ବୋଲିଂ ପାଇଁ ସେ ବେଶ ଜଣାଶୁଣା ।

Ashish Nehra
ବ୍ୟକ୍ତିଗତ ତଥ୍ୟ
ନାମAshish Nehra
ଜନ୍ମ (1979-04-29) ୨୯ ଅପ୍ରେଲ ୧୯୭୯ (ବୟସ ୪୪)
(Delhi), India
ବୋଲିଂ ପ୍ରକାରବାମହାତୀ ମଦ୍ଧମ ଧରଣର ଦୃତ ବୋଲର
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 220)24 February 1999 v [[Sri lanka national cricket team|Sri lanka]]
ଶେଷ ଟେଷ୍ଟ13 April 2004 v [[Pakistan national cricket team|Pakistan]]
ପ୍ରଥମ ଦିନିକିଆ (cap 117)21 June 2001 v [[Zimbabwe national cricket team|Zimbabwe]]
ଶେଷ ଦିନିକିଆ30 March 2011 v Pakistan
ଦିନିକିଆ ଜାମା ନମ୍ବର64
ପ୍ରଥମ ଟି୨୦ (cap 25)9 December 2009 v [[Sri Lanka national cricket team|Sri Lanka]]
ଶେଷ ଟି୨୦12 February 2016 v [[Sri Lanka national cricket team|Sri Lanka]]
ଘରୋଇ ଦଳ ତଥ୍ୟ
YearsTeam
1997–presentDelhi
2008Mumbai Indians
2009–2010Delhi Daredevils
2011–2012Pune Warriors India
2013Delhi Daredevils
2014— 2015Chennai Super Kings
2016—presentSunrisers Hyderabad
Career statistics
ପ୍ରତିଯୋଗିତା Tests ODIs FC LA
ମ୍ୟାଚ ସଂଖ୍ୟା 17 120 78 174
ମୋଟ ରନ 80 141 515 341
ବ୍ୟାଟିଂ ହାର 5.50 6.08 8.30 8.31
ଶତକ/ଅର୍ଦ୍ଧଶତକ 0/0 0/0 0/0 6/0
ସର୍ବାଧିକ ରନ 19 24 43 24
ବଲ ସଂଖ୍ୟା 3447 5609 14829 8406
ଉଇକେଟ 44 157 257 217
ବୋଲିଂ ହାର 42.40 31.56 29.87 32.13
ଇନିଙ୍ଗସରେ ୫ଟି ଉଇକେଟ 0 2 12 2
ମ୍ୟାଚରେ ୧୦ଟି ଉଇକେଟ 0 n/a 4 n/a
ସବୁଠୁ ଭଲ ବୋଲିଂ 4/72 6/23 7/14 6/23
କ୍ୟାଚ/ଷ୍ଟମ୍ପିଙ୍ଗ 5/– 17/– 24/– 25/–
Source: ESPNcricinfo, 22 January 2011

କ୍ୟାରିୟର ସମ୍ପାଦନା