ମୁଁ ଭାବୁଛି ଏହି ପ୍ରସଙ୍ଗଟିର ନାମ ୟୂ ଏଫ ଓ ରୁ ଉଡନ୍ତା ଥାଳିଆ କିମ୍ବା ଉଡନ୍ତା ଥାଳିଆ(ୟୂ ଏଫ ଓ) କିମ୍ବା ୟୂଏଫଓ(ଉଡନ୍ତା ଥାଳିଆ) ରଖିଲେ ଭଲ ହୁଅନ୍ତା । ଦୟାକରି ଆପଣଙ୍କ ମତ ଦିଅନ୍ତୁ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୭:୨୯, ୨୮ ଅପ୍ରେଲ ୨୦୧୫ (UTC)

+୧ ମୁଁ ବି ଭାବୁଛି ଏହାକୁ ଉଡନ୍ତସ୍ଥଳି କରିଦିୟାଜାଉ।-Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୫:୩୦, ୬ ମଇ ୨୦୧୫ (UTC)
  • 'ଉଡ଼ନ୍ତା ଥାଳିଆ' ଏକ ଜଣାଶୁଣା ଏବଂ ଉପଯୁକ୍ତ ଶବ୍ଦ ଏଇ ନାମ ରଖିବା ଉଚିତ
  • UNIDENTIFIED FLYING OBJECT (UFO) ରୁ ଉଡ଼ନ୍ତା ଥାଳିଆକୁ Redirect କରିବା ଭଲ ହେବ
  • ପ୍ରସଂଗ ମଧ୍ୟରେ (english : UNIDENTIFIED FLYING OBJECT (abbr: UFO)) ଲେଖାଗଲେ ସବୁ ସମାଧାନ ହୋଇଯିବ ଆଉ ବୁଝିବାରେ ଏବଂ ଖୋଜାରେ କିଛି ଅସୁବିଧା ହବନି ମୁଁ ଭାବୁଛି ନିଷ୍ଠା ରଞ୍ଜନ ଦାଶ ୧୭:୩୨, ୬ ମଇ ୨୦୧୫ (UTC)
Return to "ୟୂ ଏଫ ଓ" page.