ଆଲୋଚନା:ୟୂ ଏଫ ଓ
ମୁଁ ଭାବୁଛି ଏହି ପ୍ରସଙ୍ଗଟିର ନାମ ୟୂ ଏଫ ଓ ରୁ ଉଡନ୍ତା ଥାଳିଆ କିମ୍ବା ଉଡନ୍ତା ଥାଳିଆ(ୟୂ ଏଫ ଓ) କିମ୍ବା ୟୂଏଫଓ(ଉଡନ୍ତା ଥାଳିଆ) ରଖିଲେ ଭଲ ହୁଅନ୍ତା । ଦୟାକରି ଆପଣଙ୍କ ମତ ଦିଅନ୍ତୁ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୭:୨୯, ୨୮ ଅପ୍ରେଲ ୨୦୧୫ (UTC)
- +୧ ମୁଁ ବି ଭାବୁଛି ଏହାକୁ ଉଡନ୍ତସ୍ଥଳି କରିଦିୟାଜାଉ।-Sailesh Patnaik ଶୈଳେଶ (ମୋ ଆଲୋଚନା) ୧୫:୩୦, ୬ ମଇ ୨୦୧୫ (UTC)
- 'ଉଡ଼ନ୍ତା ଥାଳିଆ' ଏକ ଜଣାଶୁଣା ଏବଂ ଉପଯୁକ୍ତ ଶବ୍ଦ ଏଇ ନାମ ରଖିବା ଉଚିତ
- UNIDENTIFIED FLYING OBJECT (UFO) ରୁ ଉଡ଼ନ୍ତା ଥାଳିଆକୁ Redirect କରିବା ଭଲ ହେବ
- ପ୍ରସଂଗ ମଧ୍ୟରେ (english : UNIDENTIFIED FLYING OBJECT (abbr: UFO)) ଲେଖାଗଲେ ସବୁ ସମାଧାନ ହୋଇଯିବ ଆଉ ବୁଝିବାରେ ଏବଂ ଖୋଜାରେ କିଛି ଅସୁବିଧା ହବନି ମୁଁ ଭାବୁଛି ନିଷ୍ଠା ରଞ୍ଜନ ଦାଶ ୧୭:୩୨, ୬ ମଇ ୨୦୧୫ (UTC)
Start a discussion about ୟୂ ଏଫ ଓ
Talk pages are where people discuss how to make content on ଉଇକିପିଡ଼ିଆ the best that it can be. You can use this page to start a discussion with others about how to improve ୟୂ ଏଫ ଓ.