ୟୁ.ଏଫ୍.ଓ. ବା ଅନ୍ଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବ୍‌କେକ୍ଟ ଏକ ଉଡ଼ନ୍ତା ବସ୍ତୁ ଯାହାକି ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କ ନିମନ୍ତେ ଏକ ଅସମାହିତ କୁହେଳିକା ହୋଇ ରହିଛି । କେହି କହନ୍ତି, ଏହା ଅନ୍ୟ ଗ୍ରହର ଜୀବମାନଙ୍କ ଏକ ଉନ୍ନତ ମହାକାଶ ଯାନ । କେହି କହନ୍ତି ଏହା ଏକ ଗୁପ୍ତ ସାମରିକ କୌଶଳ ବିଶିଷ୍ଟ ଉନ୍ନ‌ତ ଉଡନ୍ତା ଯାନ ।[୧] [୨]

Photograph of an alleged UFO in New Jersey, taken on July 31, 1952

ଆଧାର ସମ୍ପାଦନା

  1. Aldrich, Lynn C. (July 14, 1947). "Unidentifiable objects, Williams Field; Chandler, Arizona" (Memorandum). Project Blue Book Archive. NARA-PBB1-922. Retrieved 2013-05-16.[permanent dead link]
  2. http://www.oed.com/view/Entry/208543?redirectedFrom=ufo&.