ପ୍ରସଙ୍ଗର ନାମ ପରିବର୍ତ୍ତନ ସମ୍ପାଦନା

ସନାତନ ଧର୍ମ କରାଗଲେ ଭଲ ହୁଅନ୍ତା ।

ଉଇକିପିଡ଼ିଆରେ କେବଳ ବହୁ/ବ୍ୟାପକ-ପ୍ରଚଳିତ ନାମ ବ୍ୟବହାର ହୁଏ ଓ ବିକଳ୍ପ ନାମ ପ୍ରସଙ୍ଗ ଭିତରେ ରହେ । ଇଂରାଜୀ ଉଇକିପିଡ଼ିଆରେ ଏ ବାବଦରେ ଅଧିକ ସୂଚନା ରହିଛି । ଅଧିକନ୍ତୁ ନିହାତି ଆବଶ୍ୟକ ନ ଥିଲେ ଉଇକିପିଡ଼ିଆ ପ୍ରସଙ୍ଗର ନାମ ବଦଳାଯାଏନାହିଁ । --ସୁଭ (ଆଳାପ) ୦୮:୦୧, ୮ ଜୁନ ୨୦୨୨ (IST)Reply
ସନାତନ ଧର୍ମ ଏକ ଭିନ୍ନ ପ୍ରସଙ୍ଗ, ଏହା ଇଂରାଜୀ ଉଇକିପିଡ଼ିଆରେ ମଧ୍ୟ ରହିଛି, ଯାହାକୁ ଏହି ଲିଙ୍କ୍, https://en.wikipedia.org/wiki/San%C4%81tana_Dharma ଜରିଆରେ ଦେଖିପାରିବେ । - ଗପୁ (ମୋ ଆଲୋଚନା) ୨୦:୨୮, ୮ ଜୁନ ୨୦୨୨ (IST)Reply
Return to "ହିନ୍ଦୁ ଧର୍ମ" page.